ଏସସିବିରେ ଏମଆରଆଇ ମେସିନ ଅଚଳ : ଅଧୀକ୍ଷକଙ୍କୁ ଖୁଚୁରା ଟଙ୍କା ଦେଇ କଂଗ୍ରେସର ପ୍ରତିବାଦ
କଟକ : କଟକ ବଡ଼ ମେଡିକାଲ (ଏସସିବି)ରେ ଏମଆରଆଇ ମେସିନ ଅଚଳ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀଙ୍କୁ ଚିକିତ୍ସା ନମିଳିବା ଘଟଣାକୁ ନେଇ କଂଗ୍ରେସ ତୀବ୍ର ପ୍ରତିବାଦ କରିଛି। ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସସିବି ମେଡିକାଲ ଅଧୀକ୍ଷକଙ୍କୁ ଭେଟି ଖୁଚୁରା ଟଙ୍କା ପ୍ରଦାନ କରିବା ସହ ମେସିନର ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଆଜି କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀମାନେ […]
ସଂପୂର୍ଣ୍ଣ ପଢନ୍ତୁ