ଜରାଜୀର୍ଣ ଓ ବିପଦଶଂକୁଳ ଅବସ୍ଥାରେ ପଡିରହିଛି ଜନକଲ୍ୟାଣ ସେବା ସମବାୟ ସମିତି : ପୁନଃନିର୍ମାଣ ପାଇଁ ଦାବୀ

ଝଙ୍କଡ଼, ୫/୧୧: ତିର୍ତ୍ତୋଲ ବ୍ଲକ, ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି ଉଣେଇଶ ଶହ ଛତିଶ ମସିହାରେ ପ୍ରତିଷ୍ଠା ହୋଇଥିବାବେଳେ, ଏହି ସୋସାଇଟି ଉପରେ ଆଖପାଖ ଦଶ ବାର ଟି ପଞ୍ଚାୟତ ର ଚାଷୀମାନେ ଧାନମଣ୍ଡି ରେ ଧାନ ଓ ମୁଗ ଆଦି ଦେଇ, ଉପକୃତ ହୋଇଆସୁଛନ୍ତି l ମାତ୍ର ଧାନମଣ୍ଡି ପାଇଁ ପିଣ୍ଡି ନଥିବାରୁ ରାସ୍ତା କଡରେ ଓ ଗଛମୂଳେ ଚାଷୀମାନେ ଟ୍ରାକ୍ଟର ଟ୍ରାକ୍ଟର ଧାନବସ୍ତା ରଖି ଦିନରାତି ଜଗିବସିଥାନ୍ତି l […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀ ଶ୍ରୀ ବାନାବଟେଶ୍ୱରଙ୍କ ୮ ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ଭଜନ ସମାରୋହ

ମାହାଙ୍ଗା, ୪ /୧୧: ମାହାଙ୍ଗା ବ୍ଲକ ବିରୂପା ଗେଙ୍ଗୁଟି ଦୁଆବ ଅଂଚଳର ବନଗୁରୀଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାନା ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୮ ମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସୂର୍ଯ୍ୟପୂଜା,ଅଗ୍ନିପୂଜା, ଗୋ-ପୂଜା,କଳସ ଶୋଭାଯାତ୍ରା,ନଗର କୀର୍ତ୍ତନ, ଭଜନ ସମାରୋହ, ସମ୍ବର୍ଦ୍ଧନା ଏବଂ ହରିହାଟରେ ପ୍ରସାଦ ସେବନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବା ଦେଖିବାକୁ ମିଳିଥିଲା l ସୁଦୂର ଫୁଲୁବାଣୀ ଅଂଚଳର […]

ସଂପୂର୍ଣ୍ଣ ପଢନ୍ତୁ

୫ ଦିନିଆ ରିମାଣ୍ଡରେ ଗଲେ ଶଙ୍କର ଓ ଅରବିନ୍ଦ

ବ୍ରହ୍ମପୁର,୪/୧୧: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ପୂର୍ବରୁ ଗିରଫ ହୋଇଥିବା ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ଗ୍ରାମାଞ୍ଚଳ ଜେଏମଏଫସିଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ କରିଥିବା ରିମାଣ୍ଡ ଆବେଦନକୁ ଅନୁମୋଦନ ମିଳିଛି। ଫଳରେ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ବିସ୍ତୃତ ଭାବେ ଜେରା କରିପାରିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ପଞ୍ଚସଫ୍ଟ ମାଲିକ ତଥା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

୬୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆରଆଇ

ପିପିଲି, ୪/୧୧: ମ୍ୟୁଟେସନ କେସର ଫାଇଲ ଆଗକୁ ବଢ଼ାଇବା ଲାଗି ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପିପିଲି ତହସିଲର ବନ୍ତଳସିଂହ ଆରଆଇ ଜୀବନ କ୍ରିଷ୍ଣା ପରିଡ଼ା। ଜଣେ ଆବେଦନକାରୀଙ୍କ ୬ଟି ପ୍ଲଟର ମ୍ୟୁଟେସନ କେସ୍‌ ଫାଇଲ ପ୍ରୋସେସ କରିବା ପାଇଁ ୯୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଆବେଦନକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।ଯୋଜନା ଅନୁସାରେ, ଆରଆଇ ଜୀବନ କ୍ରିଷ୍ଣା ଆବେଦନକାରୀଙ୍କଠାରୁ ପ୍ରାଥମିକ ଭାବେ ୬୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଇ ଧରାପଡ଼ିଲେ ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ

ବରଗଡ଼,୩/୧୧ ବରଗଡ଼ ଜିଲା ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଧରାପଡ଼ିଛନ୍ତି। ଅନ୍ୟ ଜଣେ କର୍ମଚାରୀଙ୍କ ବକେୟା ଦରମା କ୍ଲିଅର କରିବା ଲାଗି ୭ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଛନ୍ତି। ଅଭିଯୁକ୍ତଦ୍ଵୟ ହେଲେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟାଣ୍ଟ ଶେଖରଚନ୍ଦ୍ର ସାହୁ ଏବଂ ପିଅନ ତମନ୍ନା ସାହୁ।ସୂଚନା ଅନୁସାରେ, ସ୍ଵାସ୍ଥ୍ୟକେନ୍ଦ୍ରର ଜଣେ ସ୍ଵାସ୍ଥ୍ୟକର୍ମୀ ବକେୟା ଦରମା କ୍ଲିଅର କରିବାକୁ ଆକାଉଣ୍ଟାଣ୍ଟ ଶେଖରଙ୍କୁ ଅନୁରୋଧ କରିଆସୁଥିଲେ। ୩ ମାସ […]

