ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ : କର୍ଣ୍ଣାଟକାରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଚୌକର ହେବ ପରିବର୍ତ୍ତନ। ସିଦ୍ଦରମୈୟାଙ୍କ ସ୍ଥାନରେ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ମାର୍ଚ୍ଚ ମାସ ପରେ ଏପରି ଅଦଳ ବଦଳ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଶିବକୁମାରଙ୍କୁ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେବେ ସମର୍ଥନ ପ୍ରସଙ୍ଗରେ ଅଜବ ଉତ୍ତର ଦେଇଛନ୍ତି ଶିବକୁମାର। ତାଙ୍କ କହିବା କଥା ଯେ ସେ କାହାର ସମର୍ଥନ ଚାହୁଁନାହାନ୍ତି। କଂଗ୍ରେସ ନେତୃତ୍ୱବୃନ୍ଦ ଦେବାକୁ ଥିବା ନିର୍ଦ୍ଦେଶ ଅନୁସାରେ ସେ ସବୁବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍‌, ୧୮ରେ ଦୃଶ୍ୟମାନ

ନୂଆଦିଲ୍ଲୀ : ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଲାଗିବ ଦୌଡ଼ ପ୍ରତିଯୋଗିତା। ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ। ଜାନୁଆରୀ ୧୮ରେ ଶୁକ୍ର ଓ ଶନି ଗ୍ରହର ହେବ ମହାମିଳନ। ପୂର୍ବ ଦିଗବଳୟରେ ମଙ୍ଗଳ ଓ କିଛି ଉପରେ ଥିବ ଉଜ୍ୱଳ ବୃହଷ୍ପତି ଗ୍ରହ। ଚଳିତମାସରେ ମହାକାଶରେ ଏଭଳି ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ବଡ଼କଥା ହେଲା ମେଘମୁକ୍ତ ଥିବା ଭାରତ ତଥା ଓଡ଼ିଶାର ସବୁ ଅଞ୍ଚଳରୁ ଖାଲି ଆଖିରେ ଏହାକୁ ଦେଖିହେବ ଏବଂ ଏହାର […]

ସଂପୂର୍ଣ୍ଣ ପଢନ୍ତୁ

ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା

ତ୍ରିଭେନ୍ଦ୍ରମ : ଘୃଣା ସୃଷ୍ଟିକାରୀ ବୟାନ ଦେଇଥିବା ଅଭିଯୋଗରେ ଫସିଛନ୍ତି ଜଣେ ବିଜେପି ନେତା। କେରଳ ବିଜେପି ନେତା ପିସି ଜର୍ଜଙ୍କ ନାଁରେ ଏଥିପାଇଁ ରୁଜୁ ହୋଇଛି ମାମଲା। ଜର୍ଜ ଦେଇଥିବା ବୟାନ ଦୁଇ ଧର୍ମର ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାର ଆଶଙ୍କା ଥିବା କହି ପୁଲିସ୍‌ ମାମଲା କରିଛି। ଜର୍ଜ ନିକଟରେ ଗୋଟିଏ ଟିଭି ବିତର୍କରେ ଭାଗ ନେଇଥିଲେ। ଏହି ସମୟରେ ସେ ଗୋଟିଏ ସଂଖ୍ୟାଲଘୁ ସଂପ୍ରଦାୟକୁ ଟାର୍ଗେଟ କରିଥିଲେ। ଏହି ବୟାନ ଶୁଣିବା […]

ସଂପୂର୍ଣ୍ଣ ପଢନ୍ତୁ

ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟା ଆଜି ଉତ୍ସବ ମୁଖର। କାରଣ ଆଜି ହେଉଛି ଭବ୍ୟ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି। ଏହାକୁ ପ୍ରାଣ ପ୍ରତିଷ୍ଠା ଦ୍ୱାଦଶୀ ରୂପେ ପାଳନ କରାଯାଉଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ କୁହାଯାଇଛି। ଏହି ଅବସରରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ଭବ୍ୟ ପ୍ରତିମାର ମହାଭିଷେକ କରାଯାଇଛି । ରାମଲଲାଙ୍କ ଦର୍ଶନ ଓ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ପାଇଁ ଦେଶ […]

ସଂପୂର୍ଣ୍ଣ ପଢନ୍ତୁ

ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି

ଗୌହାଟୀ : ଆସାମର କୋଇଲା ଖଣିରୁ ଉଦ୍ଧାର ହେଲା ଆଉ ୩ଜଣ ଶ୍ରମିକଙ୍କ ମୃତଦେହ। ରାଜ୍ୟର ଦିମା ହସାଓ ଜିଲ୍ଲାର ଉମ୍ରାଙ୍ଗସୋରେ ଥିବା ବେଆଇନ କୋଇଲା ଖଣିରେ ପ୍ରାୟ ୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ସୋମବାର ଏହି ଅଘଟଣ ଫଳରେ ଖଣି ଭିତରେ ୯ ଜଣ ଶ୍ରମିକ ଫସିଯାଇଥିଲେ। ଏହାପରେ ସେଠାରେ ଭାରତୀୟ ନୌସେନା, ଏନଡିଆରଏଫ୍, ଏସଡିଆରଏଫ ଓ ଦମକଳ ବାହିନୀର ମିଳିତ ଉଦ୍ଧାର କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

