ଜୁଲାଇରେ ମହଙ୍ଗା ଭତ୍ତା ୩% ବଢ଼ିପାରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍ଭୋଗୀମାନଙ୍କର ଜୁଲାଇ ମାସର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢ଼ିବା ସମ୍ଭାବନା ରହିଛି। ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମୁଦ୍ରାସ୍ଫୀତି ବୃଦ୍ଧି ଧାରା ଅନୁସାରେ ବିଶେଷଜ୍ଞମାନେ ଏଭଳି ଆକଳନ କରିଛନ୍ତି। ଶିଳ୍ପ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟସୂଚୀ ଆଧାରିତ ଜୁନ୍ ମାସର ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହେବ। ଚଳିତମାସ ୧୩ ତାରିଖରେ ଏହି ତଥ୍ୟ ପ୍ରକାଶ ପାଇବା ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ କର୍ମଚାରୀ […]
ସଂପୂର୍ଣ୍ଣ ପଢନ୍ତୁ