Snsnan

AI କ୍ୟାମେରା ନଜରରେ ରହିଛି ପୁରୀ ସହର

ପୁରୀ : ଆଜି ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ପୂର୍ଣ୍ଣିମା ।  ଏହି ଅବସରରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ହୋଇଛି ।  ଏନେଇ ଭକ୍ତଙ୍କ ଗହଳିକୁ ନଜର ରଖି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୭୦ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୪୫୦ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଭିତର ଏବଂ ଚତୁଃପାଶ୍ୱର୍ରେ ଆତଙ୍କବାଦୀ ନିରୋଧ ବାହିନୀ ମୁତୟନ କରାଯାଇଛି ।  ଏହାସହିତ ଏ.ଆଇ କ୍ୟାମେରା ନଜରରେ ରହିଛି ପୁରୀ ସହର । ୪ଜଣ ଆରକ୍ଷୀ […]

ସଂପୂର୍ଣ୍ଣ ପଢନ୍ତୁ
At

ୟୁପି ନେତାଙ୍କ ବେକରେ ଫୁୁଲମାଳ ପକାଇ ମାଡ଼ ମାରିଲେ ପୂର୍ବତନ ଦଳୀୟ ସହକର୍ମୀ

ଜୌନପୁର: ୟୁପି ନେତାଙ୍କ ବେକରେ ଫୁୁଲମାଳ ପକାଇ ମାଡ଼ ମାରିଲେ ପୂର୍ବତନ ଦଳୀୟ ସହକର୍ମୀ। ସୁହେଲଦେବ ସ୍ୱାଭିମାନ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହେନ୍ଦ୍ର ରାଜଭରଙ୍କୁ ତାଙ୍କ ପୂର୍ବତନ ଦଳର ନେତା ଚାପୁଡ଼ା ମାରିଥିବା ଜଣାଯାଇଛି। ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେଉଛି। ଘଟଣାଟି ଗତ ସପ୍ତାହରେ ଘଟିଥିଲା, ହେଲେ ଏବେ ଭିଡିଓ ଭାଇରାଲ ହେଉଛି। ମହାରାଜା ସୁହେଲଦେବଙ୍କ ବିଜୟ ଦିବସ ପାଳନ ସମୟରେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 11 125302 750

ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ହୋଇଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଯାଜପୁର: ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାରଠାରୁ ଅଚାନକ ଶତାଧିକ ରୋଗୀ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ଅଞ୍ଚଳର ଅନେକ ପଞ୍ଚାୟତର ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିବାବେଳେ ମେଡିକାଲ ପରିସରରେ ରୋଗୀ ଓ ପରିବାର ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ତେବେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଝାଡ଼ାବାନ୍ତି ହୋଇଛି। ୨୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୪୦ରୁ […]

ସଂପୂର୍ଣ୍ଣ ପଢନ୍ତୁ
Diarrhea 1

ଯାଜପୁରରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି: ୨ ଜଣ ମୃତ, ୫୦୦ ଆକ୍ରାନ୍ତ

ଯାଜପୁର: ଯାଜପୁରରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ଆଉ କିଛି ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଡାଇରିଆରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଶହରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଦାନଗଦି ବ୍ଲକ ତକାଇଲୋ ଗାଁର ୬୨ ବର୍ଷୀୟ ସୁଦର୍ଶନ ପାତ୍ର ଓ ବ୍ୟାସନଗର ଶର୍ମା କଲୋନୀର ୬୫ ବର୍ଷୀୟ ତୁଳାରାମ ଶର୍ମାଙ୍କ ଜୀବନ ଯାଇଛି । ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ […]

ସଂପୂର୍ଣ୍ଣ ପଢନ୍ତୁ
Zdkoh2ni42hbxhplsqqk

ମେଘାଳୟ ସରକାରଙ୍କୁ କ୍ଷମା ମାଗି ରାଜାଙ୍କ ଭାଇ କହିଛନ୍ତି,‘ସୋନମଙ୍କ ଭଳି ମହିଳାଙ୍କ ପାଇଁ ନଷ୍ଟ ହୋଇଯାଇଛି ୭ଟି ପରିବାର’

ନୂଆଦିଲ୍ଲୀ: ଇନ୍ଦୋରର ବ୍ୟବସାୟୀ ସୋନମ ରଘୁବଂଶୀଙ୍କ ହତ୍ୟା ମାମଲାର ଯାଞ୍ଚ ଯେତେ ଆଗକୁ ବଢ଼ୁଛି ନୂଆନୂଆ ତଥ୍ୟ ସେତେ ସାମ୍ନାକୁ ଆସିବାରେ ଲାଗିଛି। ଯାଞ୍ଚ ଏଜେନ୍ସିଙ୍କ କହିବାନୁଯାୟୀ ମୃତ ରାଜାଙ୍କ ଭାଇ ସଚିନ ରଘୁବଂଶୀ ମେଘାଳୟ ସରକାରଙ୍କୁ କ୍ଷମା ମାଗିଛନ୍ତି। ସଚିନ କ୍ଷମା ମାଗି କହିଛନ୍ତି, ‘ସୋନମଙ୍କ ଭଳି ମହିଳାଙ୍କ ପାିଇଁ ରାଜ୍ୟର ଛବି ଖରାପ ହୋଇଛି। ମେଘାଳୟ ପୁଲିସ ଅପରେସନ ହନିମୁନ ନାମରେ ୧୭ଦିନ ଭିତରେ ଯାଞ୍ଚ କରି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିଲା। ରାଜାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Roa

ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡ଼ିବ ଜୋରିମାନା

କଟକ: ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡିବ ଜୋରିମାନା। କଟକ ମହାନଗର ନିଗମ (ସିଏମସି) ଆବର୍ଜନା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏଭଳି କଠୋର ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଘରୋଇ ଲୋକେ ରାସ୍ତାରେ ଅଳିଆ ଫିଙ୍ଗିଲେ ୧୦୦ ଟଙ୍କା ଓ ବ୍ୟବସାୟୀମାନେ ରାସ୍ତାରେ ଫିଙ୍ଗିଲେ ୨୦୦ ଟଙ୍କା ଜୋରିମାନା ଭରଣା କରିବାକୁ ପଡ଼ିବ। ଖୁବ୍‌ଶୀଘ୍ର ନଗର ନିଗମ ଜୋରିମାନା ବ୍ୟବସ୍ଥାକୁ କଡ଼ାକଡ଼ି କରିବ ବୋଲି ଜଣାପଡ଼ିଛି। ସେହିଭଳି ପ୍ଲାଷ୍ଟିକ ଓ ପେପର କପ୍‌ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
Suresha 3

ପାର୍ଟ ପ୍ଲଟ୍ ବିକ୍ରି ପାଇଁ ହଟିଲା କଟକଣା, ଥରକେ ବିକ୍ରି କରିହେବ ୫ ଶହ ବର୍ଗମିଟର

ଭୁବନେଶ୍ୱର : ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଏବେ ୫ ହଜାର ୨୦୦ ସ୍କୋୟାର ଫୁଟ ପାର୍ଟ ପ୍ଲଟ ବିକିବା ପାଇଁ ସମସ୍ତ କଟକଣା ହଟିଲା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ପ୍ଲଟିଂ କରି ବିକୁଥିଲେ ଲେ ଆଉଟ ପ୍ରସ୍ତୁତ କରିବାକୁ ପଡିବ । ୯ ମିଟର ରାସ୍ତା ଛାଡ଼ି ବିକିବାକୁ ହେବ । ଡ୍ରେନ, […]

ସଂପୂର୍ଣ୍ଣ ପଢନ୍ତୁ
Lal

୭୮ତମ ଜନ୍ମଦିନରେ ୭୮କିଲୋର ଲଡୁ କାଟିଲେ ଲାଲୁ ଯାଦବ

ପଟନା: ଆଜି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ୭୮ତମ ଜନ୍ମଦିନ। ଏହି ଅବସରରେ ଦଳୀୟ କର୍ମୀଙ୍କଠାରୁ ଆରମ୍ଭ କରି ସମର୍ଥକ ପର୍ଯ୍ୟନ୍ତ, ସମସ୍ତେ ରାଜ୍ୟବ୍ୟାପୀ ଜନ୍ମଦିନ ପାଳନ କରୁଛନ୍ତି। ନିଜ ଜନ୍ମଦିନ ଅବସରରେ ଲାଲୁ ଯାଦବ ମଧ୍ୟରାତ୍ରିରେ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିବା ଆରମ୍ଭ କରିଥିଲେ। ଏହି ବିଶେଷ ଅବସରରେ, ଆରଜେଡି ନେତା ଏବଂ କର୍ମୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ୧୦ସର୍କୁଲାର […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 11 074052

ଜୁଲାଇ ୮ରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚେତାବନୀ ଦେଲା ରାଜ୍ୟ ପରିବହନ ମଞ୍ଚ

ଭୁବନେଶ୍ଵର: ରାଜ୍ୟରେ ଯାନବାହାନଗୁଡ଼ିକୁ ଚେକିଂ କରିବା କ୍ଷମତା ପୋଲିସକୁ ଦେବା ପ୍ରସଙ୍ଗକୁ ବିରୋଧ ସହିତ ୭ ଦଫା ଦାବିରେ ଏକାଠି ହୋଇଛନ୍ତି ବସ୍‌, ଟ୍ରକ୍‌, ମିନିଟ୍ରକ୍‌ ମାଲିକଙ୍କ ସମେତ ଡ୍ରାଇଭର ସଂଘ। ଆସନ୍ତା ମାସ ୮ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ମହଲତ ଦେଲା ରାଜ୍ୟ ପରିବହନ ମଞ୍ଚ। ଆସନ୍ତା ଜୁଲାଇ ୮ ତାରିଖ ସୁଦ୍ଧା ଏହି ଦାବି ପୂରଣ ନହେଲେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯିବାକୁ ଚେତାବନୀ ଦେଲା ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Mo

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ ସହ ବିକଶିତ ଓଡ଼ିଶା ପାଇଁ ଆଶୀର୍ବାଦ ଭିକ୍ଷା କଲି: ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କର ସମ୍ପନ୍ନ ହେଉଥିବା ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ ସହ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆଶୀର୍ବାଦ ଭିକ୍ଷା କଲି। ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖୀ ଓ ମଙ୍ଗଳମୟ ହେଉ । ଏହା […]

ସଂପୂର୍ଣ୍ଣ ପଢନ୍ତୁ