2025 04 07t182500z 902881665 Rc26tda8e5n9 Rtrmadp 3 Israel Palestinians Egypt Macron

ଡ୍ରଗ୍ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନିଜେ ଫସିଗଲେ ମାକ୍ରନ୍: ଜେଲ୍ ଉପରେ ଆକ୍ରମଣ

ପ୍ୟାରିସ୍: ଫ୍ରାନ୍ସର ଡ୍ରଗ୍ ମାଫିଆମାନେ ସରକାରଙ୍କ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ଦେଶରେ ନିଶା ନିବାରଣ ବିରୋଧରେ ଏକ କଠୋର ଅଭିଯାନ ଆରମ୍ଭ ହୋଇଛି। ଅନେକ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଏବେ ନିଜ ପାଇଁ ମହଙ୍ଗା ପଡ଼ିଛି। ପ୍ରକୃତରେ, ଏହି କାର୍ଯ୍ୟାନୁଷ୍ଠାନ ପରେ, ସୋମବାର ବିଳମ୍ବିତ ରାତିରେ ସେଠାକାର ଜେଲ୍‌ଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଥିବା ବିଶେଷଜ୍ଞ ମତପୋଷଣ […]

ସଂପୂର୍ଣ୍ଣ ପଢନ୍ତୁ
P 1

ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିବେ ୬ ମହିଳା

ଏକ ସାଙ୍ଗରେ ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ । ପ୍ରଥମ ଥର ପାଇଁ ମହିଳାଙ୍କ ଏକ ଟିମ୍ ମହାକାଶ ଯାତ୍ରା କରିବେ । ପୂର୍ବରୁ ୧୯୬୩ରେ […]

ସଂପୂର୍ଣ୍ଣ ପଢନ୍ତୁ
Dcp Jagmohan

ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା, ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ

ଭୁବନେଶ୍ୱର : ରାମମନ୍ଦିର ଆଗରୁ ଶିଶୁଅପହରଣ ମାମଲା । କମିଶନରେଟ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ସିସିଟିଭି ଫୁଟେଜ, ହ୍ୟୁମାନ ଇଣ୍ଟେଲିଜେନସକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଖୁବ୍ ଶୀଘ୍ର ଅପହରଙ୍କରୀଙ୍କୁ ଧରିବେ କହିଛନ୍ତି ଭୁବନେଶ୍ୱର ଡିସିପି । ରାମମନ୍ଦିର ଆଗରୁ ଦୁଇ ବର୍ଷର ଶିଶୁ ଅପହରଣ । ଫଳରସ ଦେଇ ଦୃଷ୍ଟି ବାଧିତ ମହିଳା ଜୟନ୍ତୀ ମଲ୍ଲିକଙ୍କ କୋଳରୁ ଶିଶୁ ପୁତ୍ରକୁ ଅପହରଣ ଅଭିଯୋଗ । ଶନିବାର ରାତି ପ୍ରାୟ […]

ସଂପୂର୍ଣ୍ଣ ପଢନ୍ତୁ

ମିଆଁମାରରେ ପୁଣି ୪.୫ ତୀବ୍ରତାର ଭୂମିକମ୍ପ

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନସିଏସ ଅନୁଯାୟୀ, ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନସିଏସ ଏହି ତଥ୍ୟ ପ୍ରଦାନ କରିଛି। ସେପଟେ ମିଆଁମାର ସରକାରଙ୍କ ଆନୁଷ୍ଠାନିକ ଅନୁରୋଧ କ୍ରମେ ଅପରେସନ ବ୍ରହ୍ମା ଅଧୀନରେ ଭାରତୀୟ ସେନା ଇଞ୍ଜିନିୟରଙ୍କ ଏକ ବିଶେଷଜ୍ଞ ଦଳ ଗତ ୬ ତାରିଖରେ ଦେଶରେ ପହଞ୍ଚି ଆଞ୍ଚଳିକ ସହାୟତା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
50fedc9d 26b4 4946 9569 B915d31b6f2e

ମାଆ ସାରଳାଙ୍କ ଝାମୁଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ : ମନ୍ଦିର ବେଢ଼ାରେ ପାନୀୟ ଜଳର ଅବ୍ୟବସ୍ଥା ଯୋଗୁଁ ଯାତ୍ରୀ ହନ୍ତସନ୍ତ

ଜଗତସିଂହପୁର/ଝଙ୍କଡ଼ :  ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ଝାମୁଯାତ୍ରା ଉପଲକ୍ଷେ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।  ତିନି ପାଖରୁ ପ୍ରବେଶ ପଥର କିଛି ବାଟ ପୁର୍ବରୁ, ପୋଲିସ ପ୍ରଶାସନ ପକ୍ଷରୁ, ଯାନବାହାନ ଚଳାଚଳ ନିଷିଦ୍ଧ କରାଯାଇଥିବାରୁ ଯାତାୟାତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ସୁବିଧା ହୋଇଥଲା ।  ହିନ୍ଦୁ ନବବର୍ଷ ର ପ୍ରଥମ ଦିନ, ଏହି ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ପାଳିତ ହେଉଥିବାରୁ ପ୍ରାତଃ […]

