ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ : କର୍ଣ୍ଣାଟକାରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଚୌକର ହେବ ପରିବର୍ତ୍ତନ। ସିଦ୍ଦରମୈୟାଙ୍କ ସ୍ଥାନରେ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ମାର୍ଚ୍ଚ ମାସ ପରେ ଏପରି ଅଦଳ ବଦଳ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଶିବକୁମାରଙ୍କୁ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେବେ ସମର୍ଥନ ପ୍ରସଙ୍ଗରେ ଅଜବ ଉତ୍ତର ଦେଇଛନ୍ତି ଶିବକୁମାର। ତାଙ୍କ କହିବା କଥା ଯେ ସେ କାହାର ସମର୍ଥନ ଚାହୁଁନାହାନ୍ତି। କଂଗ୍ରେସ ନେତୃତ୍ୱବୃନ୍ଦ ଦେବାକୁ ଥିବା ନିର୍ଦ୍ଦେଶ ଅନୁସାରେ ସେ ସବୁବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍‌, ୧୮ରେ ଦୃଶ୍ୟମାନ

ନୂଆଦିଲ୍ଲୀ : ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ପୂର୍ବ ଦିଗବଳୟରେ ମଙ୍ଗଳ ଓ କିଛି ଉପରେ ଥିବ ଉଜ୍ୱଳ ବୃହଷ୍ପତି ଗ୍ରହ। ଚଳିତମାସରେ ମହାକାଶରେ ଏଭଳି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ବଡ଼କଥା ହେଲା ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଏହାକୁ ଦେଖିହେବ ଏବଂ ଏହାର […]

ସଂପୂର୍ଣ୍ଣ ପଢନ୍ତୁ

ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା

ତ୍ରିଭେନ୍ଦ୍ରମ : ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗରେ ଫସିଛନ୍ତି ଜଣେ ବିଜେପି ନେତା। କେରଳ ବିଜେପି ନେତା ପିସି ଜର୍ଜଙ୍କ ନାଁରେ ଏଥିପାଇଁ ରୁଜୁ ହୋଇଛି ମାମଲା। ଜର୍ଜ ଦେଇଥିବା ବୟାନ ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାର ଆଶଙ୍କା ଥିବା କହି ପୁଲିସ୍‌ ମାମଲା କରିଛି। ଜର୍ଜ ନିକଟରେ ଗୋଟିଏ ଟିଭି ବିତର୍କରେ ଭାଗ ନେଇଥିଲେ। ଏହି ସମୟରେ ସେ ଗୋଟିଏ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରିଥିଲେ। ଏହି ବୟାନ ଶୁଣିବା […]

ସଂପୂର୍ଣ୍ଣ ପଢନ୍ତୁ

ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟା ଆଜି ଉତ୍ସବ ମୁଖର। କାରଣ ଆଜି ହେଉଛି ଭବ୍ୟ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି। ଏହାକୁ ପ୍ରାଣ ପ୍ରତିଷ୍ଠା ଦ୍ୱାଦଶୀ ରୂପେ ପାଳନ କରାଯାଉଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି। ଏହି ଅବସରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ଭବ୍ୟ ପ୍ରତିମାର ମହାଭିଷେକ କରାଯାଇଛି । ରାମଲଲାଙ୍କ ଦର୍ଶନ ଓ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ପାଇଁ ଦେଶ […]

ସଂପୂର୍ଣ୍ଣ ପଢନ୍ତୁ

ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି

ଗୌହାଟୀ : ଆସାମର କୋଇଲା ଖଣିରୁ ଉଦ୍ଧାର ହେଲା ଆଉ ୩ଜଣ ଶ୍ରମିକଙ୍କ ମୃତଦେହ। ରାଜ୍ୟର ଦିମା ହସାଓ ଜିଲ୍ଲାର ଉମ୍ରାଙ୍ଗସୋରେ ଥିବା ବେଆଇନ କୋଇଲା ଖଣିରେ ପ୍ରାୟ ୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ସୋମବାର ଏହି ଅଘଟଣ ଫଳରେ ଖଣି ଭିତରେ ୯ ଜଣ ଶ୍ରମିକ ଫସିଯାଇଥିଲେ। ଏହାପରେ ସେଠାରେ ଭାରତୀୟ ନୌସେନା, ଏନଡିଆରଏଫ୍, ଏସଡିଆରଏଫ ଓ ଦମକଳ ବାହିନୀର ମିଳିତ ଉଦ୍ଧାର କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