‘ସିଏଜି ରିପୋର୍ଟରୁ ସାମ୍ନାକୁ ଆସିଲା ଆପ୍‌ର ପାପ, ଦିଲ୍ଲୀରେ ହୋଇଛି ୨୦୨୬ କୋଟି ଟଙ୍କାର ରାଜସ୍ବ କ୍ଷତି’: AAPକୁ ବିଜେପିର ଟାର୍ଗେଟ୍

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସରଗରମ ରହିଛି ଦିଲ୍ଲୀ ରାଜନୀତି। ଆପ୍ ଓ ବିଜେପି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଏହାରି ମଧ୍ୟରେ ସିଏଜି ରିପୋର୍ଟକୁ ନେଇ ପୁଣି ଜୋର ଧରିଛି ଦିଲ୍ଲୀ ରାଜନୀତି। ବିଜେପି ଆପ୍‌କୁ ଟାର୍ଗେଟ କରି କହିଛି ଯେ, ସିଏଜି ରିପୋର୍ଟରେ ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି ସରକାର ଏବଂ ଅରବିନ୍ଦ କେଜରିଓ୍ବାଲଙ୍କ ସବୁ ଘୋଟାଲା ସାମ୍‌ନାକୁ ଆସିଛି। ରିପୋର୍ଟରେ ଦିଲ୍ଲୀ ମଦ ନୀତି ଯୋଗୁ ହୋଇଥିବା ୨୦୨୬ କୋଟି ଟଙ୍କାର […]

ସଂପୂର୍ଣ୍ଣ ପଢନ୍ତୁ

ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାର ଖୁବଶୀଘ୍ର ‘ପ୍ରବାସୀ ଓଡ଼ିଆ ନୀତି’ ପ୍ରଣୟନ କରିବେ । ପ୍ରବାସୀ ଓନିଆଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ । ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ଜଣେ ମନ୍ତ୍ରୀ ରହିବେ, ଯିଏ ନୋଡାଲ ଦାୟିତ୍ୱରେ ରହି ପ୍ରବାସୀଙ୍କ ସୁବିଧା-ଅସୁବିଧା ବୁଝିବେ। ଏହାସହିତ ପ୍ରବାସୀଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ କ୍ୱାଲାଲମପୁରକୁ ସିଧାସଳଖ ବିମାନ ଚଳାଚଳ ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି । ଆଜି […]

ସଂପୂର୍ଣ୍ଣ ପଢନ୍ତୁ

ସୁଭଦ୍ରା ପୋର୍ଟାଲରୁ ଭୁଲ୍‌ରେ ନାଁ ବାଦ୍ ହୋଇଥିଲେ ହେବ ପୁନଃସାମିଲ, ୮ ହଜାରରୁ ଅଧିକ ଆବେଦନକାରୀ ସାମିଲ

ଭୁବନେଶ୍ବର ୧୧।୧: ସୁଭଦ୍ରା ପୋର୍ଟାଲରୁ ଭୁଲ୍‌ରେ ନାମ ବାଦ୍ ହୋଇଯାଇଥିଲେ କରିହେବ ପୁନଃସାମିଲ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ତେଣୁ ଯେଉଁ ମାନେ ଭୁଲରେ ନାମ ବାଦ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍‌ ଜବତ, ଅଭିଯୁକ୍ତ ଚମ୍ପଟ

ବ୍ରହ୍ମପୁର : ନିର୍ମାଣାଧୀନ କୋଠାରୁ ମିଳିଲା ବୋମା ଭର୍ତ୍ତି ବ୍ୟାଗ୍ । ବ୍ୟାଗରେ ଭରି ରହିଥିଲା ୩୦ରୁ ଅଧିକ ବୋମା । ଫୁଟିଥିଲେ ଲୋକେ ମୃତାହତ ହେବା ନିଶ୍ଚିତ ଥିଲା। ମାତ୍ର ବଡ଼ ଅଘଟଣ ଘଟିବା ପୂର୍ବରୁ ସମସ୍ତ ବୋମାକୁ ନିଷ୍କ୍ରିୟ କରିଛି ପୁଲିସ୍‌। ପୁଲିସ୍‌କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍‌ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି। ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଜୁରିଆରେ ଘଟିଛି। କିଛି […]

ସଂପୂର୍ଣ୍ଣ ପଢନ୍ତୁ

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ

ଲୁଧିଆନା : ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ। ପଶ୍ଚିମ ଲୁଧିଆନାର ଆମ୍‌ ଆଦମୀ ପାର୍ଟି ବିଧାୟକ ବିଧାୟକ ଗୁରୁପ୍ରୀତ ଗୋଗିଙ୍କୁ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ମୁତାବକ, ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି। ଭୁଲ୍‌ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର […]

ସଂପୂର୍ଣ୍ଣ ପଢନ୍ତୁ