ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର , ୨୨/୯: ବ୍ୟାଙ୍କ ସେବା ଅପହଞ୍ଚ ଥିବା ଅଞ୍ଚଳରେ ୩୬୨୧ ସିଏସପି ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଦ୍ବାରା ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ୟଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପଶ୍ନ ପଚାରିଥିଲେ ଯେ, ରାଜ୍ୟରେ ଅଦ୍ୟାବଧି କେଉଁ କେଉଁ ବ୍ଲକର କେଉଁ କେଉଁ ଗ୍ରାମ ପଂଚାୟତରେ ବ୍ୟାଙ୍କ ସେବା ଅପହଞ୍ଚ ଥିବାରୁ ଲୋକମାନେ ତ୍ୱରିତ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାର […]
ସଂପୂର୍ଣ୍ଣ ପଢନ୍ତୁ