Saha

ସହଦେବ ନାୟକ ହତ୍ୟା ମାମଲା, ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ଭୁବନେଶ୍ବର: ଭୁବନେଶ୍ବରରେ ପୋଲିସ ମିତ୍ର ସହଦେବ ନାୟକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘର ଭଙ୍ଗାଯାଉଛି । ମୁଖ୍ୟ ଅଭିଯୁକ୍ତ ରମା ନାୟକର ଘର ଭାଙ୍ଗିଲା BMC । କେଦାରପଲ୍ଲୀ ବସ୍ତିରେ ଥିବା ଘର ଭଙ୍ଗାଯାଇଛି । ପୋଲିସ ଉପସ୍ଥିତିରେ ଜେସିବିରେ ଭଙ୍ଗା କାର୍ଯ୍ୟ ଚାଲିଛି । ସୂଚନାଯୋଗ୍ୟ ଯେ, ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହେଉଛନ୍ତି ସଫେଇ କର୍ମଚାରୀ ସଂଘ ସଭାପତି । ତାଙ୍କୁ 2025 ଜାନୁୟାରୀରେ ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 05 23 At 12

ଭାରତ ପାଣି ବନ୍ଦ କଲେ, ଆମେ ନିଶ୍ୱାସ ବନ୍ଦ କରିଦେବୁ; ଏମିତି ଧମକ ଦେଲା ପାକିସ୍ତାନ

ପାକିସ୍ତାନ ସେନା ମୁଖପାତ୍ର ଅହମଦ ସରିଫ୍‍ ଚୌଧୁରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସରିଫ ଚୌଧୁରୀ କହିଛନ୍ତି ଯେ ଯଦି ଭାରତ ଆମର ପାଣି ବନ୍ଦ କରିଦିଏ, ତେବେ ଆମେ ତା’ର ନିଶ୍ୱାସ ବନ୍ଦ କରିଦେବୁ । ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ସରିଫ ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ କରିଥିବା ଅପରେସନ ସିନ୍ଦୂର ପରେ ରକ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Image 2025 05 23t105614.282

ଭିଜିଲାନ୍ସ ଜାଲରେ ଜେଇ, ଏକକାଳୀନ ୮ଟି ସ୍ଥାନରେ ରେଡ୍

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଆର ଆଣ୍ଡ ବି ଡିଭିଜନର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଚଢ଼ାଉ । ନୂଆପଡ଼ା, ଭୁବନେଶ୍ୱର ଓ ପୁରୀ ଜିଲ୍ଲା ପିପିଲିର ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ୭ […]

ସଂପୂର୍ଣ୍ଣ ପଢନ୍ତୁ
Arrest 2 1

ଦୁଇ ଇଂଜିନିୟରଙ୍କୁ କୋଟିଏ ୫ ଲକ୍ଷ ଠକେଇ, ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଖୋର୍ଦ୍ଧା: ଇଂଜିନିୟରଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ । ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ।  ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଓରଫ ବିରଞ୍ଚି ପଟ୍ଟନାୟକ ଦୁଇ ଜଣ ଇଂଜିନିୟଙ୍କୁ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇଥିଲା । ଉଚ୍ଚ ଦରମାରେ ନିଯୁକ୍ତି ଦେବ କହି ଜଣେ ଏରୋନେଟିକ ଇଂଜିନିୟରଙ୍କୁ ୯୦ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା ।  ବ୍ରିଟିଶ ଏୟାର ୱେଜ୍ ଓ ଲୁପଥାନ୍ସା ଏୟାରୱେଜରେ ଚାକିରି ଦେବ କହିଥିଲା ଠକ ।  ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Hirakud

ଜୁନ୍ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର, ଆଲର୍ଟରେ ୧୫ ଜିଲ୍ଲା

ସମ୍ବଲପୁର: ଉପରମୁଣ୍ଡରେ ଲଗାତାର ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ଲାଗିଛି । ଯାହାକୁ ନଜରରେ ରଖି ଜୁନ ୧ରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏକ ଚେତାବନୀ ଜାରି କରିଛନ୍ତି । ତଳ ମୁଣ୍ଡର ୧୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି । କର୍ତ୍ତୃପକ୍ଷଙ୍କ ଚିଠି ଅନୁସାରେ, ଜୁନ୍ ୧ରୁ ୩୧ ଜୁନ୍ ମଧ୍ୟରେ ଯେକୌଣସି ସମୟରେ ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯାଇପାରେ । […]

