ଖୁବ୍ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ୪୪ ସରକାରୀ ଉଦ୍ୟୋଗକୁ ତଥ୍ୟ ରାଜ୍ୟ ସରକାର
ଭୁବନେଶ୍ବର ୧୬।୫: ଖୁବ୍ଶୀଘ୍ର ନିଗମ ଓ ବୋର୍ଡରେ ନିଯୁକ୍ତି ! ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ ହୋଇଯାଇଛି । ପିଏସୟୁର ତଥ୍ୟ ମାଗିଲେ ସରକାର । ରାଜ୍ୟ ସରକାରଙ୍କ ସମସ୍ତ ୪୪ଟି ସରକାରୀ ଉଦ୍ୟୋଗ (ପିଏସୟୁ)କୁ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ମଗାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଚିଠି ଅନୁସାରେ, ୨୦୨୪ ଜୁନ୍ ୧୨ରୁ ୨୦୨୬ ଏପ୍ରିଲ ୩୦ ତାରିଖ ମଧ୍ୟରେ କେଉଁ ପିଏସୟୁରେ କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ଓ ଆଗାମୀ […]
ସଂପୂର୍ଣ୍ଣ ପଢନ୍ତୁ