ସଂପୂର୍ଣ୍ଣ ପଢନ୍ତୁ

କନକ ପୁର ଦେଉଳି ପ୍ରଧାନମନ୍ତ୍ରୀ ସଡ଼କ, ସଫେଇ ଓ ମରାମତି ପାଇଁ ଦାବୀ

ଝଙ୍କଡ଼, ୩/୧୧: ତିର୍ତ୍ତୋଲ ବ୍ଲକ, କନକପୁର ପଞ୍ଚାୟତ ର ସାରଳା ହାଟ ଠାରୁ ସଂଅରା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଟି କନକପୁର ଦେଉଳି ଗ୍ରାମଦେଇ, ମା ସାରଳା ମନ୍ଦିରର ପଶ୍ଚିମପାର୍ଶ୍ଵ ରେ ମୁଖ୍ୟରାସ୍ତା ରେ ମିଶିଅଛି l ଯାନିଯାତ୍ରା ଓ ପର୍ବପର୍ବାଣୀ ଦିନ ମାନଙ୍କରେ ଜନଗହଳି କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସାରଳା ହାଟ ପାଖରେ ମୁଖ୍ୟରାସ୍ତା କୁ ସିଲ କରିଦେଇଥାନ୍ତି l ସେହି ସମୟରେ ଏହି କନକପୁର ଦେଉଳି ରାସ୍ତା କୁ ବାଇପାସ […]

ସଂପୂର୍ଣ୍ଣ ପଢନ୍ତୁ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ସାର୍ପସୁଟର୍ କୁରୁପତି ଭୂୟାଁ ଓ ଉମା ବିଷୋୟୀକୁ ଧରିଲା ପୁଲିସ

ବ୍ରହ୍ମପୁର, ୩/୧୧: ପୁଲିସ ହାତରେ ଉମା ଓ କୁରୁପତି। ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ମିଳିଲା ବଡ଼ ସଫଳତା। ଫେରାର ସାର୍ପସୁଟର୍ କୁରୁପତି ଭୂୟାଁ ଓ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀକୁ ଧରି ଏକ ଅଜଣା ସ୍ଥାନରେ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ବିହାରୀ ସାର୍ପସୁଟର୍‌ ପୀତବାସଙ୍କୁ ହତ୍ୟା କରିଥା’ନ୍ତେ। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ହୋଇଯିବାରୁ ସେମାନେ ହତ୍ୟା ନ କରି ଫେରି ଯାଇଥିଲେ। ଫଳରେ […]

ସଂପୂର୍ଣ୍ଣ ପଢନ୍ତୁ

ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ

ନରସିଂହପୁର,୩/୧୧: କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ହୋଇଥିବା ବେଳେ ଜଣେ ନାବାଳିକା ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତବକ, ୨ଜଣ ନାବାଳକଙ୍କ ସହ ଜଣେ ନାବାଳିକା ପାଇଖାନା ଟାଙ୍କି ପାଖରେ ଖେଳୁଥିଲେ। ହେଲେ ଅସାବଧାନ ଯୋଗୁ ଗୋଡି ଖସି ୩ଜଣ ଶିଶୁ ପାଇଖାନା ଟାଙ୍କିରେ ପଡ଼ି ଯାଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ବାବା ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଇଁ ଅସମ୍ଭାଳ ଭିଡ

ଆଠଗଡ, ୩/୧୧: ଚାଲିଛି ପବିତ୍ର କାର୍ତ୍ତିକ ମାସ। ଆଜି ପଞ୍ଚୁକର ତୃତୀୟ ଦିନ ସହ ବାବା ଧବଳେଶ୍ଵରଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା । ଏଥିଲାଗି ରାତି ୪ଟାରୁ ପହଡ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି। ବଡ ଓଷା ଉପଲକ୍ଷେ ଆଜି ସକାଳୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଜି ବଡ ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ବାବା।ସେପଟେ ଭକ୍ତଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ନିଶ୍ଚିନ୍ତକୋଇଲିରେ ବୁଲୁଛି ବାଘ, ଆତଙ୍କରେ ଲୋକେ

କଟକ ୩/୧୧: ଗାଁରେ ବୁଲୁଛି ବାଘ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଶାରଦା ଶତପଥୀଙ୍କ ଘରେ ଲାଗିଥିବା ସିସି ଟିଭିରେ ବାଘ ବୁଲୁଥିବା ଭିଡିଓ କଏଦ ହୋଇଛି । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଁରେ ବାଘ ବୁଲୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ କାବୁ […]

ସଂପୂର୍ଣ୍ଣ ପଢନ୍ତୁ