ସଂପୂର୍ଣ୍ଣ ପଢନ୍ତୁ
Odisha Mine

କୋଇଲା ପରେ ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ସୁନ୍ଦରଗଡ଼: ପ୍ରଥମେ କୋଇଲା ଖଣି ପରେ ଏବେ ସୁନ୍ଦରଗଡରେ ମାଙ୍ଗାନିଜ ଲୁହାପଥର ଖଣିରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ର ଚଢାଉ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢାଉରେ ଏନଫୋର୍ସମେଣ୍ଟ ଟିମ୍ ସହ ଡିଡିଏମ୍ ଓ ରେଞ୍ଜର ମଧ୍ୟ ଉପସ୍ଥିତ ଅଛନ୍ତି । କୋଇଡାର କେନାଭେଟା, ଗିଡେଇ, ଗଣୁଆ, ମୁଟୁକୁଦର ପାଟମୁଣ୍ଡା ଅଞ୍ଚଳରେ ଦିନ ତମାମ ଖଣିଜ ଗଚ୍ଛିତ ରଖାଯାଇଥିବା ସ୍ଥାନ ବୁଲି ଦେଖିଛି ଟିମ୍ […]

ସଂପୂର୍ଣ୍ଣ ପଢନ୍ତୁ
Bhakta

ନବୀନ ୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ : ଭକ୍ତ ଦାସ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ବିଜେଡିକୁ କଡ଼ା ଚେତାବନୀ ଦେଇ ପିସିସି ସଭାପତି ଭକ୍ତ ଦାସ କରିଛନ୍ତି ନବୀନ ପଟ୍ଟନାୟକ ଏନେଇ କଂଗ୍ରେସକୁ କ୍ଷମା ମାଗନ୍ତୁ। ଆମେ ନବୀନଙ୍କୁ ୭ ଦିନ ସମୟ ଦେଉଛୁ। ଏହି ସମୟ ମଧ୍ୟରେ ସେ କ୍ଷମା ନ ମାଗିଲେ। ସ୍ଥିତି କିଛି ଭଲ ହେବନି। କଂଗ୍ରେସ ନବୀନ ନିବାସ ଘେରାଉ କରିବ […]

ସଂପୂର୍ଣ୍ଣ ପଢନ୍ତୁ
Shah Rukh

ପ୍ରଶଂସକଙ୍କ ପାଇଁ ଶାହରୁଖଙ୍କ ବଙ୍ଗଳାରେ ରାତି ବିତାଇବାର ସୁଯୋଗ

ମୁମ୍ବଇ: ଶାହରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଉପହାର ଦେଉଛନ୍ତି। ଏବେ ଆପଣ ତାଙ୍କ ରାଜକୀୟ ଜୀବନଶୈଳୀକୁ ଗୋଟିଏ ରାତି ପାଇଁ ବଞ୍ଚିପାରିବେ। କାଲିଫର୍ଣ୍ଣିଆର ବେଭର୍ଲି ହିଲ୍ସରେ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭଡ଼ା ପାଇଁ ଉପଲବ୍ଧ। ଏହି ବିଳାସପୂର୍ଣ୍ଣ ଘର ପ୍ରସିଦ୍ଧ ରୋଡିଓ ଡ୍ରାଇଭରୁ ମାତ୍ର କିଛି ମିନିଟ୍ ଦୂରରେ ଅବସ୍ଥିତ। ଏଥିରେ ଛଅଟି ସୁନ୍ଦର ଶୟନ କକ୍ଷ ଅଛି, ଯାହା ଅତିଥିମାନଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ। ଖର୍ଚ୍ଚ କରିବାକୁ ପଡ଼ିବ ଏତେ ଟଙ୍କା-  […]

ସଂପୂର୍ଣ୍ଣ ପଢନ୍ତୁ
Boat

ଦୁଇ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଦୁଇ ମାସ ଯାଏଁ ସମୁଦ୍ରକୁ ଯାଇପାରିବେ ନାହିଁ ମତ୍ସ୍ୟଜୀବୀ । ରାଜ୍ୟର ପୂର୍ବ ଉପକୂଳ ଗୁଡିକରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ । ଏନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୧୧ ତାରିଖରେ ନୋଟିସ ଜାରି କରାଯାଇଛି । ନୋଟିସ ନଂ. ୪୦୩୮ରେ ରହିଛି ଯେ, ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଆଁଳ ସୁରକ୍ଷା ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର […]

ସଂପୂର୍ଣ୍ଣ ପଢନ୍ତୁ
Pravati

ପରିବର୍ତ୍ତନକୁ ଗ୍ରହଣ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଦିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟମାନଙ୍କୁ ସମ୍ବୋଧିତ କରି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଗୋଟିଏ ସଂଗଠନ ପ୍ରାୟତଃ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ବଢ଼େ। କିନ୍ତୁ ସେହି ବ୍ୟକ୍ତି ସଂଗଠନକୁ ସବୁଦିନ ପାଇଁ ଆଗକୁ ବଢ଼ାନ୍ତି ନାହିଁ। ଲୋକମାନେ ଅବସର ନିଅନ୍ତି, ପଦ ଛାଡି ଦିଅନ୍ତି, ନିଷ୍କ୍ରିୟ ହୋଇଯାଆନ୍ତି, ନେତୃତ୍ୱ ପରିବର୍ତ୍ତନ ହୁଏ, ନୂତନ ନେତୃତ୍ୱ ମୂଳ ଧରିଥାଏ […]

ସଂପୂର୍ଣ୍ଣ ପଢନ୍ତୁ