16614882 946b 4bd8 84f8 169064ca0d83

୪୨ମୌଜା ଏରଞ୍ଚରେ ଭୋଇସାହି ନଳକୂପ ୨ମାସ ହେଲାଣି ଅଚଳ : ୨୦ ପରିବାର ପାଣି ପାଇବାରୁ ବଞ୍ଚିତ

ରାଜ୍ୟ
Spread the love

ଵୟାଲିଶିମୌଜା : କଟକ ସଦର ବ୍ଲକ୍ ୪୨ ମୌଜା ବେଣ୍ଟକାର ପଞ୍ଚାୟତ ଅର୍ନ୍ତଗତ ଏରଞ୍ଚ ରେ ଭୋଇ ସାହି ନଳକୂପ ୨ ମାସ ହେଲାଣି ଅଚଳ ହୋଇ ପଡି ରହିଛି। ଯାହା ଫଲରେ ବହୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨୦ ପରିବାର ପାଣି ପାଇବାରୁ ବଞ୍ଚିତ ।

ସଦର ବ୍ଲକ ପ୍ରଶାସନ ତୁରନ୍ତ ଏଥପ୍ରତି ଦୃଷ୍ଟି ଦେଇ ମରାମତି କରିବା ନଚେତ ନୂତନ ନଳକୁପ ବସାଇବା ପାଇଁ ବେଙ୍ଗୁଲି ଭୋଇ, ନକ୍ଷୀ ଭୋଇ, ରେଖା ଭୋଇ, ମିନାକ୍ଷୀ ଭୋଇ, ଅନି ଭୋଇ, ସରମିଷ୍ଟା ଭୋଇ, ହରେକୃଷ୍ଣ ଭୋଇ, ସଙ୍ଗୀତା ଭୋଇ, ଶିକ୍ଷାବିତ୍ ତଥା ସମାଜସେବୀ ମନୋଜ ନାୟକ, ବିଜୟ ନାୟକ, ବସନ୍ତ ପଣ୍ଡା, ତାପସ ପତି, ମିଟୁ ବେହେରା, ସଞ୍ଜୟ ବେହେରା, ସୁଶିଲି ପରିଡ଼ା, ପ୍ରକାଶ ମାଝୀ ପ୍ରମୁଖ ଦୃଢ଼ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *