ମଧ୍ୟପ୍ରାଚ୍ୟକୁ ମୁହାଁଇଲା ଆମେରିକୀୟ ଯୁଦ୍ଧ ଜାହାଜ, ଇସ୍ରାଏଲ-ଇରାନ ଯୁଦ୍ଧରେ ହୋଇପାରେ ସାମିଲ
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ ଚଳାଇଛନ୍ତି। ଇସ୍ରାଏଲ ଯୁଦ୍ଧରେ ଆମେରିକାର ସହଯୋଗ ଲୋଡିଛି। ତେବେ ଇରାନ ପାଶ୍ଚାତ୍ୟ ଦେଶ ବିଶେଷକରି ଆମେରିକା, ଫ୍ରାନ୍ସ ଓ ବ୍ରିଟେନକୁ ଚେତାବନୀ ଦେଇ ଇସ୍ରାଏଲକୁ ସହଯୋଗ ନ କରିବାକୁ କହିଛି। ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଧମକର କଡ଼ା ଜବାବ ଦେଇଥିଲେ। ଏହା ଭିତରେ ସୋମବାର ଆମେରିକାର ଏକ ଯୁଦ୍ଧ ଜାହାଜ ୟୁଏସଏସ ନିମିଜ ମଧ୍ୟପ୍ରାଚ୍ୟକୁ […]
ସଂପୂର୍ଣ୍ଣ ପଢନ୍ତୁ