ଭାରତ ପ୍ରଧାନମନ୍ତ୍ରୀ ଜିନପିଙ୍ଗ ଓ ପୁଟିନଙ୍କୁ ଭେଟିବା ପରେ ରାଗିଗଲେ ଟ୍ରମ୍ପ

ନୂଆଦିଲ୍ଲୀ,୧/୯: ଚାଇନାର ତିଆନଜିନରେ ଅନୁଷ୍ଠିତ ଶଙ୍ଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀର ପାର୍ଶ୍ୱରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍କ ବୈଠକ ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ୍ ନିର୍ଦ୍ଦେଶକୁ ସମର୍ଥନ କରି ଆକ୍ରମଣାତ୍ମକ ମନ୍ତବ୍ୟ କରିଛନ୍ତି। ଟ୍ରମ୍ପ ସୋସିଆଲରେ ମିଡିଆରେ ପୋଷ୍ଟ କରି କହିଛନ୍ତି, ଭାରତ ସହ ଆମେରିକାର ସମ୍ପର୍କ ‘ଏକପାଖିଆ ବିପର୍ଯ୍ୟୟ’ ଏବଂ ଭାରତ ଆମେରିକାର ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ
1952961 Trump

ନୋବେଲ ପୁରସ୍କାର ପାଇଁ ସମର୍ଥନ ନପାଇ ଶୁଳ୍କ ଲାଗୁ କଲେ ଟ୍ରମ୍ପ୍: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ:ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବନ୍ଧୁତାର କାହାଣୀ ଶତ୍ରୁତାର କାହାଣୀରେ ପରିଣତ ହୋଇଛି। କିନ୍ତୁ ଟ୍ରମ୍ପ୍ କାହିଁକି ରାଗିଗଲେ? ସେ ଭାରତ ଉପରେ କାହିଁକି ୫୦% ଶୁଳ୍କ ଲଗାଇଲେ? ଏକ ଆମେରିକୀୟ ଖବରକାଗଜ ଏ ବିଷୟରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ଭାରତ-ଆମେରିକା ସମ୍ପର୍କରେ ତିକ୍ତତାର ଗୋଟିଏ କାରଣ ହେଉଛି ଶୁଳ୍କ। ଅନ୍ୟ କାରଣ […]

ସଂପୂର୍ଣ୍ଣ ପଢନ୍ତୁ
Wrewrewre

ଚୀନରେ ଶୁଭିଲା ‘ବନ୍ଦେ ମାତରଂ, ଭାରତ ମାତା କୀ ଜୟ’ ଧ୍ବନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଇ ଶନିବାର ତିଆନଜିନ ସହରରେ ପହଞ୍ଚିଛନ୍ତି, ଯେଉଁଠି ସେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀରେ ଯୋଗଦେବେ। ତେ​‌ବେ ମୋଦୀ ଚୀନରେ ପହଞ୍ଚିବା ପରେ ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯିବା ସମୟରେ ‘ବନ୍ଦେ ମାତରଂ ଏବଂ ଭାରତ ମାତା କୀ ଜୟ’ ଧ୍ବନିରେ ଗୁଞ୍ଜରି ଉଠିଥିଲା ପରିବେଶ। ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମ ଚୀନ ଗସ୍ତ ଥିଲା। ଭୂରାଜନୈତିକ ଦୃଷ୍ଟିକୋଣରୁ […]

ସଂପୂର୍ଣ୍ଣ ପଢନ୍ତୁ
Myyvmljkqwawskcjjy53

କାହାର ସାଥ ଦରକାର ନାହିଁ, ବିହାରରେ ଏକୁଟିଆ ନିର୍ବାଚନ ଲଢ଼ିବ ବିଏସପି

ନୂଆଦିଲ୍ଲୀ:ବହୁଜନ ସମାଜ ପାର୍ଟି (BSP) ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ଗତ ଦୁଇ ଦିନ ମଧ୍ୟରେ, ଦଳର ବରିଷ୍ଠ ପଦାଧିକାରୀଙ୍କ ସହିତ ଏକ ବୈଠକରେ ପ୍ରାର୍ଥୀ ଚୟନ, ସାଂଗଠନିକ ପ୍ରସ୍ତୁତି ଏବଂ ରଣନୀତି ଉପରେ ଗଭୀର ଆଲୋଚନା ହୋଇଥିଲା। ଏହି ବୈଠକରେ, ବିଏସପି ସୁପ୍ରିମୋ ମାୟାବତୀ ବିହାରରେ ବିଧାନସଭା ନିର୍ବାଚନ ନିଜେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ଭଣଜା ଆକାଶ ଆନନ୍ଦଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ବିହାର ନିର୍ବାଚନ […]

ସଂପୂର୍ଣ୍ଣ ପଢନ୍ତୁ
Modi Chin

ଆତଙ୍କବାଦ ବିରୋଧୀ ଲଢେଇରେ ଭାରତକୁ ସହଯୋଗ କରୁ ଚୀନ, ଜିନପିଙ୍ଗଙ୍କୁ ନିବେଦନ କଲେ ମୋଦୀ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଆହୁରି ଶକ୍ତ ହେବ ଲଢେଇ । ବିଶ୍ବରୁ ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସବୁବେଳେ ସ୍ବର ଉଠାଇ ଆସୁଥିବା ବେଳେ ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂରରେ ଜବାବ ଦେଇ ସାରା ବିଶ୍ବକୁ ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲା ଭାରତ । ଆଉ ଏହି ଆତଙ୍କୀ ବିରୋଧୀ ଲଢେଇକୁ ଅଧିକ ଶକ୍ତିଶାଳୀ କରିବାକୁ ଚୀନର ସହଯୋଗ ଲୋଡିଛି ଭାରତ । ଚୀନ ରାଷ୍ଟ୍ରପତିଙ୍କୁ ଆତଙ୍କବାଦ ବିରୋଧରେ ଭାରତ କରୁଥିବା […]

ସଂପୂର୍ଣ୍ଣ ପଢନ୍ତୁ
Download

ୟୁକ୍ରେନର ପୂର୍ବତନ ବାଚସ୍ପତିଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ୟୁକ୍ରେନର ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଅଜ୍ଞାତ ବନ୍ଧୁକଧାରୀ ଶନିବାର ତାଙ୍କୁ ହତ୍ୟା କରିଥିବା ନେଇ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ସ୍ପଷ୍ଟ କରିଛନ୍ତି। ଜେଲେନସ୍କି ଘଟଣାର କଡ଼ା ନିନ୍ଦା କରିବା ସହିତ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏହା ଏକ ଭୟଙ୍କର ହତ୍ୟାକାଣ୍ଡ ବୋଲି ସେ ଦର୍ଶାଇଛନ୍ତି। ଏଲଭିଭ ସହରରେ ପାରୁବୀଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ନେଇ ପୁଲିସ ସ୍ପଷ୍ଟ କରିଥିଲା। କିନ୍ତୁ ହତ୍ୟାର ଶିକାର ବ୍ୟକ୍ତି […]

ସଂପୂର୍ଣ୍ଣ ପଢନ୍ତୁ
2 171 1756568635364

SCO ସମ୍ମିଳନୀ ପରେ ଚୀନ କରିବ ଶକ୍ତି ପ୍ରଦର୍ଶନ, ଯୋଗଦେବେ ୨୪ରୁ ଅଧିକ ଦେଶଙ୍କ ମୁଖ୍ୟ, ଭାରତ ହେବନି ସାମିଲ

