ବାହୁଡ଼ା ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ : ପୁରୀ ଆସିବା ଆଗରୁ ପୋଲିସର ସବୁ ସୂଚନା ଅନୁଧ୍ୟାନ କରନ୍ତୁ
ପୁରୀ : ବାହୁଡ଼ା ଅପେକ୍ଷା ସୁନାବେଶ ବଡ଼ ଚ୍ୟାଲେଞ୍ଜ । ସାଧାରଣତଃ ସୁନାବେଶରେ ୧୦ ଲକ୍ଷ ଭକ୍ତ ପୁରୀକୁ ଆସନ୍ତି ବୋଲି କହିଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ରଥଯାତ୍ରା ଓଭରଲ୍ ଇନ୍ଚାର୍ଜ ସୌମେନ୍ଦ୍ର ପ୍ରିୟଦର୍ଶୀ । ରଥଯାତ୍ରା ବାହୁଡ଼ା ଏବଂ ସମାବେଶକୁ ଦେଖି ଟ୍ରାଫିକ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏ ନେଇ ପ୍ରେସମିଟ୍ କରି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ସୁନାବେଶ । ୧୦ ଲକ୍ଷ ଉପରେ ଲୋକ […]
ସଂପୂର୍ଣ୍ଣ ପଢନ୍ତୁ