କୋଠପଦାରେ ପୁରାତନ ଛାତ୍ରଙ୍କ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗ୍ରହ
ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ଦେଖିବାକୁ ମିଳିଥିଲା| ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଓ ଗଣକବି ବୈଷ୍ଣବ ପାଣି କ୍ଲବ କୋଠପଦାର ମିଳିତ ସହଯୋଗରେ ଏହି ଶିବିରରୁ ୪0 ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି | ବିଦ୍ୟାଳୟର ପୁରାତନ ଛାତ୍ର କିଶୋର ଚନ୍ଦ୍ର ଦାଶ,ପୁରାତନ ଛାତ୍ର ମହେନ୍ଦ୍ର କୁମାର ମହାନ୍ତି, ପୁରାତନ ଛାତ୍ର ସୁଧୀର କୁମାର ମହାନ୍ତି,ସାମାଜିକକର୍ମୀ ଅଖିଳେଶ ମହାନ୍ତି,ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ,ସମାଜସେବୀ […]
ସଂପୂର୍ଣ୍ଣ ପଢନ୍ତୁ