A60595b0 07c2 458b B0f1 Bd51b636d790 2025 07 14 17 16 48

ରାଧିକାଙ୍କ ମୃତ୍ୟୁପରେ ଲଭ୍ ଜିହାଦକୁ ନେଇ ପ୍ରିୟ ସାଙ୍ଗଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁରୁଗ୍ରାମରେ ଘର ଭିତରେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଘଟଣା ପରେ ଦୀପକଙ୍କୁ ପୁଲିସ ଗିରଫ କରିଥିଲା। କୋର୍ଟ ଦୀପକଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ରାଧିକା ଯାଦବଙ୍କ ସବୁଠାରୁ ଭଲ ବନ୍ଧୁ ହିମାଂଶିକା ସିଂହଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ହିମାଂଶିକା କହିଛନ୍ତି, “ମୁଁ ଆପଣଙ୍କୁ ରାଧିକା ଯାଦବଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
2 183 1752411350522

RPFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ନିଯୁକ୍ତ

ନୂଆଦିଲ୍ଲୀ: ରେଲଓ୍ବେ ସୁରକ୍ଷା ବଳ (RPF)ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରା । କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ୨୦୨୬ ଅକ୍ଟୋବର ୩୧ରେ ନିଜର ଅବସର ପର୍ଯ୍ୟନ୍ତ ସେ ଆରପିଏଫ୍‌ ଡିଜି ପଦରେ ରହିବେ। ସୋନାଲି ମିଶ୍ରା ମନୋଜ ଯାଦବଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ। ମନେଜା ଯାଦବ ଜୁଲାଇ ୩୧ରେ ଅବସର ନେବାକୁ ଯାଉଛନ୍ତି। ଏବେ ସେ ରେଲଓ୍ବେ ସୁରକ୍ଷା ସହ ଜଡ଼ିତ ସବୁ ବଡ଼ […]

ସଂପୂର୍ଣ୍ଣ ପଢନ୍ତୁ
Air India

ଅହମଦାବାଦ ବିମାନ ଦୁର୍ଘଟଣା : ରିପୋର୍ଟକୁ ନେଇ ପାଇଲଟ ସଂଘ କ୍ଷୁବ୍ଧ, କେମିତି ଲିକ୍‌ ହେଲା ରିପୋର୍ଟ

ନୂଆଦିଲ୍ଲୀ : ବିଶ୍ବକୁ ସ୍ତବ୍ଧ କରି ଦେଇଥିବା ଅହମଦାବାଦ ବିମାନ ଦୁର୍ଘଟଣା (ଜୁନ୍‌ ୧୨) ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟକୁ ଶନିବାର ସାର୍ବଜନୀନ କରାଯାଇଛି। ୧୫ ପୃଷ୍ଠାର ଏହି ରିପୋର୍ଟରେ ବିମାନର ଇନ୍ଧନ ସ୍ବିଚ୍‌ ବନ୍ଦ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଇଛି। ରିପୋର୍ଟରେ ପାଇଲଟଙ୍କ ତ୍ରୁଟିକୁ ଇଙ୍ଗିତ କରାଯାଇଛି। ତେବେ କକ୍‌ପିଟ୍‌ର ରେକର୍ଡିଂରୁ ଶେଷ ମୁହୂର୍ତ୍ତରେ ପାଇଲଟ୍‌ଙ୍କ ବାର୍ତ୍ତାଳାପର ତଥ୍ୟ ମଧ୍ୟ ଦିଆଯାଇଛି। ଏଥିରେ ଜଣେ ପାଇଲଟ ଅନ୍ୟ ଜଣକୁ ତୁମେ ଇନ୍ଧନ […]

ସଂପୂର୍ଣ୍ଣ ପଢନ୍ତୁ
Ksr

ଆରପାରିରେ ଲୋକପ୍ରିୟ ଅଭିନେତା କୋଟା ଶ୍ରୀନିବାସ ରାଓ

ଆଉ ନାହାନ୍ତି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ତଥା ପୂର୍ବତନ ବିଜେପି ବିଧାୟକ କୋଟା ଶ୍ରୀନିବାସ ରାଓ। ରବିବାର ହାଇଦ୍ରାବାଦର ଜୁବଲୀ ହିଲ୍ସସ୍ଥିତ ତାଙ୍କ ବାସଭବନରେ ୮୩ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ କୋଟା ଶ୍ରୀନିବାସ। ଏହି ଖରବ ପ୍ରଚାର ହେବାପରେ ସମ୍ପୂର୍ଣ୍ଣ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ […]

ସଂପୂର୍ଣ୍ଣ ପଢନ୍ତୁ
Shukla

ଜୁଲାଇ ୧୫ରେ ମହାକାଶରୁ ଫେରିବେ ଶୁଭାଂଶୁ

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ୧୪ ଦିନିଆ ମହାକାଶ ମିସନ ଶେଷ ହୋଇଛି । ସେ ଆସନ୍ତା ମଙ୍ଗଳବାରଦିନ ଅର୍ଥାତ୍ ଜୁଲାଇ ୧୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଭୂପୃଷ୍ଠ ପ୍ରତ୍ୟାବର୍ତ୍ତନ କରିବେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରବିବାର ଆକ୍ସିଅମ୍-୪ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ମିଶନ ସହିତ ଜଡିତ ଏକ ଅପଡେଟ୍ ଦେଇଛନ୍ତି। ସେ କହିଛନ୍ତି ଯେ ଶୁଭାଂଶୁ ଶୁକ୍ଲା ଜୁଲାଇ ୧୫ ଦିନ ୩ଟା (ଭାରତୀୟ ସମୟ) ସମୟରେ ପୃଥିବୀକୁ ଫେରିବେ। ଏକ ‘ଏକ୍ସ’ […]

ସଂପୂର୍ଣ୍ଣ ପଢନ୍ତୁ
Dro

ମିଆଁମାରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ !

ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ମିଆଁମାରରେ ଥିବା ଉଲଫା ବିଦ୍ରୋହୀଙ୍କ ଶିବିର ଉପରେ ଭାରତୀୟ ସେନା ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି ବୋଲି ନିଜେ ଉଲଫା ଦାବି କରିଛି । ତେବେ ଭାରତୀୟ ସେନା ଏହି ଖବରକୁ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ । ସୂଚନା ଅନୁସାନେ ଭାରତର ବିଚ୍ଛିନ୍ନତାବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ ଆସୋମ (ଇଣ୍ଡିପେଣ୍ଡେଣ୍ଟ)-(ଆଇ) ବା ଉଲଫା-ଆଇ ପକ୍ଷରୁ ଦାବି କରାଯାଇଛି ଯେ ଭାରତୀୟ ସେନା ପକ୍ଷରୁ ଡ୍ରୋନା ପଠାଇ ମିଆଁମାରରେ ଥିବା […]

ସଂପୂର୍ଣ୍ଣ ପଢନ୍ତୁ
2 180 1752405652314

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’

ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଟିଏମସି ଲେଖିଛି, “ଭିନ୍ନ ଦିନ, ଭିନ୍ନ ପୀଡିତା – ବିଜେପି ନଜରରେ ସମାନ ସ୍ଥିତି ସେହି ଖରାପ” । ଓଡ଼ିଶାର ବାଲେଶ୍ୱରରେ, ଜଣେ ଛାତ୍ରୀଙ୍କ ଏଚ୍ଓଡି ଯୌନ ଅନୁଗ୍ରହ […]

ସଂପୂର୍ଣ୍ଣ ପଢନ୍ତୁ
C1cf35a8 128f 4390 B00d Ebda374d

ଭାରତକୁ ଝଟକା ଦେଲା ବ୍ରାଜିଲ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବଡ଼ ଝଟକା ଆସିଛି। ପ୍ରକୃତରେ, ବ୍ରାଜିଲ ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବା ପାଇଁ ଆଲୋଚନା ବନ୍ଦ କରିଦେଇଛି। ରିପୋର୍ଟ ଅନୁଯାୟୀ, ବ୍ରାଜିଲ ଏହି ପଦକ୍ଷେପ ପଛରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ଷମ ପାରାମିଟରରେ ‘ଆକାଶ’ କ୍ଷେପଣାସ୍ତ୍ରର ଦୁର୍ବଳ ପ୍ରଦର୍ଶନକୁ ଉଲ୍ଲେଖ କରିଛି। ବର୍ତ୍ତମାନ ବ୍ରାଜିଲ ୟୁରୋପର ପ୍ରତିରକ୍ଷା କମ୍ପାନୀ ଏମ୍ବିଡ଼ିଏ ଆଡକୁ ମୁହାଁଇଛି, ଯାହା ଉନ୍ନତ ମଡ୍ୟୁଲାର ଏୟାର ଡିଫେନ୍ସ ସଲ୍ୟୁସନ୍ସ (EMADS) ପ୍ରଦାନ କରେ। ଏହି […]

ସଂପୂର୍ଣ୍ଣ ପଢନ୍ତୁ
Ujjwalnikam 1714235497584 2025 0

୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି । ଏଥିରେ ପୂର୍ବତନ କୂଟନୀତିଜ୍ଞ ହର୍ଷ ଶ୍ରୀଙ୍ଗଲା, ବରିଷ୍ଠ ଓକିଲ ଉଜ୍ଜ୍ୱଳ ନିକମ, ଐତିହାସିକ ମୀନାକ୍ଷୀ ଜୈନ ଏବଂ ସମାଜସେବୀ ସଦାନନ୍ଦନ ମାଷ୍ଟର ପ୍ରମୁଖ ରହିଛନ୍ତି |ଉଲ୍ଲେଖ ଥାଉ କି ହର୍ଷ ଶ୍ରୀଙ୍ଗଲା ଭାରତର ପୂର୍ବତନ ବୈଦେଶିକ ସଚିବ ରହିସାରିଛନ୍ତି ଏବଂ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କୁ କୂଟନୀତି ଏବଂ ରଣନୈତିକ ବ୍ୟାପାରରେ ଜଣେ […]

ସଂପୂର୍ଣ୍ଣ ପଢନ୍ତୁ
Mohan Bhagvat 750x430

୭୫ ବର୍ଷରେ ନେତା ଅବସର ନେବା ଉଚିତ: ଭାଗବତ

ନାଗପୁର: ନେତାମାନେ ୭୫ ବର୍ଷରେ ଅବସର ଗ୍ରହଣ କରି ଯୁବପିଢିଙ୍କୁ ନେତୃତ୍ବ ଭାର ଛାଡିବା ଉଚିତ୍ ବୋଲି ପୁଣି ଥରେ କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ। ନାଗପୁରରେ ଆରଏସ୍‌ଏସ୍‌ର ଦିବଂଗତ ବରିଷ୍ଠ କାର୍ଯ୍ୟକର୍ତ୍ତା ମୋ‌ରୋପନ୍ଥ ପିଙ୍ଗଲେଙ୍କ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ଭାଗବତ ଏପରି କହିଛନ୍ତି। ପୂର୍ବରୁ ବି ଭାଗବତ ଅନୁରୂପ କଥା ଦୋହରାଇ ଆସୁଥିଲେ। ଭାଗବତ କହିଥିଲେ ଯେ ‘ତୁମକୁ ଯେତେବେଳେ ୭୫ବର୍ଷ ହେବ  ତୁମେ […]

ସଂପୂର୍ଣ୍ଣ ପଢନ୍ତୁ