ସଂପୂର୍ଣ୍ଣ ପଢନ୍ତୁ
Bbcb5610 B469 45cc Aeaf A3f532ef5380

ଶତାୟୁ ମହିଳା ଧୋବଣୀ ଦେଈଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ଜଗତସିଂହପୁର/ ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅଧିନ ବଡ଼ଶାରୋଳ ( ହରିପୁର) ଗ୍ରାମର ମାଆ ସାରଳା ଙ୍କ ନିତ୍ୟସେବକ ସ୍ବର୍ଗତ ସୁଦର୍ଶନ ରାଉଳ ଙ୍କ ଧର୍ମପତ୍ନୀ ତଥା ଆଦର୍ଶ ଗୃହିଣୀ ଶତାୟୁ ମହିଳା ଧୋବଣୀ ଦେଈ (୧୦୧) ଙ୍କର ପବିତ୍ର ଏକାଦଶାହ ଉପଲକ୍ଷେ ଏକ ଅଶ୍ରୁଳ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଗତ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ରାଉଳ ଙ୍କ ସଭାପତିତ୍ବରେ […]

ସଂପୂର୍ଣ୍ଣ ପଢନ୍ତୁ
Dcf74608 A314 4cbc 9fb7 48fab7e386f3

ତିର୍ତ୍ତୋଲ କଲେଜ ଓ ରାହାମା କଲେଜର +୨ବିଜ୍ଞାନର ଦୁଇଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର :  ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ରେ ଚଳିତ ବର୍ଷ+ ୨ବିଜ୍ଞାନ ବିଭାଗରେ ୫୪୧ ନମ୍ବର ରଖି ଏହି କଲେଜରେ ଟପ ର ହୋଇଥିବାରୁ କୃତ୍ତିଛାତ୍ରୀ ଭାଗ୍ୟଲକ୍ଷ୍ମୀ ରାଉତ ଙ୍କୁ ଓ ରାହାମା ସ୍ଥିତ ସାରଳା ମହାବିଦ୍ୟାଳୟର + ୨ ବିଜ୍ଞାନ ରେ ୪୮୫ ନମ୍ବର ରଖି,୨୧୫ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ଟପର ହୋଇଥିବାରୁ, ଉଭୟଙ୍କୁ ଗତ ୨୨ ତାରିଖ ଗୁରୁବାର ଦିନ ଅପରାହ୍ନରେ, ତିର୍ତ୍ତୋଲ କଲେଜ ରୋଡ ସ୍ଥିତ ସାରଳା ମେସ […]

ସଂପୂର୍ଣ୍ଣ ପଢନ୍ତୁ
Dd793940 12b0 4fd1 8aec E517c2b65e30

ଜଗତସିଂହପୁର ଜିଲ୍ଲାରେ+୨ବିଜ୍ଞାନରେ ଟପର ଅଭିଷେକ ଦାଶ ଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର :  ତିର୍ତ୍ତୋଲ ସ୍ଥିତ ୟୁନୋପୋସ ହାୟର ସେକେଣ୍ଡାରୀ ସ୍କୁଲ ଅଫ ସାଇନ୍ସ ରୁ ବିଜ୍ଞାନ ବିଭାଗରେ ୫୬୬ ନମ୍ବର ରଖି ଜଗତସିଂହପୁର ଜିଲ୍ଲାର ଟପ ର ହୋଇଛନ୍ତି। ସେ ମ୍ୟାଟ୍ରିକ ପରୀକ୍ଷାରେ ୪୮୮ ନମ୍ବର ରଖି ଏହି କଲେଜରେ ଆଡ଼ମିଶନ କରି ଅଧ୍ୟୟନ କରିଥିଲେ। ସେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମଧୁରଗଣ୍ଡ, ଖମାର ଗ୍ରାମର ପ୍ରଦୀପ୍ତ କୁମାର ଦାଶ ଓ ଝାନସିରାଣୀ ଦାଶ ଙ୍କ ପୁତ୍ର । ତାଙ୍କର ସଫଳତା ପାଇଁ ସେ ନିଜର […]

ସଂପୂର୍ଣ୍ଣ ପଢନ୍ତୁ
222

ସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ, କୋଭିଡକୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ

ଭୁବନେଶ୍ବର : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି, ୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ […]

ସଂପୂର୍ଣ୍ଣ ପଢନ୍ତୁ
Cm Mohan Majhi 3 1140x570 1 750x

‘ଦୁର୍ଗମ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରନ୍ତୁ ସଚିବ’: ପିଏମ୍‌ ଜନମନ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌ ଜନମନ) କାର୍ଯ୍ୟକାରୀ ହେଉଛି। ଯୋଜନା କାର୍ଯ୍ୟକାରୀ ହେଉଥିବା ପ୍ର‌ତ୍ୟେକ ଦୁର୍ଗମ ଅଞ୍ଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପିଏମ୍‌ ଜନମନ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ଜିଲ୍ଲାପାଳ ଓ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀମାନେ […]

ସଂପୂର୍ଣ୍ଣ ପଢନ୍ତୁ