Du3wifneenf0aqrngph1

୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଶୁକ୍ରବାର ଦିନ ଅର୍ଥାତ୍ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା(ଡିଏ) ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ସହିତ ଏବେ ଡିଏ ୫୩ପ୍ରତିଶତରୁ ୫୫ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ। ଏପର୍ଯ୍ୟନ୍ତ ୧୮,୦୦୦ ଟଙ୍କା ମୂଳ ଦରମା ଥିବା କର୍ମଚାରୀଙ୍କୁ ୫୩% ଭତ୍ତା ମିଳୁଥିଲା, […]

ସଂପୂର୍ଣ୍ଣ ପଢନ୍ତୁ
Skcei84erj2fbcvyrzjz

ମିଆଁମାର ଭୂମିକମ୍ପ: ୫୯ମୃତ, ୨୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଏହାର ତୀବ୍ରତା ୭.୫ ହେବ ବୋଲି ଆକଳନ କରିଛି। ଏହା ସହ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୦ ଥିଲା ବୋଲି ସାମ୍ନାକୁ ଆସିଛି। ଭୂମିକମ୍ପରେ ଥାଇଲ୍ୟାଣ୍ଡ ମଧ୍ୟ ଥରି ଉଠିଛି। ଏଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ମିଆଁମାରରେ ଲଗାତାର […]

ସଂପୂର୍ଣ୍ଣ ପଢନ୍ତୁ
Z

ମିରଟରେ ଘଟିଥିବା ଘଟଣା ନିନ୍ଦନୀୟ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ- ବାଗେଶ୍ବର ବାବା

ନୂଆଦିଲ୍ଲୀ: ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ମିରଟ ହତ୍ୟାକାଣ୍ଡ। ପ୍ରେମିକ ସହ ରହିବା ପାଇଁ ସ୍ବାମୀକୁ ହତ୍ୟା କରିବା ଏବଂ ମୃତଦେହକୁ ୧୫ଖଣ୍ଡ କରି ଏକ ପାଣି ଡ୍ରମରେ ସିମେଣ୍ଟ କରିଦେବା ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଛି। ଘରେ ଘରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବଳେ ଏବେ ଧର୍ମ ପ୍ରଚାରକ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତଥା ବାଗେଶ୍ୱର ବାବା ଏହାକୁ ଉପରେ ପ୍ରତିକ୍ରିୟ ରଖିଛନ୍ତି। “ବର୍ତ୍ତମାନ, ନୀଳ ଡ୍ରମ୍ ଭାରତରେ ପ୍ରସିଦ୍ଧ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Fawad Ch India Today

ଭାରତର ସିନେମା ପାକିସ୍ତାନ ବ୍ୟାନ କରି ନିଜର କ୍ଷତି କରିଛି: ପାକିସ୍ତାନର ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନର ଇମ୍ରାନ ଖାନ ସରକାରରେ ମନ୍ତ୍ରୀ ଥିବା ଫୱାଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ଏପରି ନୀତି ତିଆରି କରିବା ଉଚିତ୍ ନୁହେଁ ଯାହା ସାଧାରଣ ପାକିସ୍ତାନୀ ଏବଂ ସାଧାରଣ ଭାରତୀୟଙ୍କୁ କ୍ଷତି ପହଞ୍ଚାଏ। ସେ କହିଛନ୍ତି ଯେ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ପାକିସ୍ତାନ ସରକାରଙ୍କ ନିଷ୍ପତ୍ତି ଭୁଲ ଥିଲା କାରଣ ଏହା ପାକିସ୍ତାନୀ ସିନେମାକୁ କ୍ଷତି ପହଞ୍ଚାଇଥିଲା। ସେ କହିଥିଲେ, ମୁଁ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ନିଷିଦ୍ଧ କରିବା ସପକ୍ଷରେ ନୁହେଁ।’ […]

ସଂପୂର୍ଣ୍ଣ ପଢନ୍ତୁ
Images (2)

କିମଙ୍କ ନୂଆ କାରନାମା ! AI ବ୍ୟବହାର କରି ତିଆରି କଲେ ବିପଜ୍ଜନକ ଅସ୍ତ୍ର

ସିଓଲ,୨୭।୩: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏକ ଆତ୍ମଘାତୀ ଡ୍ରୋନର ପରୀକ୍ଷଣ ତଦାରଖ କରିଥିଲେ ଏବଂ କହିଛନ୍ତି ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ବିକାଶରେ ମାନବହୀନ ନିୟନ୍ତ୍ରଣ ଏବଂ AI କ୍ଷମତା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ସେ ନୂତନ ଉନ୍ନତ ଗୁଇନ୍ଦା ଡ୍ରୋନଗୁଡ଼ିକ ମଧ୍ୟ ନିରୀକ୍ଷଣ କରିଥିଲେ, ଯାହା ସ୍ଥଳ ଏବଂ ସମୁଦ୍ରରେ ବିଭିନ୍ନ ରଣନୈତିକ ଲକ୍ଷ୍ୟ ଏବଂ ଶତ୍ରୁ କାର୍ଯ୍ୟକଳାପକୁ ଚିହ୍ନଟ କରିବାରେ ସକ୍ଷମ। କିମ […]

