C86f92d0 6b97 4814 Ae36 619d51cfbc16

ସାରଦା ଏକାଡେମୀ କନକପୁର ୧୯୮୧ ବ୍ୟାଚ୍ ବନ୍ଧୁ ମିଳନ ଉତ୍ସବ

ରାଜ୍ୟ
Share

ତିର୍ତ୍ତୋଲ  : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାରଦା ଏକାଡେମୀ କନକପୁର ୧୯୮୧ ପ୍ରାକ୍ତନ ବିଦ୍ୟାର୍ଥୀ କଲ୍ୟାଣ ପରିଷଦ ସ୍ମୃତି ଗୌରବର ଷଷ୍ଠ ବାର୍ଷିକ ବନ୍ଧୁ ମିଳନ ଉତ୍ସବ ସ୍ମୃତି ସ୍ୱାଗତିକା -୨୦୨୫ ଚିଲିକା ବରକୂଳ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସହପାଠୀ ଇଂ ଭକ୍ତ ରଂଜନ ମହାନ୍ତିଙ୍କ ଦ୍ବାରା ଆୟୋଜିତ ଏହି ଉତ୍ସବରେ ସହପାଠୀ ସହପାଠିନୀ ସ୍କୁଲ ବେଳର ସ୍ମୃତି ରୋମନ୍ଥନ କରିବା ସହିତ ଆମେ ଅନ୍ୟମାନଙ୍କଠାରୁ ଯେଉଁ ସାହାଯ୍ୟ, ସହଯୋଗ ଜୀବନର ପ୍ରତି କ୍ଷେତ୍ରରେ ପାଉଛୁ ତାହାର ପ୍ରତିଦାନରେ ସମାଜକୁ ଆମର କ’ଣ ଅବଦାନ ରହିବା ଆବଶ୍ୟକ ସେ ବିଷୟରେ ଆଲୋଚନା ହୋଇଥିଲା।

ଏହି ଅବସରରେ ସେବା ନିବୃତ୍ତ ହୋଇଥିବା ସହପାଠୀ ସୁଶୀଲ କୁମାର କୁଅଁର, ସମରେନ୍ଦ୍ର ସାହୁ ଓ ଭୈରବ ଚନ୍ଦ୍ର ବ୍ରହ୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ସହପାଠୀ ସହପାଠିନୀ ପ୍ରଫେସର ଡଃ ଚିତ୍ତରଞ୍ଜନ ମହାନ୍ତି, ଅକ୍ଷୟ କୁମାର ତାରେଣିଆ, ବିଷ୍ଣୁ ଚରଣ ସ୍ବାଇଁ, ସଚ୍ଚିଦାନନ୍ଦ ମିଶ୍ର, ପ୍ରିୟବ୍ରତ ମହାନ୍ତି, ସୁକାନ୍ତ ପରିଜା, ଗୋପବନ୍ଧୁ କୁଅଁର, ଭବାନୀ ପ୍ରସାଦ ସାହୁ, ଭୋଳାନାଥ କାଣ୍ଡି, ହରିଚରଣ ରାଉଳ, ସୂର୍ଯ୍ୟ ନାରାୟଣ ଦାସ, ରଞ୍ଜନ କୁମାର ମହାନ୍ତି, ନିରଞ୍ଜନ ମହାନ୍ତି, ଅଭୟ କୁମାର ସାହୁ, ପ୍ରଦୀପ୍ତ କୁମାର ସ୍ବାଇଁ, କୈଳାଶ ଚନ୍ଦ୍ର ବାରିକ, ଗୁରୁ ଚରଣ ସାହୁ, ରାଜ କିଶୋର ସାହୁ, ନରୋତ୍ତମ ସ୍ବାଇଁ, ଅଜିତ ନାୟକ, ଜୟଶ୍ରୀ ମହାନ୍ତି, ପୁଷ୍ପଶ୍ରୀ ସାହୁ, ବିନତା ସିଂ, ଅସିମା ସ୍ବାଇଁ, ଶକୁନ୍ତଳା ଦାସ, ବାସନ୍ତୀ ଦାସ, ଅନୁପମା ବିଶ୍ଵାଳ, ଅଚ୍ୟୁତାନନ୍ଦ ବେହେରା, ଆଡ଼ଭୋକେଟ ବିଭୁତି ଭୁଷଣ ପଣ୍ଡା, କିଶୋର ଚନ୍ଦ୍ର ମନୋହରୀ, କୁନ୍ତଳା ଦାଶ, ସରସ୍ବତୀ ନନ୍ଦ, ଅରବିନ୍ଦ ରାଉଳ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *