ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଦେଇ ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଲେ ଚାରି ଯୁବ ଭେଷଜ ବିଜ୍ଞାନୀ
କଟକ: ସମାଜସେବା କ୍ଷେତ୍ରରେ ଉତ୍କଳମଣି ଗୋପବନ୍ଧୁ ଦାସ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। “ରୋଗ ନିବାରଣ ଅପେକ୍ଷା ରୋଗର ନିରାକରଣ ସର୍ବାଦୌ ସ୍ପୃହଣୀୟ” – ଏହି ମନ୍ତ୍ରକୁ ପାଥେୟ କରି ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ଗ୍ରାମରେ ଚାରିଜଣ ଯୁବ ଭେଷଜ ବିଜ୍ଞାନୀ (ଥେରାପିଷ୍ଟ) ଏକ ଅନନ୍ୟ ସେବା କାର୍ଯ୍ୟ କରି ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଭୁବନେଶ୍ୱର ପଟିଆ ସ୍ଥିତ ‘ସିନାପ୍ସି ମଲ୍ଟିଡିସିପ୍ଲିନାରୀ ରିହାବ ସେଣ୍ଟର୍’ର ଚାରିଜଣ ବିଶେଷଜ୍ଞ ଡାକ୍ତର ରାକେଶ କୁମାର ସାହୁ, […]
ସଂପୂର୍ଣ୍ଣ ପଢନ୍ତୁ