ଇରାନ ସହ ଶାନ୍ତିଚୁକ୍ତି କଲେ ଟ୍ରମ୍ପ; କ’ଣ ହେବ ନେତାନ୍ୟାହୁଙ୍କ ଭବିଷ୍ୟତ?
ତେଲ୍ଅଭିଭ୍: ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ଏକ ମଧ୍ୟବର୍ତ୍ତିକାଳୀନ ଶାନ୍ତିଚୁକ୍ତିରେ ସ୍ୱାକ୍ଷର କରିବା ପରେ ଇରାନ ବିବାଦର ଆପାତତଃ ପରିସମାପ୍ତି ଘଟିଛି। ଟ୍ରମ୍ପ ଏହାକୁ ଆମେରିକା ପାଇଁ ଏକ ବଡ଼ ବିଜୟ ବୋଲି କହିଛନ୍ତି। କିନ୍ତୁ ଇରାନ ଏବେ ମଧ୍ୟ ମଥା ଉଚ୍ଚା କରି ଛିଡା ହୋଇଛି, ବିଶ୍ୱର ଦୁଇଟି ବୃହତ୍ତମ ସାମରିକ ଶକ୍ତି ଦ୍ୱାରା ଏକ ମାସ ଧରି ଚାଲିଥିବା ଆକ୍ରମଣରୁ ବଞ୍ଚିରହିଛି। ତଳେଇ ଦେଖିଲେ ଯୁଦ୍ଧରେ କାହାକୁ ବିଜୟ ମିଳି […]
ସଂପୂର୍ଣ୍ଣ ପଢନ୍ତୁ