‘ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଲା ଆପ୍‌ର ପାପ, ଦିଲ୍ଲୀରେ ହୋଇଛି ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି’: AAPକୁ ବିଜେପିର ଟାର୍ଗେଟ୍

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସରଗରମ ରହିଛି ଦିଲ୍ଲୀ ରାଜନୀତି। ଆପ୍ ଓ ବିଜେପି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହାରି ମଧ୍ୟରେ ସିଏଜି ରିପୋର୍ଟକୁ ନେଇ ପୁଣି ଜୋର ଧରିଛି ଦିଲ୍ଲୀ ରାଜନୀତି। ବିଜେପି ଆପ୍‌କୁ ଟାର୍ଗେଟ କରି କହିଛି ଯେ, ସିଏଜି ରିପୋର୍ଟରେ ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି ସରକାର ଏବଂ ଅରବିନ୍ଦ କେଜରିଓ୍ବାଲଙ୍କ ସବୁ ଘୋଟାଲା ସାମ୍‌ନାକୁ ଆସିଛି। ରିପୋର୍ଟରେ ଦିଲ୍ଲୀ ମଦ ନୀତି ଯୋଗୁ ହୋଇଥିବା ୨୦୨୬ କୋଟି ଟଙ୍କାର […]

ସଂପୂର୍ଣ୍ଣ ପଢନ୍ତୁ

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ

ଲୁଧିଆନା : ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ। ପଶ୍ଚିମ ଲୁଧିଆନାର ଆମ୍‌ ଆଦମୀ ପାର୍ଟି ବିଧାୟକ ବିଧାୟକ ଗୁରୁପ୍ରୀତ ଗୋଗିଙ୍କୁ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ମୁତାବକ, ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି। ଭୁଲ୍‌ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର […]

ସଂପୂର୍ଣ୍ଣ ପଢନ୍ତୁ

ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ

ଗୌହାଟୀ : ଚାଇନାରେ ଆତଙ୍କ ଖେଳାଇଥିବା ଏଚଏମପିଭି ଆସାମରେ ପ୍ରବେଶ କରିଛି। ରାଜ୍ୟର ଜଣେ ୧୦ ମାସର ଶିଶୁ ଏହି ଭାଇରସରେ ସଂକ୍ରମଣ ହୋଇଛନ୍ତି। ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା। ୧୦ ମାସର ଶିଶୁ ସଂକ୍ରମିତ ହେବା ପରେ ତା’କୁ ଦିବ୍ରୁଗଡ଼ରେ ଥିବା ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି। ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମେଡିକାଲ କଲେଜର […]

ସଂପୂର୍ଣ୍ଣ ପଢନ୍ତୁ

ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦୁଇଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି। ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଗସ୍ତ ଶେଷ କରିବା ପରେ ସେ ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରି ଯାଇଛନ୍ତି। ଏହା ପୂର୍ବରୁ ମହାମହିମ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ‌ଦିବସରେ ଯୋଗ ଦେଇଥିଲେ। ବିଦେଶରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରିଥିଲେ। ଜନତା […]

ସଂପୂର୍ଣ୍ଣ ପଢନ୍ତୁ

ମୁଁ ଜଣେ ମଣିଷ, ଭଗବାନ ନୁହେଁ: ମୋଦୀ

ପୋଡକାଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖିବାକୁ ମିଳିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ମୋଦି ପୋଡକାଷ୍ଟରେ ବସି ଅନେକ କଥା କହିଛନ୍ତି। ମୋଦି କହିଛନ୍ତି, “ଭୁଲ ହୁଏ। ମୁଁ ମଧ୍ୟ କିଛି ଭୁଲ କରିପାରେ। ମୁଁ ଜଣେ ମଣିଷ। ଭଗବାନ ନୁହେଁ।” ଜେରୋଧାର ସହ ପ୍ରତିଷ୍ଠା ନିଜର ଭାବନା ଓ ଭାଷା ଗତ ଜ୍ଞାନ ସମ୍ପର୍କରେ […]

ସଂପୂର୍ଣ୍ଣ ପଢନ୍ତୁ