ଛିଣ୍ଡା ପଲିଥିନ୍ ଘରେ ବିତୁଛି ଜୀବନ, ସରକାରୀ ଆବାସ ଯୋଜନା ତେବେ କାହା ପାଇଁ ? ?
ଜଗତସିଂହପୁର/ଝଙ୍କଡ଼ : ପକ୍କା ଘର ନଥିବା ଗରିବ ଅସହାୟ ଲୋକମାନଙ୍କୁ ଚିହ୍ନଟ କରାଯାଇ,ସେମାନଙ୍କୁ ସରକାରୀ ଆବାସ ଯୋଜନା ରେ ଘରଟିଏ ଯୋଗାଇଦେବାକୁ ବିଧି ବ୍ୟବସ୍ଥା ଥିଲେ ମଧ୍ୟ ସେଥିରୁ ବାଦ ପଡିଛନ୍ତି, ଅସହାୟା ମିଟି ଭୋଇ । ଆଜିକି ୬ ମାସ ପୁର୍ବରୁ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ସ୍ବାମୀ ଶୁକଦେବ ଭୋଇ ଙ୍କର ହୃଦ୍ ଘାତ ରେ ପରଲୋକ ହେବାପରେ, ପତ୍ନୀ ମିଟି ଭୋଇ, ବେସାହାରା ହୋଇପଡିଲେ । ପଙ୍କପାଳ କମଳା ଦେବୀ ମହିଳା […]
ସଂପୂର୍ଣ୍ଣ ପଢନ୍ତୁ