ଜମ୍ମୁ ଓ କଶ୍ମୀରର ୨୦ଟି ସ୍ଥାନରେ ପୁଲିସର ଚଢଉ
ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ତୀବ୍ର ହୋଇଛି। ଏହି ସମୟରେ, ରାଜ୍ୟ ପୁଲିସର ତଦନ୍ତକାରୀ ସଂସ୍ଥାକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରରେ ୨୦ଟି ସ୍ଥାନରେ ଚଢାଉ କରି ପୁଲିସ ଏକ ଆତଙ୍କୀ ସ୍ଲିପର ସେଲ୍ ମଡ୍ୟୁଲ୍ର ପର୍ଦ୍ଦାଫାଶ କରିଛି। ଚଢଉ ସମୟରେ, ବହୁ ପରିମାଣର ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇଥିଲା। ଏହା ସହିତ, କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ […]
ସଂପୂର୍ଣ୍ଣ ପଢନ୍ତୁ