ଅନାସ୍ଥା ଭୋଟରେ ହାରିଲେ ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା

ରାୟଗଡ଼ା: ଅନାସ୍ଥା ଭୋଟରେ ହାରିଲେ ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଫଳାଫଳ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ କୁମାର ଜେନା। ନିର୍ବାଚନରେ ୨୪ଜଣଙ୍କ ମଧ୍ଯରେ ୨୧ଜଣ କାଉନସିଲର ଭୋଟ ଦେଇଥିଲେ। ତେବେ ୧୯ଜଣ କାଉନସିଲର ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଭୋଟ ଦେଇଥିଲେ। ଗତ ବର୍ଷ ନଭେମ୍ବର ୨୪ରେ ଅନାସ୍ଥାକୁ ନେଇ ଗଣତି ହୋଇଥିଲା। ତେବେ ଗଣତି ପରେ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। […]

ସଂପୂର୍ଣ୍ଣ ପଢନ୍ତୁ

ପଦ୍ମ ଧରିଲେ ରବୀନ୍ଦ୍ର ଜେନା

ଭୁବନେଶ୍ବର: ଯାହା ପୂର୍ବାନୁମାନ କରାଯାଉଥିଲା, ତାହା ହିଁ ହୋଇଛି। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦିନକ ଭିତରେ ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର ଜେନା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଉତ୍ତର ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ବୁଧବାର ଅପରାହ୍‌ଣରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରବୀନ୍ଦ୍ର ଜେନା ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା […]

ସଂପୂର୍ଣ୍ଣ ପଢନ୍ତୁ

ହଳଦିଆ ରେ ଜଗନ୍ନାଥ କଥାମୃତ, ପଞ୍ଚମବାର୍ଷିକ ମହୋତ୍ସବ ଉଦଘାଟିତ

ଝଙ୍କଡ଼ :  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଲୀଳା, ମାହାତ୍ମ୍ୟ, ମହିମା ର କଥାମୃତ କୁ ପ୍ରଚାର ପ୍ରସାର କରି ଜଗନ୍ନାଥଚେତନା ରେ ସମସ୍ତଙ୍କୁ ଉଦବୁଦ୍ଧ କରିବା ପାଇଁ, ତିର୍ତ୍ତୋଲବ୍ଲକ, ବୋଧେଇ ପଞ୍ଚାୟତ ଅଧିନ ହଳଦିଆ ଗ୍ରାମରେ ତ୍ରିଦିବସିୟ ଜଗନ୍ନାଥ କଥାମୃତ, ପଞ୍ଚମବାର୍ଷିକ ମହୋତ୍ସବ ଗତ ମଙ୍ଗଳବାର ସନ୍ଧ୍ୟାରେ, ଏକ ଭକ୍ତିଭାବମୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡ଼ା ଗରାପୁର ଆଶ୍ରମ ର ସଦଗୁରୁ ଚେତନା ନନ୍ଦ ଦାସ ମହାରାଜ, କାର୍ଯ୍ୟକ୍ରମର ସୂଚନାଦେବା ସହିତ ଜଗନ୍ନାଥତତ୍ତ୍ୱ […]

ସଂପୂର୍ଣ୍ଣ ପଢନ୍ତୁ

ଧଉଳିଆ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ମାହାଙ୍ଗା :  କୁହୁଣ୍ଡା ପଞ୍ଚାୟତ ଧଉଳିଆ ଗ୍ରାମରେ ଚଳିତ ବର୍ଷର ଅଷ୍ଟ ପ୍ରହର ନାମଯଜ୍ଞ ଓ ହରିହାଟ ମହୋତ୍ସବ ବେଶ ଆନନ୍ଦ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି | ଏହି ହରିନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ମାଆ ବାଗେଶ୍ବରୀ ସଂକୀର୍ତ୍ତନ ମଣ୍ଡଳୀ ବନଗୁରୀଆ, ଈଶାନେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ କୁହୁଣ୍ଡା, ମାଆ ମଙ୍ଗଳା ସଂକୀର୍ତ୍ତନ ମଣ୍ଡଳୀ ସମସରପୁର, ବନା ବଟେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ବନ ଗୁରୀଆ ମହାଜନ ସାହି, ମାଆ ବରୁଣେଇ ସଂକୀର୍ତ୍ତନ ମଣ୍ଡଳୀ ଗୁଣୁପୁର, ମାଆ ନାହାହାଣି ସଂକୀର୍ତ୍ତନ […]

ସଂପୂର୍ଣ୍ଣ ପଢନ୍ତୁ

ଅମାନବିକତାର ଚରମ ନିଦର୍ଶନ ହରିଜନ ଯୁବକକୁ ସଙ୍ଘବଦ୍ଧ ଆକ୍ରମଣ, ଘଟଣାରେ ଦୁଇଗିରଫ

ଝଙ୍କଡ଼  : ପୂର୍ବଶତ୍ରୁତା କୁ କେନ୍ଦ୍ରକରି ଗତ ରବିବାର ଦିନ, ସାରଳାପୀଠ କନକପୁର ସ୍ଥିତ ବସନ୍ତବଗିଚା ଖେଳପଡିଆରେ ଏକ ନାଇଟ କ୍ରିକେଟ ମ୍ୟାଚ ଦେଖି ଘରକୁ ଫେରିବା ବାଟରେ କନକପୁର ଶାସନ ଗ୍ରାମର ସୁଶାନ୍ତ ପଣ୍ଡା, ପ୍ରଶାନ୍ତ ପଣ୍ଡା ଓ ଉଦୟ ପଣ୍ଡା, ଅରଡ଼ଙ୍ଗ ଗ୍ରାମର ହରିଜନ ଯୁବକ ଅଜୟ ହାତୀ ଙ୍କୁ ସଙ୍ଘବଦ୍ଧ ଭାବରେ ଅତର୍କିତ ଆକ୍ରମଣ କରିବା ସହିତ ଜାତିଗତ ଆକ୍ଷେପ କରି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ବିଳମ୍ବିତ ରାତିରେ […]

