ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ
ବାରିପଦା: ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଦୁଇ ମୃତ । ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବ୍ୟାଟେରୀ ଚାଳିତ ଅଟୋକୁ ସ୍କର୍ପିଓ ଧକ୍କା ଦେଇଛି । ଘଟଣାସ୍ଥଳରେ ଅଟୋ ଚାଳକ ସହିତ ଅନ୍ୟଜଣଙ୍କ ମୃତ୍ୟ ହୋଇଛି । ପୋଲିସ ପହଞ୍ଚି ମୃତଦେହକୁ ବାରିପଦା ମେଡିକାଲ ପଠାଇ ଘଟଣାର ତଦନ୍ତ କରୁଛି। ଖବର ଅନୁଯାୟୀ, ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ […]
ସଂପୂର୍ଣ୍ଣ ପଢନ୍ତୁ