Capture 122

୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଉଛି । ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୪ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେପରି କୌଣସି ଖାସ୍ ପରିବର୍ତ୍ତନ ହେବନି ।  

ସଂପୂର୍ଣ୍ଣ ପଢନ୍ତୁ
Mandira

ମାର୍ଚ୍ଚ ନୁହେଁ, ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସରକାର ଦେଇଥିବା କଣ୍ଟରେ ରତ୍ନଭଣ୍ଡାର ଗଣତି ସରିବନି । ଡେଡଲାଇନରୁ ବିଳମ୍ବିତ ହେଉଛି, କାରଣ ମରାମତି କାମ ସରିନାହିଁ । ଯେତିକି ଆକଳନ କରାଯାଇଥିଲା ତାହାଠୁ ଅଧିକ ମରାମତି […]

ସଂପୂର୍ଣ୍ଣ ପଢନ୍ତୁ
Ta0d1g4nlkojikjopisx

ମହାକୁମ୍ଭର ସଫେଇ କର୍ମଚାରୀଙ୍କୁ ସମ୍ବୋଧିତ କରିବେ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ୍‌: ମହାକୁମ୍ଭରେ ପବିତ୍ର ବୁଡ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ୧୩ ଜାନୁଆରିରୁ ଏପର୍ଯ୍ୟନ୍ତ ୬୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି। ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କର ବହୁସଂଖ୍ୟାରେ ଭିଡ ଥାଇ ମଧ୍ୟ ସଙ୍ଗମ ସ୍ଥଳ ସଫାସୁତୁରା ଏବଂ ଅନ୍ୟ ବ୍ୟବସ୍ଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍‌ ଭଲରେ ପରିଚାଳନା ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ମହାକୁମ୍ଭରେ ସଫାସୁତୁରା କରୁଥିବା କର୍ମଚାରୀଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ । ଏବେ […]

ସଂପୂର୍ଣ୍ଣ ପଢନ୍ତୁ
Jubati 1

ପ୍ରେମରେ ବିଫଳ ପ୍ରେମିକ ନେଲା ଭୟଙ୍କର ପ୍ରତିଶୋଧ, ଘରେ ପଶି ମାରିଦେଲା ଯୁବତୀଙ୍କୁ

ସୋର : ସୋର ଲିଙ୍ଗାପଡା ଗ୍ରାମରେ ଘଟିଛି ଛାତିଥରା ଘଟଣା ।  ପ୍ରେମରେ ବିଫଳ ହୋଇ ଅତି ଜଘନ୍ୟ କାଣ୍ଡ ଘଟାଇଲା ପ୍ରେମିକ । ଯାହା ଖବର ମିଳିଛି କି, ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣା । ଯିଏକି ବିଏ ପାସ୍ ପରେ ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ ।  ସେଠାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଭୈରବପୁର ଗ୍ରାମର ବିଶ୍ୱନାଥ ପୁହାଣ ନାମକ ଯୁବକ ସହିତ ୫ ବର୍ଷ ତଳୁ, […]

ସଂପୂର୍ଣ୍ଣ ପଢନ୍ତୁ
1200 675 23433998 Thumbnail 16x9 Tiger Aspera 750x430

ନନ୍ଦନକାନନକୁ ଆସିଲା ନୂଆ ଅତିଥି

ଭୁବନେଶ୍ଵର: ନନ୍ଦନକାନନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ଆଗକୁ ଆଉ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ  ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନେଇ ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର । ସୂଚନାଯୋଗ୍ୟ, ୨୦୧୨ ଜାନୁଆରୀ […]

ସଂପୂର୍ଣ୍ଣ ପଢନ୍ତୁ
Pat

ପାଟଣାରେ ଭୟଙ୍କର ଦୁର୍ଘଟଣା ; ଟ୍ରକ ଓ ଅଟୋ ମୁହାଁମୁହିଁ, ୭ ମୃତ

ମୁମ୍ଵାଇ : ପାଟଣାରେ ଭୟଙ୍କର ଦୁର୍ଘଟଣା । ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ଶ୍ରମିକ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ବିହାର ପାଟଣାର ମସୌରିରୁ ଏକ […]