ସଂପୂର୍ଣ୍ଣ ପଢନ୍ତୁ

ନବମଶ୍ରେଣୀ ଛାତ୍ର ସ୍ମୃତିଶୁଭମ ସେଠୀ ନିଖୋଜ, ପରିବାର ପକ୍ଷରୁ କନକପୁର ପୋଲିସ ଫାଣ୍ଡିରେ ଏତେଲା

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ଅଧିନ ତରାପୁର ଗ୍ରାମର ଚନ୍ଦନ ସେଠୀ ଙ୍କର ବଡପୁଅ ସ୍ମୃତିଶୁଭମ ସେଠୀ, କନକପୁର ସାରଦା ଏକାଡେମୀ ରେ ନବମଶ୍ରେଣୀ ରେ ପାଠ ପଢେ । ଗତ ସୋମବାର ପୂର୍ବାହ୍ନ ରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର କୁ ପାଠ ପଢିବାକୁ ଯାଉଛି କହି ଘରୁ ବାହାରିଯାଇଥିଲେ ମଧ୍ୟ ଟିଉସନ କୁ ନଯାଇ ଅନ୍ୟଆଡେ ବୁଲୁ ଥିବାର ଦେଖି ତାର ବାପା ଟିକେ କଡାଭାଷା ରେ ପିଲାକୁ ଆକଟ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରାଦୀପ  :  ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ମଧୁବନ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା ମାନେ ଅତି ଉତ୍ସାହ ସହକାରେ ପାଳନ କରିଥିଲେ।ମହିଳା ମାନେ କେବଳ ପରିବାର ମଧ୍ୟରେ ସୀମିତ ନ ରହି ରାଜ୍ୟ ତଥା ଦେଶ ଓ ବିଶ୍ୱ ସ୍ତରରେ ସେମାନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ମହିଳା ମାନଙ୍କ ପାଖରେ […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜାରେ ଶ୍ରୀ ଅରବିନ୍ଦ ପାଠଚକ୍ର ଓ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ

କଟକ : ୪୨ ମୌଜା ଝିଙ୍କିରିଆ ଗ୍ରାମ ନିବାସୀ ଡ଼ଃ.ପ୍ରଶାନ୍ତ କୁମାର ନନ୍ଦଙ୍କ ବାସ ଭବନରେ ଜ୍ୟୋତ୍ସ୍ନା ରାଣୀ ଦାଶଙ୍କ ପୌରୋହିତ୍ୟରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ମୋନାଲିସା ଦାଶ ମହାପାତ୍ର ଏବଂ ବିକାଶ ରଞ୍ଜନ ପରିଡା ପ୍ରାଣିକ ବିଶ୍ୱାସ,ମାନସିକ ବିଶ୍ୱାସ, ଓ ଚୈତ୍ତିକ ବିକାଶ ବିଷୟରେ ଆଲୋଚନା କରିଥିଲେ । ସଞ୍ଜୟ ମହାପାତ୍ର ପାଠଚକ୍ର ପରିଚାଳନା କରି ଥିଲେ । ଏହି ଅବସରରେ ଡ଼ଃ.ନନ୍ଦଙ୍କୁ ନିଷ୍ଠାପର ମାତୃ ସେବକ ଭାବରେ କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Cyber Crime 1 750x430

ଅପରେସନ ସାଇବର କବଚ :  ୩୧,୪୯୮ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ,୩୨୮ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ବର :  ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଏସ୍‌.ପି. ଓ ଡି.ସି.ପି. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍‌ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ […]

ସଂପୂର୍ଣ୍ଣ ପଢନ୍ତୁ

ଏମ ଏସ କୋଟିଙ୍ଗ କ୍ରିକେଟ କ୍ଲବର ନାଇଟମ୍ୟାଚ ଉଦଘାଟିତ

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁରସ୍ଥିତ ବସନ୍ତବଗିଚା ଖେଳପଡିଆରେ ଗତ ରବିବାର ସନ୍ଧ୍ୟାରେ, ସାରଳାକ୍ଲବ ଆନୁକୂଲ୍ୟରେ, ଏମ ଏସ କୋଟିଙ୍ଗ କ୍ରିକେଟ କ୍ଲବ ର ତୃତୀୟବାର୍ଷିକ ନାଇଟ ମ୍ୟାଚ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି  | ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ, ରାଜ୍ୟ ଜଳସମ୍ପଦ ବିଭାଗ ର ସର୍ବୋଚ୍ଚଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତି ଯୋଗଦେଇ, କ୍ରିକେଟଖେଳ ମାଧ୍ୟମରେ ଉତ୍ତମସ୍ୱାସ୍ଥ୍ୟଲାଭ ସହିତ ଟିମୱାର୍କ, ଉତ୍ସାହ, ଉଦ୍ଦୀପନା ପାଇଁ ପ୍ରେରଣା ଯୋଗାଇ ଆସିଛି ବୋଲି […]

ସଂପୂର୍ଣ୍ଣ ପଢନ୍ତୁ