ସାମ୍ବାଦିକ ସୁଶିଲ ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଝଙ୍କଡ଼ : ବିଶିଷ୍ଟ ସାମ୍ବାଦିକ ସ୍ୱର୍ଗତ ସୁଶିଲ କୁମାର ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତିଚାରଣ ସଭା ଇବ୍ରିସିଂ ସ୍ଥିତ ଗୋପବନ୍ଧୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ସଭାର ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା  | ଗତ ରବିବାର ଦିନ ପୂର୍ବାହ୍ନ ରେ ଆୟୋଜିତ ଏହି ସଭାରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ସାହିତ୍ୟିକ ଓ ସମାଜସେବୀମାନେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଜୀବନ, କର୍ମ […]

ସଂପୂର୍ଣ୍ଣ ପଢନ୍ତୁ

ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ କରିପାରନ୍ତି। ଏହା ସହିତ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ସାଂଗଠନିକ ଟିମ୍‌ରେ ମଧ୍ୟ ପରିବର୍ତ୍ତନ ଘୋଷଣା ହେବାର ସମ୍ଭାବନା ରହିଛି। ଦଳ ଓ ସରକାରର ଶୀର୍ଷସ୍ତରରେ ଏନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି। ସୂତ୍ର ଅନୁଯାୟୀ, ଏହି ପରିବର୍ତ୍ତନରେ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ, କିଛି ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ ଏବଂ କେତେକ ମନ୍ତ୍ରୀଙ୍କ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ

ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ପରିସ୍ଥିତି: କୁଏତ ଓ ବାହାରିନ ଉପରେ ଇରାନର ପ୍ରଚଣ୍ଡ ଆକ୍ରମଣ

କୁଏତ ସିଟି: ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଆଜି ପୁଣି ଯୁଦ୍ଧ ଉତ୍ତେଜନାର ରୂପ ନେଇଛି। ଆମେରିକା ପକ୍ଷରୁ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନର ଜବାବରେ ଇରାନ ଆଜି କୁଏତ ଏବଂ ବାହାରିନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣ ଯୋଗୁ ଚଳିତ ମାସ ଆରମ୍ଭରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଚୁକ୍ତି ଏବେ ସମ୍ପୂର୍ଣ୍ଣ ବିପନ୍ନ ହୋଇପଡ଼ିଛି। ଇରାନୀ ସେନା ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀମନ୍ଦିରରେ ଦଇତା ପ୍ରବେଶ: ଶ୍ରୀବିଗ୍ରହଙ୍କ ବାହୁଟକଣ୍ଟ, ସକାଳୁ ସେନାପଟା ଲାଗି

ପୁରୀ: ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସଂପନ୍ନ ହୋଇଛି। ସ୍ନାନବେଦିକୁ ପହଣ୍ଡି ପୂର୍ବରୁ ଶ୍ରୀବିଗ୍ରହଙ୍କ ବାହୁଟକଣ୍ଟ ଓ ଚାରମାଳ ବନ୍ଧା ନୀତି ସମ୍ପନ୍ନ ହୋଇଛି। ଆସନ୍ତାକାଲି ସେନାପଟା ଲାଗି ନୀତି ସମ୍ପାଦିତ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଚାରମାଳ ବନ୍ଧା ଓ ଆସନ୍ତାକାଲିର ସେନାପଟା ଲାଗି ପାଇଁ ଆଜି ରାତ୍ର ସାଢ଼େ ୧୦ଟାରୁ ଶ୍ରୀମନ୍ଦିରରେ […]

ସଂପୂର୍ଣ୍ଣ ପଢନ୍ତୁ

ପାଉଁଶଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ବିଧାୟକ

ସୁନ୍ଦରଗଡ଼ : ଅନିୟନ୍ତ୍ରିତ ପାଉଁଶଗାଡ଼ି ଚଳପ୍ରଚଳ ଦ୍ବାରା ସୁନ୍ଦରଗଡ଼ର ପରିବେଶ ପ୍ରଦୂଷିତ ହେଉଛି। ପାଉଁଶଟ୍ରକଗୁଡ଼ିକର ବେପରୁଆ ଚାଳନା ଦ୍ବାରା ଅନେକଙ୍କ ଜୀବନ ଯାଉଛି। ଏନେଇ ପୁଲିସ ପ୍ରଶାସନକୁ ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷରେ ବିଧାୟକ ଯୋଗେଶ କୁମାର ସିଂହ ନିଜେ ଏନେଇ ଅଣ୍ଟା ଭିଡ଼ିଛନ୍ତି। ବିଜୁ ଏକ୍ସପ୍ରେସ୍‌ ୱେର କିରେଇ ଛକରେ ନିଜ ସମର୍ଥକଙ୍କ ଗହଣରେ ଝାରସୁଗୁଡ଼ାରୁ ଆସୁଥିବା ବେଆଇନ ପାଉଁଶବୋଝେଇ ଟ୍ରକ୍‌କୁ ଅଟକାଇଛନ୍ତି। ପାଉଁଶର ବେଆଇନ ପରିବହନ, ଡମ୍ପିଂ […]

