Fd

୧୫ ପରେ ଆଉ ବଢ଼ିବନି ରାସନ କାର୍ଡ ଇ-କେୱାଇସି ଅବଧି

ଭୁବନେଶ୍ଵର: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି । ୧୫ ପରେ ଆଉ ବଢ଼ିବନି ଇ-କେୱାଇସି ଅବଧି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏବେ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ ଲୋକ ଇ-କେୱାଇସି କରିନାହାନ୍ତି । ଇ-କେୱାଇସି ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । ତେବେ […]

ସଂପୂର୍ଣ୍ଣ ପଢନ୍ତୁ
Res

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଆତିଶୀ। ଆଜି ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଦିଲ୍ଲୀରେ ଆପ୍‌ର ପରାଜୟ ପରେ ସେ ଇସ୍ତଫା ଦେଇଛନ୍ତି। ଆତିଶୀ କାଲକାଜୀ ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି। ଆପ୍‌ ରୁ ଅନେକ ବରିଷ୍ଠ ନେତାମାନେ ହାରିଛନ୍ତି। ଆତିଶୀ ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟରେ ହରାଇଛନ୍ତି। ଦିଲ୍ଲୀରେ ବିଜେପି ମୋଟ୍ ୪୮ଟି ସିଟ୍ ପାଇଥିବାବେଳେ ୧୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଆମ୍ […]

ସଂପୂର୍ଣ୍ଣ ପଢନ୍ତୁ
Mohan 750x430

ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ରାଜ୍ୟର ୧ନଂ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ଼: ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଓ ବଡବିଲ ଶାଖା ମିଳିତ ସହଯୋଗରେ ଭାରତୀୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ୭୪ତମ ବାର୍ଷିକ ଅଧିବେଶନ ଧରଣୀଧର ଭେଷଜ ମହାବିଦ୍ୟାଳୟ ଅଡିଟୋରିୟମଠାରେ ରବିବାର ଉଦ୍‌‌ଯାପିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ଡାକ୍ତର ଶ୍ୟାମ ସୁନ୍ଦର ଖଣ୍ଡେଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମାବେଶ ଜିଲାରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Fire W 750x430

ଦୋକାନରେ ଲାଗିଲା ନିଆଁ, ନିଜ ଦୋକାନରେ ଜିଅନ୍ତା ଜଳି ଗଲେ ମହିଳା

ପଟ୍ଟାମୁଣ୍ଡାଇ: ପାନ ଦୋକାନରେ ଲାଗିଲା ନିଆଁ । ନିଜ ଦୋକାନରେ ନିଜେ ଜଳି ଗଲେ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତାରପୁର ଛକରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣଙ୍କ ହେଲେ ୪୮ ବର୍ଷିୟ କମଳା ସାହୁ । ବକ୍ତାରପୁର ଛକରେ କମଳାଙ୍କ ପାନ ଦୋକାନ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସବୁ ଦିନ ପରି ଆଜି ମଧ୍ୟ ସକାଳୁ ସକାଳୁ ଦୋକାନ […]

ସଂପୂର୍ଣ୍ଣ ପଢନ୍ତୁ
A586b0d2 2228 47a5 89ca 49beea6f3d2d

ଦିଲ୍ଲୀରେ ବିଜେପିର ବିପୁଳ ବିଜୟ ଉପଲକ୍ଷେ ସାରଳାପୀଠରେ ସମୁହ ଦୀପଦାନ !

ଜଗତସିଂହପୁର/ଝଙ୍କଡ଼ :   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା କୁ ଆଧାର କରି ଚଳିତ ବିଧାନସଭା ନିର୍ବାଚନରେ , ମୋଟ ଆସନସଂଖ୍ୟା ୭୦ ରୁ ୪୭ ଆସନରେ ବିଜେପି ବିପୁଳ ବିଜୟ ଲାଭ କରିଥିବାରୁ, ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ସମ୍ମୁଖସ୍ଥ ସିଂହଦ୍ବାରରେ  ସାରଳା ମଣ୍ଡଳ ତରଫରୁ ଗତ ଶନିବାର ସନ୍ଧ୍ୟାରେ ଏକ ସମୁହ ଦୀପଦାନ କାର୍ଯକ୍ରମ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି […]

ସଂପୂର୍ଣ୍ଣ ପଢନ୍ତୁ
Ec1613ad 8014 4bc7 A6ac Cd03f5c52beb

ଶାରଳା ମେସରେ ଶାରଳା ମେଳା !

