2 176 1753347880867

ମଙ୍ଗଳ ଗ୍ରହରେ ଶୈବାଳ ବିକଶିତ : ବଢିଲା ଜୀବନ ବସତିର ଆଶା

ନୂଆଦିଲ୍ଲୀ ୨୪।୦୭; ସ୍ଥାୟୀ ମହାକାଶ ଯାତ୍ରା ପାଇଁ ଏକ ପ୍ରମୁଖ ପଦକ୍ଷପ ଭାବରେ, ଗବେଷକମାନେ ବୈବ ବିଘଟନଶୀଳ ବାୟୋଫ୍ଲାଷ୍ଟିକ ଭିତରେ ଏକ ଶୈବାଳକୁ ସଫଳତାର ସହିତ ବିକାଶ କରିବାରେ ସକ୍ଷମ ହୋଇଛନ୍ତି। ପୃଥିବୀର ଚାପ ତୁଳନାରେ ପ୍ରାୟ ଏକ ପ୍ରତିଶତ ପୃଷଠଚାପ ବିଶିଷ୍ଟ ମଙ୍ଗଳ ପରିବେଶରେ ପଲିଲାକ୍ଟିକ୍‌ ଏସିଡ୍‌ରେ ତିଆରି ସାମଗ୍ରୀ କେତେ ଭଲ ଭାବରେ ବାସଯୋଗ୍ୟ ହୋଇପାରିବ ତାହା ଦେଖିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା । ମଙ୍ଗଳରେ ବସତି ସ୍ଥାପନ ପରେ ପୃଥିବୀରୁ ବାରମ୍ଵାର ସମ୍ଵଳ […]

ସଂପୂର୍ଣ୍ଣ ପଢନ୍ତୁ
Supreme Court 750x430

ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ: ୨୦୦୬  ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୨ ଜଣଙ୍କୁ ବମ୍ବେ ହାଇକୋର୍ଟ ମୁକ୍ତ କରିଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ମହାରାଷ୍ଟ୍ର ସରକାର। ବାର ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ବମ୍ବେ ହାଇକୋର୍ଟର ନିଷ୍ପତ୍ତି ପରେ ଦୋଷମୁକ୍ତ ହୋଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ପୁଣି […]

ସଂପୂର୍ଣ୍ଣ ପଢନ୍ତୁ
Nitin

ଦେଶରେ ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ଯାଉଛି ୬ ଜଣଙ୍କ ଜୀବନ, ସବୁଠି ଅଧିକ ବାଇକ୍ ଆକ୍ସିଡେଣ୍ଟ

ନୂଆଦିଲ୍ଲୀ: ୨୦୨୫ର ପ୍ରଥମ ଛଅ ମାସରେ ସମଗ୍ର ଦେଶରେ ଜାତୀୟ ରାଜପଥରେ ୨୬ ହଜାର ୭୭୦ ଜଣଙ୍କ ମୃତ୍ୟୁ ଘଟିଛି। ସେହି ହିସାବରେ ଦେଖିଲେ ପ୍ରତି ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ୬ରୁ ଅଧିକ ଲାେକଙ୍କ ପ୍ରାଣହାନୀ ଘଟିଛି। ୨୦୨୪ରେ ରାଜପଥରେ ୫୨ ହଜାର ୬୦୯ ଗମ୍ଭୀର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାଜ୍ୟସଭାରେ ଏହାର ସୂଚନା ଦେଇଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ରୋକିବା ପାଇଁ ସରକାର […]

ସଂପୂର୍ଣ୍ଣ ପଢନ୍ତୁ
Zzxxxx

ଲୋକେ ଏବେ ରାସ୍ତାରେ ପହଁରୁଛନ୍ତି.. ବିଜେପି-ଆପ୍‌ ଟ୍ୱିଟ୍‌ ଯୁଦ୍ଧ

ନୂଆଦିଲ୍ଲୀ : ଦିଲ୍ଲୀରେ ଖୁବ୍‌ ଜୋର୍‌ରେ ବର୍ଷା ହେବା ପରେ ଭିନ୍ନ ଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଅନେକ ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଚଳିତ ଥର ମିଣ୍ଟୋ ବ୍ରିଜ୍‌ ଅଞ୍ଚଳରେ ବର୍ଷା ପାଣି ଜମି ନାହିଁ । ଏହାକୁ ନେଇ ବିଜେପି ଦିଲ୍ଲୀରେ ରେଖାଙ୍କ ସରକାରକୁ ପ୍ରଶଂସା କରିଛି । ବିଜେପି ଆଇଟି ସେଲ୍‌ ପ୍ରମୁଖ ଅମିତ ମାଲବୀୟ ମିଣ୍ଟୋ […]

ସଂପୂର୍ଣ୍ଣ ପଢନ୍ତୁ
Zzww

ବିହାର ବିଧାନସଭାରେ ହଙ୍ଗାମା…ଶାସକ ଓ ବିରୋଧୀ ଦଳର ବିଧାୟକଙ୍କ ଉପରେ ରାଗିଗଲେ ବାଚସ୍ପତି

ନୂଆଦିଲ୍ଲୀ ୨୩/୦୭: ବିହାର ବିଧାନସଭାରେ ହଙ୍ଗାମା । ‘ବାପା’ ଶବ୍ଦକୁ ନେଇ ଜୋରଦାର ହଟ୍ଟଗୋଳ । ସ୍ଥିତି ଏମିତି ହେଲା ଯେ, ରାଗିଯାଇଥିଲେ ବାଚସ୍ପତି ନନ୍ଦ କିଶୋର ଯାଦବ । ଏମିତିକି ଶାସକ ଓ ବିରୋଧୀଙ୍କ ଭଡକିଥିଲେ । ଛାଡି ଚାଲିଯାଇଥିଲେ ଗୃହ । କହିବାକୁ ଗଲେ ଗୃହରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା । ଉଭୟ ପରସ୍ପରକୁ ପ୍ରଶ୍ନ କରିବାରେ ଲାଗିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ
India's Richest And Poorest States (1) (1)

