କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷାର ତଦନ୍ତ ଭାର

ବ୍ରହ୍ମପୁର: ,୪/୧୦: ପୁଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ବ। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆ। ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି। କେବଳ ସେତିକି ନୁହେଁ, ଯେଉଁ ସବୁ ସଂସ୍ଥାରେ […]

ସଂପୂର୍ଣ୍ଣ ପଢନ୍ତୁ

ଭସାଣବେଳେ ଗୋଷ୍ଠୀ ସଂଘର୍ଷ: ଡିସିପି ସମେତ ୬ ଜଣ ଗୁରୁତର

କଟକ,୪/୧୦: ଦୁର୍ଗାପୂଜା ଭସାଣବେଳେ ଗୋଷ୍ଠୀ ସଂଘର୍ଷ ଘଟିବାରୁ ରାସ୍ତାରେ ମେଢ଼ ଅଟକି ରହିଛି। ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଗୁରୁତର ହୋଇଛନ୍ତି। କାଚ ଓ ପଥର ମାଡ଼ରେ କଟକ ଡିସିପି ଋଷିକେଶ ଖିଲାରୀ ମଧ୍ୟ ଆହତ ହୋଇଛନ୍ତି। ଢେଲାମାଡ଼ରେ ଡିସିପିଙ୍କ ଆଖିପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଛି। ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଗୀତ ବଜାଇବାକୁ ବିରୋଧ କରି ଢେଲାମାଡ଼ କରାଯାଇଥିବା ସୂଚନାରୁ ଜଣାପଡ଼ିଛି। […]

ସଂପୂର୍ଣ୍ଣ ପଢନ୍ତୁ

ହାତୀ ନଦୀରେ ବନ୍ୟା ପରିସ୍ଥିତ: ଶତାଧିକ ଏକର ଚାଷ ଜମି ଜଳମଗ୍ନ

ଜୁନାଗଡ଼,୪/୧୦: କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ଦିନତମାମ ପ୍ରବଳ ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ମି.ମି. ବର୍ଷା ହୋଇଥିଲା। ସେହିପରି ଜୁନାଗଡ଼ ବ୍ଲକରେ ୨୧୦.୪ମି.ମି., କଲମପୁରରେ ୧୦୮.୩ ମି.ମି., ଏମ୍‌. ରାମପୁରରେ ୧୦୯ମି.ମି., ନର୍ଲାରେ ୧୩୬ ମି.ମି., ଲାଞ୍ଜିଗଡ଼ ୧୧୦.୪ ମି.ମି., ଭବାନୀପାଟଣା ୬୮.୫ ମି.ମି., ଧର୍ମଗଡ଼ ୬୪.୨ମି.ମି., ଜୟପାଟଣା ୭୬ ମି.ମି., ଗୋଲାମୁଣ୍ଡା ବ୍ଲକରେ ୮୧ ମି.ମି. ବର୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ମାଡ଼ିଆସୁଛି ବାତ୍ୟା ‘ଶକ୍ତି’

ନୂଆଦିଲ୍ଲୀ,୪/୧୦: ମୌସୁମୀ ବିଦାୟ ନେବା ପରେ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଭାରତ ପାଣିପାଗ ବିଭାଗ (IMD) ଘୂର୍ଣ୍ଣିଝଡ଼ ଶକ୍ତି ପାଇଁ ଏକ ସତର୍କତା ଜାରି କରିଛି। IMD ଅନୁଯାୟୀ, ଅକ୍ଟୋବର ୪ ରୁ ୭ ମଧ୍ୟରେ ମହାରାଷ୍ଟ୍ରର କିଛି ଜିଲାରେ ଶକ୍ତିର ପ୍ରଭାବ ଅନୁଭୂତ ହୋଇପାରେ। IMD ମୁମ୍ବାଇ, ରାୟଗଡ଼, ରତ୍ନଗିରି, ପାଲଘର ଏବଂ ସିନ୍ଧୂଦୁର୍ଗ ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ପାଇଁ ଏକ ସତର୍କତା ଜାରି କରିଛି। ଘୂର୍ଣ୍ଣିଝଡ଼ ଶକ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ସାହିୱାଲ ଗାଈ କ୍ଷୀର ପ୍ରତି ଲିଟର ୭୦ ରୁ ୮୦ ଟଙ୍କା

ଭୁବନେଶ୍ୱର ,୪/୧୦: ଯଦି ଆପଣ ଚାଷ ସହିତ ରୋଜଗାରର ଏକ ନୂତନ ଉତ୍ସ ଖୋଜୁଛନ୍ତି, ତେବେ ଦେଶୀ ପ୍ରଜାତି “ସାହିୱାଲ ଗାଈ” ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ପ୍ରମାଣିତ ହୋଇପାରେ। ଏହି ଗାଈ କମ୍ ଖର୍ଚ୍ଚରେ ଅଧିକ କ୍ଷୀର ଦିଏ, ଏବଂ ଏହାର ଯତ୍ନ ମଧ୍ୟ ତୁଳନାତ୍ମକ ଭାବରେ ସହଜ। ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ଉତ୍ତର ଭାରତର ଅନେକ ରାଜ୍ୟରେ, ଚାଷୀମାନେ ଏବେ ପାରମ୍ପରିକ ଚାଷ ସହିତ ପଶୁପାଳନକୁ ଆୟର ଏକ ଦୃଢ଼ ଉତ୍ସ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ କେନ୍ଦ୍ରରୁ ୫ ବର୍ଷରେ ୯୧୪୭.୪୨ କୋଟି ଟଙ୍କା ପାଇଛି ଓଡ଼ିଶା