ସଂପୂର୍ଣ୍ଣ ପଢନ୍ତୁ
Monsoon 1

ଓଡ଼ିଶାରେ ମୌସୁମୀ, ୩ ଦିନ ବର୍ଷିବ

ଭୁବନେଶ୍ବର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସୋମବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପବନ ଓ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ‘ପ୍ରସ୍ତୁତ ରହିବା’ ନିମନ୍ତେ ଚେତାବନୀ ( ଅରେଞ୍ଜ ୱାର୍ଣ୍ଣିଂ) ଜାରି ହୋଇଛି। ଏହି ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ

ଅଣସର ଦର୍ଶନ ନିମନ୍ତେ ଅଲାରନାଥରେ ବ୍ୟାପକ ବ୍ୟବସ୍ଥା

ବ୍ରହ୍ମଗିରି : ଶ୍ରୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପରେ ଚତୁର୍ଦ୍ଦାମୂର୍ତ୍ତି ଅଣସର ଗୃହକୁ ଚାଲିଯିବେ। ଏପଟେ ଅଲାରନାଥ ଭକ୍ତଙ୍କୁ ଦର୍ଶନ ‌ଦେବେ। ଏଥିପାଇଁ ଜୁନ୍‌ ୩୦ରୁ ବ୍ରହ୍ମଗିରିରେ ଲୋକଙ୍କ ଭିଡ଼ ବୃଦ୍ଧିପାଇବ। ଏହାକୁ ଦୃଷ୍ଟି‌ରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆନ୍ଦନ ବଜାର ସଫାସୁତରା ହୋଇ ଭୋଗ ଦୋକାନ ପାଇଁ ଟେଣ୍ଟ ଲାଗିଲାଣି। ପିଇବା ପାଣି, ପରିମଳ ବ୍ୟବସ୍ଥା, ଡ୍ରେନେଜ, ଲାଇଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି। ମନ୍ଦିର ଭିତରେ, ବାହାରେ, ପାକିର୍ଂ, […]

ସଂପୂର୍ଣ୍ଣ ପଢନ୍ତୁ

ରାବଣ ତ’ କେବଳ ମାତା ଜାନକୀଙ୍କୁ ଚୋରି କରିଥିଲା, କିନ୍ତୁ ତୁମେ ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସ ଚୋରି କରିଛ: କଠୋର ଦଣ୍ଡ ପାଇବ

ନୂଆଦିଲ୍ଲୀ ,୨୭/୬: ଉତ୍ତର ପ୍ରଦେଶ ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ଅଭିଯୋଗ ମାମଲାରେ ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ପ୍ରଥମଥର ପାଇଁ ତାଙ୍କ ମନ୍ତବ୍ୟ ଦେଇଛନ୍ତି। ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ, ରାବଣ ତ କେବଳ ମାତା ଜାନକୀ ଜୀଙ୍କୁ ଚୋରି କରିଥିଲା। କିନ୍ତୁ ତୁମେ ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ଚୋରି କରିଛ। କୋଟି କୋଟି ଲୋକଙ୍କ ବିଶ୍ୱାସ ଚୋରି କରିଛ। ଇଣ୍ଡୋନେସିଆର ଜାକର୍ତ୍ତାରେ ଆୟୋଜିତ ଶ୍ରୀ ହନୁମାନ କଥାରେ […]

ସଂପୂର୍ଣ୍ଣ ପଢନ୍ତୁ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଭୀମସେନ୍ ଟୁଡୁ ଚାକିରିରୁ ବହିଷ୍କୃତ

କଟକ/ଭୁବନେଶ୍ବର: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ପ୍ରେମିକ ଭୀମସେନ୍ ଟୁଡୁଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ୪୮ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭବିଷ୍ୟତରେ ଭୀମସେନ୍ ଟୁଡୁ ଆଉ ସରକାରୀ ଚାକିରି କରିପାରିବେ ନାହିଁ। ସୂଚନାଯୋଗ୍ୟ, ପ୍ରେମିକ ଭୀମସେନ୍ ଟୁଡୁଙ୍କ ପାଇଁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ
Puri Vv

ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ପୁରୀ ଅଭିମୁଖେ ଶ୍ରଦ୍ଧାଳୁ

ପୁରୀ : ଦିନକ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା। ପୁରୀକୁ ଭକ୍ତମାନଙ୍କର ସୁଅ ଛୁଟୁଛି। ପୁରୀ ଧାମରେ ଜନଗହଳି ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି ହୋଇଛି। ଏଥିସହ ସୁରକ୍ଷାବ୍ୟବସ୍ଥା ଓ […]

ସଂପୂର୍ଣ୍ଣ ପଢନ୍ତୁ