ରାଜାଙ୍କୁ ତିନିଦିନଆ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ
ବାଲେଶ୍ବର: କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତିନିଦିନଆ ରିମାଣ୍ଡରେ ଆଣିବ। ଇଓଡବ୍ଲ୍ୟୁ ୫ ଦିନିଆ ରିମାଣ୍ଡଲାଗି ଆବେଦନ କରିଥିବା ବେଳେ ବାଲେଶ୍ୱର ଓପିଆଇଡି କୋର୍ଟ ରାଜା ଚକ୍ରଙ୍କୁ ଆଜିଠାରୁ ନିତିଦିନଆ ରିମାଣ୍ଡର ଅନୁମତି ଦେଇଛନ୍ତି। ରାଜା ଚକ୍ରଙ୍କ ସହ ଗନ୍ଧମାର୍ଦ୍ଦନ ଲୋଡ଼ିଂ […]
ସଂପୂର୍ଣ୍ଣ ପଢନ୍ତୁ