ବିରଜାଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସୋବ
ଯାଜପୁର,୨୫/୯: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜାର ଧୁମ। ଶାରଦୀୟ ଦୁର୍ଗାତ୍ସୋବ ଅବସରରେ ଗୋଟିଏ ପଟେ ସକାଳେ ମାଙ୍କ ପାଦ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଓ ଅନ୍ୟ ପଟେ ଅପରାହ୍ନରେ ମାଙ୍କ ରଥଟାଣିବାକୁ ଭକ୍ତଙ୍କ ଆଗ୍ରହ ପୂରା ଅଞ୍ଚଳକୁ ଆଧ୍ୟାତ୍ମିକ ପରିବେଶ ଭିତରେ ହଜାଇ ଦେଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ମାଙ୍କ ଦୁର୍ଗାତ୍ସୋବକୁ ସମସ୍ତେ ଉପଭୋଗ କରିବାକୁ ଧାଇଁ ଆସୁଛନ୍ତି। ମାଆଙ୍କ ଦୁର୍ଗାତ୍ସୋବର […]
ସଂପୂର୍ଣ୍ଣ ପଢନ୍ତୁ