Syipfb95hkziqvddw4kc

ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କ(ଏସଇବିସି) ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଦ୍ୱନ୍ଦ୍ୱ ଦୂର କରିଛନ୍ତି । ସେ କହିଛନ୍ତି ଯେ, ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ଏସଇବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ କରିଛୁ। ପୂର୍ବରୁ ଏସସି/ଏସଟି ବର୍ଗଙ୍କ ପାଇଁ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା ରହିଛି। ଏସଇବିସି ସଂରକ୍ଷଣ ୧୧.୨୫% ମିଶିଲେ ଏହା ୫୦% ରେ ସୀମିତ ରହିବ। ଦିବ୍ୟାଙ୍ଗଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Klyzxhhwg7zzixsnsymd

ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ: ସରକାର ନେବେ ଆଇନ୍‌ଗତ ପଦକ୍ଷେପ

ଭୁବନେଶ୍ବର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର ପରେ ବି ଦୀଘାରେ ‘ଜଗନ୍ନାଥ ଧାମ’ ଫଳକ ହଟିନାହିଁ। ତେଣୁ ସରକାର ଖୁବଶୀଘ୍ର ଆଇନଗତ ପଦକ୍ଷେପ ନେବେ। ବର୍ତ୍ତମାନ କ’ଣ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ରହିବ ସେନେଇ ତର୍ଜମା ଚାଲିଛି। ସୂଚନାଯୋଗ୍ୟ, […]

ସଂପୂର୍ଣ୍ଣ ପଢନ୍ତୁ

‘ଆମ ବସ୍‌’ ପୁଣି ଚାପିଦେଲା: ୩ ବାଇକ୍‌ ଆରୋହୀଙ୍କୁ ମାରିଲା ଧକ୍କା, ଶିଶୁର ମୃତ୍ୟୁ

ଖୋର୍ଦ୍ଧା/ଭୁବନେଶ୍ବର: ଜନସାଧାରଣଙ୍କ ସୁବିଧାରେ ଯାତାୟାତ ପାଇଁ ରାଜ୍ୟ ସରକାର ‘ଆମ ବସ୍‌’ ସେବା ଜାରି ରଖିଛନ୍ତି। ଏହି ସେବା ଲୋକଙ୍କ ପାଇଁ ଯେତିକି ସୁବିଧା କରୁଛି, ତାଠାରୁ ଅଧିକ ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ଅନେକ ଯାତ୍ରୀ ‘ଆମ ବସ୍‌’ରେ ଯାତ୍ରାକୁ ସୁରକ୍ଷିତ ମନେ କରୁନଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଏଥି ପ୍ରତି ସତର୍କ ରହିବାକୁ ପଡୁଛି। ଆମ ବସ୍‌ କେତେବେଳେ ପଛଆଡୁ ଆସି ଚାପି ଦେବ, ତାହା କହିହେବ ନାହିଁ। କାରଣ ଏଭଳି ଘଟଣା […]

ସଂପୂର୍ଣ୍ଣ ପଢନ୍ତୁ
Ministry Of Foreign Affr Pakistan Logo

ଆମ ପାରମ୍ପରିକ ଶକ୍ତି ଭାରତ ପାଇଁ ଯଥେଷ୍ଟ : ପାକ୍ ବୈଦେଶିକ ମନ୍ତ୍ରାଳୟ

ଇସ୍ଲାମାବାଦ : ପାକିସ୍ତାନରେ ଆଣବିକ ଅସ୍ତ୍ର ସୁରକ୍ଷିତ ନୁହେଁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିବା ପରେ ତାହାର ଜବାବ ଦେଇଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ରାଜନାଥଙ୍କ ବୟାନକୁ ନିନ୍ଦା କରାଯାଇଛି । ତାଙ୍କର ଏହି ବୟାନ ପାକିସ୍ତାନର ଆଣବିକ ଅସ୍ତ୍ର ପ୍ରତି ଭାରତର ଅସୁରକ୍ଷିତ ଭାବନାକୁ ଦର୍ଶାଉଛି । ପାକିସ୍ତାନର ପାରମ୍ପରିକ ଶକ୍ତି ଭାରତକୁ ରୋକିବାରେ ସକ୍ଷମ ବୋଲି ପାକ୍ ବୈଦେଶିକ ମନ୍ତ୍ରାଳୟ କହିଛି । ଏହା ପୂର୍ବରୁ […]

