ଉତ୍କଳଦିବସ ଉପଲକ୍ଷେ ଝଙ୍କଡ଼ ସାରଳା ପୀଠରେ ଦହିପଣା ବଣ୍ଟନ
ଜଗତସିଂହପୁର/ ଝଙ୍କଡ଼ : ପବିତ୍ର ଉତ୍କଳଦିବସ ଉପଲକ୍ଷେ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ, ରାହାମା ତାଳପଡା ସ୍ଥିତ ଆକ୍ସିସ ବ୍ୟାଙ୍କ, ସାଇଲୋ ବ୍ରାଞ୍ଚ ଶାଖା ତରଫରୁ, ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ତିର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ ଦହିପଣା ବଣ୍ଟନ କରାଯାଇଛି । ଚଳିତ ବ୍ୟାଙ୍କ ଆର୍ଥିକ ବର୍ଷର ଆରମ୍ଭରେ , ଶାଖା ପରିଚାଳକ ସତ୍ୟଜିତ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ବ୍ୟାଙ୍କର […]
ସଂପୂର୍ଣ୍ଣ ପଢନ୍ତୁ