Accused 1721646223

ପଦ୍ମକେଶରୀପୁର ହିଂସା: ଆଉ ୩ ଗିରଫ

ଭୁବନେଶ୍ୱର ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ୩ଜଣ ଗିରଫ। ମଞ୍ଚେଶ୍ୱେର ଥାନା ପୁଲିସ ଆଜି ମାମଲାରେ ଅନ୍ୟତମ ଅଭିଯୁକ୍ତ ଶୁଭଲକ୍ଷ୍ମୀ ଦାଶ, ଶୌଭାଗ୍ୟ ରମଞ୍ଜନ ଦାଶ ଓ ଚିତରଞ୍ଜନ ଦାଶଙ୍କୁ ଗିରଫ କରିଛି। ଏହା ସହିତ ମୋଟ୍ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସୁଧ ଟଙ୍କାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ବାରମ୍ବାର ଗୋଷ୍ଠୀ ସଂଘର୍ଷ ହେବା ସହ ଗାଁରେ ଅଶାନ୍ତ ପରିବେଶ ଲାଗି ରିହିଥିଲା। ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁରବୀମାନଙ୍କୁ ଦାୟିତ୍ୱ ଦେବା […]

ସଂପୂର୍ଣ୍ଣ ପଢନ୍ତୁ
Deputy Director Of Fisheries 750x430 1

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି । ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, […]

ସଂପୂର୍ଣ୍ଣ ପଢନ୍ତୁ
Ratanga 2

ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତ ରତାଂଗ ମୁନିପଦା ତିନିଛକ ନିକଟରେ ମିଳିଛି ମୃତଦେହ । ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସେହି ପଂଚାୟତ ରତାଂଗ ଗ୍ରାମରେ ଗୌରାଂଗ ଦାସଙ୍କ ପୁଅ କୈଳାସ ଦାସ ବୋଲି ଜଣା ପଡିଛି । କୈଳାସ ଦୀର୍ଘ ଦିନ ହେବ ନିଜ ପରିବାରକୁ ନେଇ ବଲାଙ୍ଗୀରରେ ରହି ଆସୁଛନ୍ତି । ସେ ଗତ ଶନିବାର ଦିନ ନିଜର ରେସନ […]

ସଂପୂର୍ଣ୍ଣ ପଢନ୍ତୁ
Jwain

ରେଢାଖୋଲରେ ଡବଲ ମର୍ଡର, ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀ ମୃତ

ରେଢାଖୋଲ : ରେଢାଖୋଲରେ ଘଟି ଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଜ୍ୱାଇଁ କରିଛି ଡବଲ ମଡର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀଙ୍କର ହୋଇଛି ମୃତ୍ୟୁ । ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । କୌଣସି ଘଟଣାକୁ ନେଇ ଜ୍ୱାଇଁ  ହତ୍ୟା କରିଛି ଶାଶୁ ଓ ସ୍ତ୍ରୀଙ୍କୁ ।  ମୃତକ ହେଲେ ପୋଡାବଲଣ୍ଡା ଗ୍ରାମର ଶାଶୁ ରୁକୁଣୀ ସାହୁ ଏବଂ ତାଙ୍କ ଝିଅ ଗାୟତ୍ରୀ ସାହୁ ।  ତାଙ୍କ ଜ୍ୱାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Murder Accused 1

କୁତ୍ରା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ପ୍ରେମ ସମ୍ପର୍କକୁ ନେଇ ହତ୍ୟା

ସୁନ୍ଦରଗଡ଼ : ଗତ ଜୁଲାଇ 14 ରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କାଶିପଡ଼ାରେ ଘଟିଥିବା ଡବଲମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । କୁତ୍ରା ପି ଏସ କେସ ନଂ 129/15,7,2024 ରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ରାଜୁ ନାଗ ଲିପ୍ସା କେରକେଟାଙ୍କ ସହ 2012 ରୁ ଦେଖା ହେବାର କିଛି ଦିନ ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଲିପ୍ସାର ମା’  […]

ସଂପୂର୍ଣ୍ଣ ପଢନ୍ତୁ
Mixcollage 19 Jul 2024 03 49 Pm 9159

ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର । ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀ ଡା. ରଞ୍ଜିତଙ୍କଠାରୁ ୨୦ ହଜାର ୮୦୦ ଟଙ୍କା ଜବତ କରିଛି। ସୂଚନା ଅନୁସାରେ ଡା. ରାଉତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଭଉଣୀଙ୍କୁ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ
1111

ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ

ସୋର: ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ୱାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାନୁଙ୍କର ନାକ ଓ ପାଟିରୁ ରକ୍ତ ବାହାରୁଥିବା ନେଇ ଦେଖିବାକୁ ମିଳିଛି । ସୂଚନାଅନୁସାରେ, ପାଣ୍ଡୁ ଉକ୍ତ ଗ୍ରାମର ଜାନୁ […]

ସଂପୂର୍ଣ୍ଣ ପଢନ୍ତୁ
Owner 2 1

ମିଲ୍ ମାଲିକଙ୍କୁ କିଡନାପ ଘଟଣାର ପର୍ଦ୍ଦାଫାସ୍, ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ନେଇ ଧରାପଡିଲେ

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ମାଲିକ ଏ. ରମେଶ ପାତ୍ର ଅପହରଣର ଖୁଲାସା କରିଛି କୋରାପୁଟ ପୋଲିସ । ବୋରିଗୁମ୍ମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କ ଅପହରଣ ଘଟଣା ପଛର ରହସ୍ୟ ସମ୍ପର୍କରେ କହିଛନ୍ତି କୋରାପୁଟ ଏସପି ଅଭିନବ ସୋନାକାର l ଟଙ୍କା କେଇଟା ପାଇଁ ନିଜ ମାଲିକକୁ କିଡନାପ କରାଇଥିଲା କର୍ମଚାରୀ । ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ଦେଇ ମୁକୁଳିଲେ ମାଲିକ । ସେହି ୨୫ ଲକ୍ଷର ସୂତ୍ରଧର ଧରା […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2024 07 17 115810 750x430

ତଣ୍ଟି ଚିପି ମାଆକୁ ମାରିଦେଲା ନୃଶଂସ ପୁଅ

ସୋର: ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ। ଖାଇବା ପିଇବାକୁ ନେଇ ଝଗଡ଼ା ପରେ ତଣ୍ଟି ଚିପି ମାଆକୁ ହତ୍ୟା କରିଥିବା ସୂଚନା। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ତେବେ ଘଟଣାରେ ଥାନାରେ ଏତଲା ଦେଲା ବୋହୂ। ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସର ତଦନ୍ତ ଜାରି ରହିଛି। ମୃତ ମାଆଙ୍କ ନାଁ ଆରତୀ ମହାନ୍ତି ହୋଇଥିବା ବେଳେ ପୁଅର ନାଁ […]

ସଂପୂର୍ଣ୍ଣ ପଢନ୍ତୁ
Sfd

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେଶାଲ କ୍ରାଇମ ୟୁନିଟ୍ (ଏସସିୟୁ) ସୋମବାର ଦିନ ସେମାନଙ୍କୁ ଧରିବା ପାଇଁ ଜାତୀୟ ରାଜପଥ ୧୬ର ପିତାପାଲ୍ଲୀ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