Lpg 300x166

ଦେଶବ୍ୟାପୀ ୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ ଦର

ନୂଆଦିଲ୍ଲୀ : ଆଜିଠାରୁ ଦେଶବ୍ୟାପୀ କମର୍ସିଆଲ ଗ୍ୟାସ ଦର କମିଛି। ୧୯କେଜି କମର୍ସିଆଲ ଗ୍ୟାସ ଦର ୪୧ଟଙ୍କା କମିଥିବା ଜଣାପଡ଼ିଛି। କମର୍ସିଆଲ ଗ୍ୟାସ ଦର ଦିଲ୍ଲୀରେ ୪୧ଟଙ୍କା କମିଛି। ଦିଲ୍ଲୀରେ ଆଜିଠାରୁ ନୂତନ ଗ୍ୟାସ ଦର୧୭୬୨ ଟଙ୍କା ଲାଗୁ କରାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ
1

ଓଡ଼ିଶା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ସମୃଦ୍ଧ, ସାଂସ୍କୃତିକ ଐତିହ୍ୟ ଏବଂ ଅବଦାନକୁ ମନେପକାଇବାର ଦିନ। ଓଡ଼ିଶାବାସୀ ଓଡ଼ିଶାର ଉନ୍ନତି ନିମନ୍ତେ କଠିନ ପରିଶ୍ରମ କରିଆସିଛନ୍ତି। ଭାରତୀୟ ସ୍ୱାଧୀନତାରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଭାରତର ଅନେକ ବିନ୍ଧାଣିଙ୍କୁ ଓଡ଼ିଶା ରାଜ୍ୟ ଜନ୍ମ ଦେଇଛି। ଓଡ଼ିଶାର ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Trum

ଭାରତକୁ ନୂଆ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ, କୃଷି ଉତ୍ପାଦନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଧମକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଏକ ଶୁଳ୍କ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ଚାଇନା, କାନାଡା ଏବଂ ଭାରତ ସମେତ ଅନେକ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏବେ ଟ୍ରମ୍ପ ଆଉ ଏକ ନୂଆ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଭାରତ ଆମେରିକୀୟ କୃଷି ଉତ୍ପାଦ ଉପରେ ୧୦୦ପ୍ରତିଶତ ଶୁଳ୍କ ଲାଗୁ କରେ ଏବଂ ଅନ୍ୟ ଦେଶଗୁଡ଼ିକ ଦ୍ୱାରା […]

ସଂପୂର୍ଣ୍ଣ ପଢନ୍ତୁ
Untitled 1

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୪: ମଙ୍ଗଳବାର ଗୁଜରାଟର ବନାସକାଣ୍ଠା ଜିଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ଅନେକ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ, ଦୀସା ସହର ନିକଟରେ ଅବସ୍ଥିତ କାରଖାନାର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳେ ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ଦୀସା ଗ୍ରାମୀଣ ପୋଲିସ ଷ୍ଟେସନର ଇନ୍ସପେକ୍ଟର ବିଜୟ ଚୌଧୁରୀ […]

ସଂପୂର୍ଣ୍ଣ ପଢନ୍ତୁ
Rekha

ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ: ଉତ୍କଳ ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ । ଆଗାମୀ ଦିନରେ ଧୂମଧାମରେ ପାଳନ ହେବ ଓଡ଼ିଶା ପର୍ବ । ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Xvkxcowhz58zh8x8hjat

ଉତ୍ତରାଖଣ୍ଡର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଧାମୀ

ନୂଆଦିଲ୍ଳୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପାହାଡ଼ି ରାଜ୍ୟଗୁଡ଼ିକର ହରିଦ୍ୱାର, ଡେରାଡୁନ, ନୈନିତାଲ ଏବଂ ଉଧମ ସିଂହ ନଗର ଜିଲ୍ଲାର ୧୧ଟି ସ୍ଥାନର ନାମ ପରିବର୍ତ୍ତନ ଘୋଷଣା କରିଛନ୍ତି। ଯାହାପରେ ବିରୋଧୀ ଦଳଗୁଡ଼ିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହିନ୍ଦୁ ଦେବତା, ପୌରାଣିକ ବ୍ୟକ୍ତିତ୍ୱ, ପ୍ରମୁଖ ବିଜେପି ଏବଂ ଆରଏସଏସ ନେତାମାନଙ୍କୁ ସମ୍ମାନ ଜଣାଇବା ପାଇଁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ସାଂସଦ ଇମ୍ରାନ […]

