ଭାରତକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ଚାପ ପକାଉଛନ୍ତି ଟ୍ରମ୍ପ
ୱାଶିଂଟନ୍: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହୁଁଛନ୍ତି ଯେ, ଭାରତ ସର୍ବାଧିକ ସଂଖ୍ୟକ ଆମେରିକୀୟ ଅସ୍ତ୍ରଶସ୍ତ୍ର କିଣୁ। ଆମେରିକାର ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇଥିବା କୁହାଯାଉଛି। ବୈଦେଶିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ଆମେରିକା ରାଷ୍ଟ୍ରପତି ଭାରତ ସହିତ ଏହାର ବାଣିଜ୍ୟିକ ସମ୍ପର୍କକୁ ସନ୍ତୁଳିତ କରିବାକୁ କହିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ଡୋନାଲ୍ଡ ଟ୍ରମ୍ପ କାହିଁକି ଭାରତକୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର […]
ସଂପୂର୍ଣ୍ଣ ପଢନ୍ତୁ