ଗୋଆ ଦେଶର ସବୁଠୁ ଧନୀ ରାଜ୍ୟ, ବିହାର ସବୁଠୁ ଗରିବ

ନୂଆଦିଲ୍ଲୀ ୨୩।୭: ଭାରତର ଅର୍ଥ ବ୍ୟବସ୍ଥା ଲଗାତାର ଆଗକୁ ବଢିବାରେ ଲାଗିଛି, ହେଲେ ସବୁ ରାଜ୍ୟଙ୍କ ବିକାଶ ହାର ଏକା ଭଳି ନୁହେଁ। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଲୋକସଭାରେ ଯେଉଁ ତାଜା ରିପୋର୍ଟ ଉପସ୍ଥାପନ କରିଛି ସେଥିରେ ଗୋଆକୁ ଦେଶର ସବୁଠୁ ଧନୀ ରାଜ୍ୟ ବୋଲି ଦର୍ଶାଯାଇଛି, ଏହି ରିପୋର୍ଟ ଅନୁସାରେ ବିହାର ସବୁଠୁ ଗରିବ ରାଜ୍ୟ ବୋଲି ଜଣାପଡିଛି। ଏହି ତଥ୍ୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ଜାରି ୨୦୨୩-୨୪ ଜିଡିପି ଅନୁମାନ ଉପରେ ଆଧାରିତ। ରିପୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ
2 171 1753276394947

ସଂସଦରେ ଉପସ୍ଥାପିତ ହେଲା ନ୍ୟାସନାଲ ସ୍ପୋର୍ଟସ୍ ଗଭର୍ଣ୍ଣାନ୍ସ ବିଲ୍, ଆଇନ ପରିସରଭୁକ୍ତ ହେବ BCCI

ନୂଆଦିଲ୍ଲୀ ୨୩।୭: କେନ୍ଦ୍ର କ୍ରିଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଲୋକସଭାରେ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍-୨୦୨୫ ଉପସ୍ଥାପନ କରିଛନ୍ତି। ଏହି ବିଧେୟକ ଭାରତୀୟ କ୍ରିଡାରେ ପାରଦର୍ଶିତା, ଉତ୍ତରଦାୟୀ ଓ ଉନ୍ନତ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ବିଧେୟକ ଅନୁସାରେ ଏକ ଜାତୀୟ ଖେଳ ବୋର୍ଡ (ଏନଏସବି) ଗଠିତ ହେବ, ଯାହା ପାଖରେ ରାଷ୍ଟ୍ରୀୟ ଖେଳ ମହାସଂଘ(ଏନଏସଏଫଏସ) ରହିବ ଯେଉଁଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ରହିଛି,ଯାହା ଲାଗି ନିୟମ କରିବା […]

ସଂପୂର୍ଣ୍ଣ ପଢନ୍ତୁ
Puri Temple 750x430

ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୨୩।୦୭ : ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ପ୍ରାୟ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଗୁରୁବାର ଶ୍ରୀମନ୍ଦିରେ ପାଞ୍ଚ ଘଣ୍ଟା ବନ୍ଦ ରହିବ ଦର୍ଶନ।‌ ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି ଯୋଗୁ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ […]

ସଂପୂର୍ଣ୍ଣ ପଢନ୍ତୁ
Supreme Court 750x430

ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ମାମଲା ରୁଜୁ ହେବାର ୨ ମାସ ଯାଏଁ ହେବନି ଗିରଫଦାରୀ

ନୂଆଦିଲ୍ଲୀ: ଘରୋଇ ହିଂସା ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏହା ସହ ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇ ବର୍ଷ ପୁରୁଣା ମାର୍ଗଦର୍ଶିକାକୁ ବଜାୟ ରଖି କହିଛନ୍ତି, ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮(ଏ) ଅଧିନରେ ରୁଜୁ ମାମଲାରେ ପୋଲିସ ଅଭିଯୁକ୍ତକୁ ଦୁଇ ମାସ ଯାଏଁ ଗିରଫ କରିବ ନାହିଁ । ସର୍ବୋଚ୍ଚ ଅଦାଲତ ଏହା ବି କହିଛନ୍ତି ଯେ ଯେତେବେଳେ କୌଣସି ମହିଳା ନିଜ ଶଶୁର ଘର ଲୋକଙ୍କ ବିରୋଧରେ ୪୯୮(ଏ) […]

ସଂପୂର୍ଣ୍ଣ ପଢନ୍ତୁ
Images

ଏବେ ତୁମେ ଛୋଟ ପିଲା, କିଛି ଜାଣିନ; ତେଜସ୍ବୀଙ୍କ ଉପରେ ବର୍ଷିଲେ ନୀତିଶ

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। […]

ସଂପୂର୍ଣ୍ଣ ପଢନ୍ତୁ