ସଂପୂର୍ଣ୍ଣ ପଢନ୍ତୁ
Vande

କଟରାରୁ ଜମ୍ମୁ କଶ୍ମୀରକୁ ଚାଲିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

କଟରାରୁ ଜମ୍ମୁ କଶ୍ମୀର ଯିବା ହେବ ସହଜ । କମ୍ ସମୟରେ କଶ୍ମୀରରେ ପହଞ୍ଚିପାରିବେ ଯାତ୍ରୀ । ପ୍ରଥମେ ୧୯ ଏପ୍ରଲରୁ କଟରାରୁ କାଶ୍ମୀରକୁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ୨୭୨କିଲୋମିଟର ପର୍ଯ୍ୟନ୍ତ ଗଡିବ ବନ୍ଦେ ଭାରତ ଟ୍ରେନ୍ । ପ୍ରଥମେ ଏହି ଟ୍ରେନଟି କଟରା ରୁ ଗଡିବ । ବର୍ତ୍ତମାନ କିନ୍ତୁ ଜମ୍ମୁ କଶ୍ମୀର ରେଲୱେ ଷ୍ଟେସନରେ ଟ୍ରେନଟିର ନବୀକରଣ କାମ ଚାଲୁରହିଛି । ଟ୍ରେନର ଶୁଭାରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ
Nidhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେଲେ IFS ନିଧି ତିୱାରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀ ନିଯୁକ୍ତ ହୋଇଛନ୍ତି । କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଭାବେ ଦାୟିତ୍ବ ତୁଲାଇବେ । ବ୍ୟକ୍ତିଗତ ସଚିବ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମିଟିଂ ଏବଂ ଅନ୍ୟ କାମ ତଦାରଖ କରିବେ ନିଧି । ନିଧି ତିୱାରୀ ନଭେମ୍ବର ୨୦୨୨ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବରେ କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Health

ଏଣିକି ମଦ ପିଇ ରୋଗାଗ୍ରସ୍ତ ହେଲେ ମିଳିବନି ସ୍ୱାସ୍ଥ୍ୟ ବୀମା

ନୂଆଦିଲ୍ଲୀ: ଉତ୍ତମ ଜୀବନ ପାଇଁ ସ୍ୱାସ୍ଥ୍ୟ ବୀମା ନୀହାତି କରିବା ଉଚିତ୍ । ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ବୀମା କମ୍ପାନୀ ଅଲଗା ଅଲଗା ପ୍ରକାରର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ବା ହେଲଥ୍‌ ଇନସୁରାନ୍ସ ପଲିସି ଉପଲବ୍ଧ କରିଥାନ୍ତି । ଏହି ସବୁ ପଲିସି ଦ୍ୱାରା ଗ୍ରାହକଙ୍କୁ ଖାସ୍‌ ସୁବିଧା ମିଳିଥାଏ । ଯାହାକୁ ପାଇ ଗ୍ରାହକ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଥାନ୍ତି । ତେବେ ହେଲ୍‌ଥ୍‌ ଇନ୍‌ସ୍ୟୁରାନ୍ସ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ କେତେକ […]

ସଂପୂର୍ଣ୍ଣ ପଢନ୍ତୁ
Earthquake

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୩.୫

ମିଆଁମାର ଏବଂ ଥାଇଲାଣ୍ଡ ପରେ ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ଅପରାହ୍ନ ୨ଟା ୩୮ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅରୁଣାଚଳ ପ୍ରଦେଶର ଶୀ ୟୋମିର ଠାରୁ ୧୦କିମି ଗଭୀରତା ରହିଥିଲା ।  ଏହା ପୂର୍ବରୁ ଭାରତର ଦିଲ୍ଲୀ ଏନସିଆର, ମଣିପୁର, ମେଘାଳୟରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । […]

ସଂପୂର୍ଣ୍ଣ ପଢନ୍ତୁ