ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଗିରଫ ଅଭିଯୁକ୍ତ
ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଯୁବକକୁ ପୋଲିସ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି । ଆଜି ସକାଳେ ଗିରଫ ହୋଇଥିବା ଯୁବକକୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାକୁ ପଚରାଉଚରା କରାଯିବା ପରେ ପୋଲିସ ହେପାଜତକୁ ନେଇଛି । କୋର୍ଟରେ ପ୍ରଥମେ ଅଭିଯୁକ୍ତର ନାମ ପଚରାଯିବା ସହିତ ଅନ୍ୟ ପ୍ରଶ୍ନ ପଚରାଯାଇଥିଲା । ତେବେ ପୋଲିସ ଗିରଫ କରିଥିବା ଯୁବକ ବାଂଲାଦେଶୀ ବୋଲି […]
ସଂପୂର୍ଣ୍ଣ ପଢନ୍ତୁ