ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ୮ ଗିରଫ
ବାରିପଦା: ଜୁନ୍ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ନିର୍ଘାତ ମାଡ଼ ମାରିବା ସହ ପଥର ଛେଚି ତାଙ୍କ କାର୍ ଭାଙ୍ଗିବା ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଡିଆଇଜି (ପୂର୍ବ ରେଞ୍ଜ) ସତ୍ୟଜିତ ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ କପ୍ତିପଦାର ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ମାଫିଆମାନଙ୍କ ଦ୍ୱାରା ବେଆଇନ ଲଘୁ ଖଣିଜ ପଦାର୍ଥ ଉଠାଣ ଏବଂ ପରିବହନ ବିରୁଦ୍ଧରେ ଚଢାଉ କରିବାକୁ ଯାଇ ତାଙ୍କ କାରରେ ଉପରେ ଆକ୍ରମଣ ହୋଇଥିଲା। […]
ସଂପୂର୍ଣ୍ଣ ପଢନ୍ତୁ