ଜଗତସିଂହପୁର/ତିର୍ତ୍ତୋଲ :  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିର୍ତ୍ତୋଲସ୍ଥିତ ଶାରଳା ମେସ ରେ ଗତ ମାଘମାସ ଶେଷ ଗୁରୁବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସାର୍ବଜନୀନ ଶାରଳା ମେଳା ଅନୁଷ୍ଠିତ ହୋଇଯାଇଛି  | ଏହି ଉପଲକ୍ଷେ ପ୍ରାତଃ ସମୟରେ ଝଙ୍କଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ଠାକୁରାଣୀ ଙ୍କର ମାର୍ଜ୍ଜନା ଓ ପୂଜାର୍ଚନା ପରେ ଅଖଣ୍ଡଜ୍ୟୋତି ଓ ଆଜ୍ଞାମାଳ ମେଳାସ୍ଥଳରେ ପହଞ୍ଚିଥିଲା  | ଝୁଲାବଣ ମଠ ନିକଟସ୍ଥ ଉତ୍କଳଗଙ୍ଗା ପୂର୍ଣ୍ଣତୋୟା ମହାନଦୀରୁ ଏକ ବିଶାଳ […]

ସଂପୂର୍ଣ୍ଣ ପଢନ୍ତୁ
Pm Modi

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ । ଆପ ଓ କଂଗ୍ରେସକୁ ପଛରେ ପକାଇଲା ବିଜେପି। ବିଜୟ ମୁକୁଟ ପିନ୍ଧିବା ପରେ ବିଜେପି ଶିବିରରେ ଉତ୍ସବର ମାହଲୋ। ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଛନ୍ତି। ଦିଲ୍ଲୀ ବିଜୟକୁ ନେଇ ବିଜୟ ଉତ୍ସବ ପାଳିବାକୁ ପହଞ୍ଚିଲେ ମୋଦି । କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଆପ୍‌କୁ କଲେ କଡ଼ା ଟାର୍ଗେଟ୍‌ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରି କହିଲେ, ଶେଷରେ […]

ସଂପୂର୍ଣ୍ଣ ପଢନ୍ତୁ
Kumbh

ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ ହେବନି ଅମୃତ ସ୍ନାନ

ନୂଆଦିଲ୍ଲୀ : ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ଆସନ୍ତା ୨୬ ତାରିଖ ମହାଶିବରାତ୍ରୀ ଅବସରରେ ସମାପ୍ତ ହେବ । ମହାକୁମ୍ଭରେ ଆଉ ୨ଟି ସ୍ନାନ ରହିଛି, ତାହା ହେଉଛି ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀ । କିନ୍ତୁ ଏହି ଦୁଇଦିନ ଅମୃତ ସ୍ନାନ ହେବ ନାହିଁ । ଏହି କାରଣରୁ ଏବେଠାରୁ ନାଗାସାଧୁମାନେ ବାରାଣାସୀ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ତେବେ ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ କାହିଁକି ହେବନି ଅମୃତ ସ୍ନାନ ?  ମହାକୁମ୍ଭ ମେଳା […]

ସଂପୂର୍ଣ୍ଣ ପଢନ୍ତୁ
1708518117 Neet Ug

ମେ’ ୪ରେ ହେବ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୫ ( NEET-UG 2025 ) ଆସନ୍ତା ମେ’ ୪ତାରିଖରେ ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମେ’ ୪ ତାରିଖରେ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ୧୩ଟି ଭାଷାରେ ପରୀକ୍ଷା ଦେଇ ପାରିବେ । ଯେଉଁଥିରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ରହିବ। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
N8b3nq9hnj0etdsupvla

ଭାବୁକ ହୋଇପଡିଲେ ଆନ୍ନା, ବହୁତ ବୁଝାଇଲି, ହେଲେ ସେ ମାନିଲେନି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜରିୱାଲଙ୍କ ପରାଜୟରେ ସାମାଜିକ କର୍ମୀ ଆନ୍ନା ହଜାରେ ଭାବପ୍ରବଣ ହୋଇପଡିଛନ୍ତି । ଆନ୍ନା ହଜାରେ ଭାବପ୍ରବଣ ହୋଇ କହିଛନ୍ତି ଯେ ସେ କେଜରିୱାଲଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ସମାଜ ବିଷୟରେ ଚିନ୍ତା ନକରି ରାଜନୀତିରେ ପ୍ରବେଶ କରିଥିଲେ। ସେ କହିଲେ, “ମୁଁ ତାଙ୍କଠାରୁ ବହୁତ ଆଶା କରିଥିଲି। ମୁଁ ତାଙ୍କୁ ବହୁତ ଭଲପାଉଥିଲି, କିନ୍ତୁ ସେ ଚାଲିଗଲେ।” ସାମାଜିକ କର୍ମୀ […]

ସଂପୂର୍ଣ୍ଣ ପଢନ୍ତୁ