ସଂପୂର୍ଣ୍ଣ ପଢନ୍ତୁ

ଜେଲରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଇମ୍ରାନ ଖାଁ, ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡିଲେ ଇମ୍ରାନଙ୍କ ପୁଅ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କୁ ଡେଥ୍ ସେଲରେ ରଖାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ତାଙ୍କ ଓକିଲଙ୍କ ସହ କଥା ହେବାକୁ ମଧ୍ୟ ଅନୁମତି ନାହିଁ। ନିକଟରେ ତାଙ୍କ ମୃତ୍ୟୁର ଏକ ଗୁଜବ ମଧ୍ୟ ପ୍ରକାଶ ପାଇଥିଲା। ତଥାପି, ଏହା କୌଣସି ନିର୍ଭରଯୋଗ୍ୟ ସୂତ୍ରରୁ ନିଶ୍ଚିତ ହୋଇପାରି ନାହିଁ। ଏହି ସମୟରେ, ଇମ୍ରାନ ଖାନଙ୍କ ଉଭୟ ପୁଅ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ […]

ସଂପୂର୍ଣ୍ଣ ପଢନ୍ତୁ
Images

ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଲେ ମୁନା ଖାନ୍‌

ଭୁବନେଶ୍ୱର,୧୫।୫: ଇସ୍ତଫା ଦେଲେ ମୁନା ଖାନ୍‌! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍‌। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି। ଏଥିପାଇଁ ସେ ସକାଳୁ ସକାଳୁ ନବୀନ ନିବାସ ପହଞ୍ଚିଥିବା ଚର୍ଚ୍ଚା ହେଉଛି। ତେବେ ଗତ ୫ ତାରିଖରେ ସଂଖ୍ୟାଲଘୁ ସଂପ୍ରଦାୟ କମିଟି ଗଠନ ହୋଇଥିଲା। ଦିଲ୍ଲୀପ ତିର୍କିଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 05 15 At 3.27.35 Pm 1536x872

ଷ୍ଟିଲ କମ୍ପାନୀ ଗୁଡିକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ହେବା ଓଡିଶାର ଲକ୍ଷ୍ୟ। ଏଥିରେ ଖଣି ଓ […]

ସଂପୂର୍ଣ୍ଣ ପଢନ୍ତୁ
Testing Times Ahead For Indias New Foreign Minister S Jaishankar

ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିଛି: ଜୟଶଙ୍କର

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମର ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରିଦେଇଥିଲା। ଚୁକ୍ତି ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନକୁ ପାଣି ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଅପରେସନ ‘ସିନ୍ଦୂର’ ସ୍ଥଗିତ ରହିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି। ହେଲେ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ପ୍ରସଙ୍ଗରେ ପୁନର୍ବିଚାର କରିବା ଲାଗି ପାକିସ୍ତାନ ଭାରତକୁ ଅନୁରୋଧ କରିଥିବାବେଳେ ଏ ନେଇ କୌଣସି ଆଲୋଚନା ହେବ […]

ସଂପୂର୍ଣ୍ଣ ପଢନ୍ତୁ

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ୧୪ଟି ପ୍ରଶ୍ନ

ନୂଆଦିଲ୍ଲୀ : ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ପାଇଁ ବିଲ୍‍ ଅନୁମୋଦନ ପାଇଁ କୌଣସି ସମୟସୀମା କ’ଣ ସୁପ୍ରିମକୋର୍ଟ ସ୍ଥିର କରିପାରିବେ । କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି । ପ୍ରକୃତରେ ତାମିଲନାଡୁ ସରକାରଙ୍କ ରାଜ୍ୟପାଳଙ୍କ ବିରୋଧରେ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ୮ ଏପ୍ରିଲରେ ଆସିଥିବା ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ଠାରୁ ଆନୁଷ୍ଠାନିକ ମତାମତ ଲୋଡିଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
6b19b30f C622 493a 8d65 8d6d91614721

ୟର୍ଣ୍ଣ ଇଣ୍ଟରନ୍ୟାସନାଲ ସ୍କୁଲର ସମର କ୍ୟାମ୍ପର ଉଦ୍‌ଯାପିତ

କଟକ ସଦର : ବୟାଳିଶ ମୌଜା ବେଣ୍ଟକାରସ୍ଥିତ ୟର୍ଣ୍ଣ ଇଣ୍ଟରନ୍ୟାସନାଲ ସ୍କୁଲର ସମର କ୍ୟାମ୍ପର ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜରତନ ଦାସ ଓ ସମର କ୍ୟାମ୍ପର ଆୟୋଜିକା ଶ୍ରୀମତୀ ସୁଜାତା ପ୍ରଧାନଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଡ. ଶ୍ରୀମତୀ ରାଜଶ୍ରୀ ମହାପାତ୍ର ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ସଦସ୍ୟମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ | ଏହି ଅବସରରେ ପିଲାମାନେ ଶିଖିଥିବା […]

ସଂପୂର୍ଣ୍ଣ ପଢନ୍ତୁ