ସଂପୂର୍ଣ୍ଣ ପଢନ୍ତୁ
Anugul 4

ମାଉଜର ଦେଖାଇ ଦଶ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ, ଅଳ୍ପକେ ବର୍ତ୍ତିଲେ ମ୍ୟାନେଜର

ଅନୁଗୋଳ :  ମାଉଜର ଦେଖାଇ ଲୁଟିନେଲେ ଦଶ ଲକ୍ଷ ଟଙ୍କା | ଏଭଳି ଅଘଟଣ ଘଟିଛି ଅନୁଗୁଳରେ | ସାକୋଶିଙ୍ଗାର ଶୁଭମ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ କର୍ମଚାରୀ ଚନ୍ଦନ ଗଡ଼ନାୟକ ଟଙ୍କା ନେଇ ଅନୁଗୋଳ ଗାନ୍ଧୀମାର୍ଗ SBI ଶାଖାକୁ ଯାଉଥିଲେ | ଏହି ସମୟରେ ସରସ୍ବତୀ ଶିଶୁ ମନ୍ଦିର ନିକଟରୁ ମାଉଜର ଓ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ଦଶ ଲକ୍ଷ ଟଙ୍କା ଲୁଟିନେଇ ଥିବା ନେଇ ଅଭିଯୋଗ ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ
Sfd

ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡିଲା ହେଲିକପ୍ଟର

ଅନୁଗୋଳ: ସରକାର ସାତକୋଶିଆକୁ ବାଘ ଆଣିବାକୁ ଯୋଜନା ରଖିଛନ୍ତି ଓ ଏହାର ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। କିନ୍ତୁ ୧୧ ଦିନରେ ଏହି ନିଷିଦ୍ଧାଞ୍ଚଳରେ ୩ଥର ହେଲିକପ୍ଟର ଉଡାଣ କଲାଣି। ଗତକାଲି ହେଲିକପ୍ଟରଟି ଦିନ ସାଢେ ୧୦ଟା ସମୟରେ ଆଠମଲ୍ଲିକ ଅଞ୍ଚଳରୁ ଆକାଶ ମାର୍ଗରେ ଆସି ସାତକୋଶିଆ ଦେଇ ମହାନଦୀର ତଳ ଅଞ୍ଚଳକୁ ଯାଇଥିବା ସୂଚନା ମିଳିଛି। ତେବେ କିଏ ଓ କାହାଠାରୁ ଅନୁମତି ନେଇ ଏଭଳି ଭଳି ବାରମ୍ବାର ନିଷିଦ୍ଧାଞ୍ଚଳର ଆକାଶ […]

ସଂପୂର୍ଣ୍ଣ ପଢନ୍ତୁ
Won

ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ : ମିନି ବିଶ୍ୱକପ୍‌ କୁହାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ମ୍ୟାଚ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି ଭାରତ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସବୁଠୁ ବଡ଼ ତଥା ହାଇଭୋଲଟେଜ ଭାରତ ଓ ପାକିସ୍ତାନ ମ୍ୟାଚରେ ଭାରତ ବିଜୟୀ ହୋଇଛି। ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୨୪୨ ରନ୍‌ର ଟାର୍ଗେଟକୁ ଭାରତ ୪୨.୩ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରିନେଇଛି। ଭାରତର ନିର୍ଭର ଯୋଗ୍ୟ ବ୍ୟାଟର ବିରାଟ […]

ସଂପୂର୍ଣ୍ଣ ପଢନ୍ତୁ
Rainfall Expected From Sep12 In Odisha

ରାଜ୍ୟରେ ଆହୁରି ୨ ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏଥିନିମନ୍ତେ ପାଗ ଅନୁକୂଳ ରହିଛି । ବର୍ଷା ସହ କିଛି କିଛି ସ୍ଥାନରେ ପବନର ବେଗ ବୃଦ୍ଧି ପାଇ ୫୦ ରୁ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ଏହି କ୍ରମରେ ରବିବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ […]

ସଂପୂର୍ଣ୍ଣ ପଢନ୍ତୁ