ସଂପୂର୍ଣ୍ଣ ପଢନ୍ତୁ

ଏ ଦେଶ ଧର୍ମଶାଳା ନୁହେଁ ଯେ ଯିଏ ଚାହିଁଲା ଏଠାରେ ଆସି ରହିବ : ଅମିତ ଶାହା

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଲୋକସଭାରେ ପ୍ରବାସ ଏବଂ ବିଦେଶୀ ବିଲ୍ ୨୦୨୫ (ଇମ୍ରିଗେସନ ଏଣ୍ଡ ଫରେନର୍ସ ବିଲ୍) ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଥିଲେ ଯେ ଦେଶର ସୁରକ୍ଷା ପାଇଁ, ଆମ ଦେଶକୁ କିଏ ଏବଂ କେତେ ସମୟ ପାଇଁ ଆସନ୍ତି ତାହା ଜାଣିବାର ଅଧିକାର ଅଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଏହି ଦେଶ କୌଣସି ଧର୍ମଶାଳା ନୁହେଁ ଯେଉଁଠାରେ ଯେକେହି ଯେତେବେଳେ ଚାହିଁବେ ଏବଂ ଯେକୌଣସି ଉଦ୍ଦେଶ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
Images (1)

‘ମନ୍ତ୍ରୀଙ୍କ କାନ୍ଧରୁ ହାତ ହଟାନ୍ତୁ…’, ରାହୁଲ ଗାନ୍ଧୀଙ୍କ ପରେ ପପୁ ଯାଦବଙ୍କ କ୍ଲାସ ନେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୭।୩: ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ପୁଣି ଥରେ ଗୃହ ଭିତରେ ଶିଷ୍ଟାଚାର ଉପରେ ପାଠ ପଢ଼ାଇଛନ୍ତି। ଲୋକ ସଭା କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ କାନ୍ଧରେ ହାତ ରଖିବା ପାଇଁ ସ୍ବାଧୀନ ଏମି ପପୁ ଯାଦବଙ୍କୁ ବାଚସ୍ପତି ଚେତାବନୀ ଦେଇଛନ୍ତି। ପପୁ ଯାଦବ ଗୃହରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ପାଖରେ ବସିଥିଲେ। ଏହି ସମୟରେ, ଦୁଇ ନେତାଙ୍କ ମଧ୍ୟରେ ହସ ଏବଂ ଥଟ୍ଟା ହୋଇଥିଲା, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଜାତିସଂଘର ପ୍ରଶଂସା

ନ୍ୟୁୟର୍କ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ବାସ୍ଥ୍ୟକର ଭାରତ ମିଶନ’ ଅଧୀନରେ ଦେଶବ୍ୟାପୀ ଚାଲିଥିବା ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସମଗ୍ର ବିଶ୍ୱ ଏହି ଯୋଜନାର ଶକ୍ତିକୁ ସ୍ବୀକାର କରୁଛି। ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ପାଇଁ ଜାତିସଂଘ ଭାରତକୁ ପ୍ରଶଂସା କରିଛି। କେବଳ ଏତିକି ନୁହେଁ, ଜାତିସଂଘ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛି। ଏକ କାର୍ଯ୍ୟକ୍ରମ ସମୟରେ, […]

ସଂପୂର୍ଣ୍ଣ ପଢନ୍ତୁ
Fake Medicine 750x430

ମହଙ୍ଗା ହେବ କର୍କଟ, ମଧୁମେହ ଔଷଧ

ନୂଆଦିଲ୍ଲୀ: କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ ଆଣ୍ଟିବାୟୋଟିକ୍ ସହିତ ସରକାରୀ ନିୟନ୍ତ୍ରଣରେ ଥିବା ଅନ୍ୟ ଔଷଧ ଦର ବୃଦ୍ଧି ହେବାକୁ ଯାଉଛି। ଔଷଧ ଦର ପ୍ରାୟ ୧.୭ ପ୍ରତିଶତ ମହଙ୍ଗା ହେବ ବୋଲି ସୂଚନା ମିଳିଛି। ସରକାରୀ ନିୟନ୍ତ୍ରଣରେ ଥିବା କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ ଆଣ୍ଟିବାୟୋଟିକ୍‌ ଔଷଧ ଦର ଖୁବ୍‌ଶୀଘ୍ର ବଢ଼ିବାକୁ ଯାଉଛି। ଏହି ସମସ୍ତ ଔଷଧ ଦର ପ୍ରାୟ ୧.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ତେବେ […]

ସଂପୂର୍ଣ୍ଣ ପଢନ୍ତୁ
Lqfc9jllid4tenz5wq0q

ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପୁଟିନ ଏବେ ଗ୍ରହଣ କରିଛନ୍ତି। ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ଏହାକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ପୁଟିନଙ୍କ ଭାରତ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି, ଯଦିଓ ସେ […]

ସଂପୂର୍ଣ୍ଣ ପଢନ୍ତୁ