ନୂଆଦିଲ୍ଲୀ ୩୦।୮: ଚୀନ୍ ରାଜଧାନୀ ବେଜିଂ ଚଳିତ ସପ୍ତାହରେ ଦୁଇଟି ବଡ଼ ଆୟୋଜନର ସାକ୍ଷ ହେବାକୁ ଯାଉଛି। ଏଥିରେ ପ୍ରଥମିଟି ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀ ହୋଇଥିବା ବେଳେ ଅନ୍ୟଟି ୩୧ ଅଗଷ୍ଟ ଓ ୧ ସପ୍ଚେମ୍ବରରେ ତିଆନଜେନରେ ଅନୁଷ୍ଠିତ ହେବ,ଯେଉଁଥିରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାପାନ ଉପରେ ବିଜୟର ୮୦ତମ ବାର୍ଷିକ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ଚୀନ୍ ୨୬ରୁ ଅଧିକ ଦେଶଙ୍କ ରାଷ୍ଟ୍ରମୁଖ୍ୟ ଓ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛି। ହେଲେ ଭାରତ ଦ୍ୱିତୀୟ […]

ସଂପୂର୍ଣ୍ଣ ପଢନ୍ତୁ
1 Copy

ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଚୀନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିଆନଜିନ୍‌ରେ ମୋଦୀଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ବର୍ଷ ପରେ ଚୀନ ଗସ୍ତରେ ରହିଛନ୍ତି । ଚୀନରେ ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ସମ୍ମିଳନୀରେ ଯୋଗ ଦେବେ। ଚୀନରେ ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ସାକ୍ଷାତ କରିବେ। ଆମେରିକା ସହିତ ଶୁଳ୍କ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଗସ୍ତ ହେଉଛି […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzz

ଟ୍ରମ୍ପଙ୍କୁ ଭାରତର ଝଟକା, ନୋବେଲ ଶାନ୍ତି ପୁରସ୍କାର ପାଇଁ କଲାନି ନୋମିନେଟ

ନୂଆଦିଲ୍ଲୀ ୩୦।୮:   ଭାରତ-ପାକିସ୍ତାନ ଯୁଦ୍ଧ ରୋକିବାରେ ବାରମ୍ବାର ନିଜ ଭୂମିକା ଥିବାର କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ଝଟକା ଲାଗିଛି। ଏହି ଯୁଦ୍ଧ ରୋକିବାର ଶ୍ରେୟକୁ ନେଇ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଚାହୁଁଥିଲେ। ହେଲେ ଭାରତ ଏଥି ପାଇଁ ଟ୍ରମ୍ପଙ୍କୁ ନୋମିନେଟ କରିବାକୁ ମନା କରିଦେଇଛି। ନ୍ୟୁୟର୍କ ଟାଇମ୍ସ ଅନୁସାରେ ଟ୍ରମ୍ପ ପୁଣି ଥରେ ଜୁନ ୧୭ ତାରିଖରେ ମୋଦିଙ୍କୁ ଭାରତ-ପାକ ଯୁଦ୍ଧ ରୋକିବାରେ ତାଙ୍କ ଭୂମିକା ସମ୍ପର୍କରେ ଜଣାଇଥିଲେ। ଏଥି ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzz

କଳାପତାକା ଦେଖାଉଥିଲେ ବିଜେପି କାର୍ଯ୍ୟକର୍ତ୍ତା, ହାତରେ ଟଫି ଧରାଇଦେଲେ ରାହୁଲ ଗାନ୍ଧି

ଆରା ୩୦।୮: ବିହାର ଆରା ରେ ଭୋଟ ଅଧିକାର ଯାତ୍ରା କାଳରେ ଶନିବାର କଂଗ୍ରେସ ନେତା ରାହୁଲଙ୍କୁ କଳାପତାକା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମାଙ୍କ ପ୍ରତି ଅପଶବ୍ଦ କୁହାଯିବା ମାମଲାରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା କଂଗ୍ରେସ ବିରୋଧୀ ସ୍ଲୋଗାନ ଦେବା ସହ କଳାପତାକା ଦେଖାଇଛନ୍ତି। ଏଥିରେ ରାହୁଲ ଗାନ୍ଧି ଗାଡି଼ ଅଟକାଇ କଳା ପତାକା ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପାଖକୁ ଡାକି ଟଫି ଦେଇଛନ୍ତି। ଶନିବାର ଆରାରେ ଯାତ୍ରା କାଳରେ […]

ସଂପୂର୍ଣ୍ଣ ପଢନ୍ତୁ