ଭୁବନେଶ୍ୱର,୪/୧୦: ପଶୁପାଳନ ଏକ ରାଜ୍ୟ ବିଷୟ। ଭୌଗୋଳିକ ସ୍ଥିତି, ମହାମାରୀ ବିଜ୍ଞାନ, ପଶୁ ପ୍ରୋଫାଇଲ୍ ଇତ୍ୟାଦି ମାନଦଣ୍ଡ ଉପରେ ଆଧାର କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ପ୍ରାଣୀ ଚିକିତ୍ସା ଡାକ୍ତରଖାନାର ପ୍ରତିଷ୍ଠା ଏବଂ କର୍ମଚାରୀ ନିଯୁକ୍ତି ସମ୍ପୃକ୍ତ ରାଜ୍ୟ ଦ୍ୱାରା କରାଯାଏ। ଓଡ଼ିଶାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଓଡ଼ିଶା (Odisha)ରେ ୫୪୧ଟି ପ୍ରାଣୀ ଚିକିତ୍ସା ଡାକ୍ତରଖାନା ଅଛି, ଯେଉଁଥିରୁ ୧୨୬ଟି ଆଦିବାସୀ ଅଞ୍ଚଳରେ ଅଛି। ଏହା ବ୍ୟତୀତ, ଆଦିବାସୀ ଅଞ୍ଚଳରେ ୧୨୧ ସମେତ ମୋଟ ୩୧୪ ମୋବାଇଲ […]

ସଂପୂର୍ଣ୍ଣ ପଢନ୍ତୁ

ମହେନ୍ଦ୍ରଗିରିରେ ଫସି ରହିଥିବା ପର୍ଯ୍ୟଟଙ୍କୁ ଉଦ୍ଧାର ପରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା

ପାରଳାଖେମୁଣ୍ଡି,୩/୧୦: ଲଘୁଚାପ ଜନିତ ବର୍ଷା ଫଳରେ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହେବା ସହ ରାସ୍ତାଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ବର୍ଷାପାଣି ପଶି ଅନେକ ଧନ ଜୀବନ ନଷ୍ଟ ହୋଇଛି। ଜିଲ୍ଲାର ରାୟଗଡ଼ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ଼ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ଅଛନ୍ତି। ଗତକାଲି ରାତିରେ ଅନ୍ଧକାର କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ନୀଳଗିରି,୩/୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ମହିଷାପଟ୍ଟା ପଞ୍ଚାୟତ ସଠିଳବଲବଲିଆ ଗ୍ରାମର ଗଜେନ୍ଦ୍ର ଗିରି(୪୫) ଗତ ୨ ତାରିଖ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଛ ଧରିବା ପାଇଁ ନିକଟ ବିଲକୁ ଖଇଁଚି ବସାଇବାକୁ ଯାଇଥିଲା | ରାତି ୯ଟା ପର୍ଯ୍ୟନ୍ତ ଘରକୁ ଫେରିବାରେ ବିଳମ୍ବ ହେବାରୁ ଗଜେନ୍ଦ୍ରଙ୍କ ପୁଅ ଜୟନ୍ତ ଗିରି(୧୯) ବାପାଙ୍କୁ ଖୋଜିବାକୁ ବିଲକୁ ଯାଇଥିଲେ | ବିଲରେ ପହଞ୍ଚି ଦେଖିବା ବେଳକୁ ସୀମାବର୍ତ୍ତୀ, ଭଉଁରିଆବାଡ଼ ପଞ୍ଚାୟତ ଜଡିବାଲି ଗ୍ରାମର କିଛି ଲୋକ […]

ସଂପୂର୍ଣ୍ଣ ପଢନ୍ତୁ

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

ନୀଳଗିରି,୩/୧୦: ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ। ବିଳମ୍ବିତ ରାତିରେ ଶୋଇଥିବା ବେଳେ ଭାଙ୍ଗିଲା ଘରର ଛପର ଓ କାନ୍ଥ । ସୂଚନା ମୁତାବକ ୨ ଦିନର ଲଗାଣ ବର୍ଷାରେ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ବସନ୍ତ ଧାଉଁଡିଆଙ୍କ ପରିବାର ଘରେ ଶୋଇଥିବା ସମୟରେ ହଠାତ ଘରର କାନ୍ଥ ଓ ଛପର ହଠାତ ଭାଙ୍ଗିଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

NIELIT ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୩/୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର NIELIT ଡିଜିଟାଲ୍‌ ବିଶ୍ୱବିଦ୍ୟାଳୟ (NDU) ପ୍ଲାଟଫର୍ମର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲାଟଫର୍ମ ଯୁବପିଢ଼ିଙ୍କୁ AI, ସାଇବର ସୁରକ୍ଷା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଆଦି ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ଉଚ୍ଚମାନର ଶିକ୍ଷା ଓ ଦକ୍ଷତା ପ୍ରଦାନ କରିବ। ଏହା ସହିତ ମନ୍ତ୍ରୀ ଓଡ଼ିଶାର ବାଲେଶ୍ୱର ସମେତ ମୁଜାଫରପୁର (ବିହାର), ତିରୁପତି (ଆନ୍ଧ୍ରପ୍ରଦେଶ), ଦମନ (ଦାଦରା ଓ ନଗର ହାଭେଲି ଏବଂ ଡାମନ ଓ ଡିଉ) ଏବଂ […]

ସଂପୂର୍ଣ୍ଣ ପଢନ୍ତୁ