ଡ୍ରେନେଜ ନଥିବାରୁ ସାରଳାହାଟରେ ପାନୀୟଜଳ ପାଇଁ, ହାଟୁଆ ଓ ଗ୍ରାହକ ହନ୍ତସନ୍ତ
ଝଙ୍କଡ଼, ୦୫/୦୭/୨୦୨୬: ପ୍ରସିଦ୍ଧ ପୀଠ ମା’ ସାରଳାଙ୍କ ସାରଳାହାଟ ପରିସରରେ ଡ୍ରେନେଜ ବ୍ୟବସ୍ଥାର ଚରମ ବିପର୍ଯ୍ୟୟ ଯୋଗୁଁ ଏବେ ପାନୀୟ ଜଳ ପାଇଁ ହାଟୁଆ, ଗ୍ରାହକ ଓ ପଥଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାଟର ମଧ୍ୟବର୍ତ୍ତୀ ସ୍ଥାନ ତଥା ଶ୍ରୀରାମ ଚୁଡ଼ାକଳ ରାସ୍ତାରେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀମାନଙ୍କ ବ୍ୟବହାର ପାଇଁ ବହୁ ବର୍ଷ ପୂର୍ବରୁ ଏକ ନଳକୂପ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବସାୟୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆର.ଡବ୍ଲୁ.ଏସ.ଏସ. (RWSS) ବିଭାଗ […]
ସଂପୂର୍ଣ୍ଣ ପଢନ୍ତୁ