Kcp

ଚଳିତ ମାସ ପିଡିଏସରେ ମିଳିବ ଗହମ : ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ମାସ ପିଡିଏସରେ ମିଳିବ ଗହମ । ଯେତିକି ଗହମ ଆସିଥିଲା ହିତାଧିକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି କେନ୍ଦ୍ରରୁ ଗହମ ଆସିଲେ ଦିଆଯିବ। ଦ୍ଵିତୀୟ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।  ସେହିପରି ବଳକା ଚାଉଳ ନେବ ଏଫସିଆଇ । ଚଳିତ ବର୍ଷ ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର । ଏଥିରୁ ୬୫ ଲକ୍ଷ […]

ସଂପୂର୍ଣ୍ଣ ପଢନ୍ତୁ
Naveen

ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ଫେରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ ଆର୍ଥ୍ରାଇଟିସ ସର୍ଜରୀରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶା ଫେରୁଛନ୍ତି । ଜୁଲାଇ ୭ତାରିଖରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରୁ ଡିସଚାର୍ଜ ହୋଇଥିଲେ । ଜୁନ ୨୨ ତାରିଖରେ ନବୀନଙ୍କ ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ହୋଇଥିଲା। ବିଶିଷ୍ଟ ସ୍ପାଇନ ସର୍ଜନ ଡା. ରାଜଶେଖର ଓ ତାଙ୍କ ଟିମ ଅପରେସନ କରିଥିଲେ। ୨୫ ତାରିଖରେ ସେ ଆଇସିୟୁରୁ ରୁମକୁ ସିଫଟ […]

ସଂପୂର୍ଣ୍ଣ ପଢନ୍ତୁ
1opsc 750x430

ମନୋଜ ମହାନ୍ତି ଓପିଏସସି ସଦସ୍ୟ ନିଯୁକ୍ତ

ଭୁବନେଶ୍ଵର: ଆଇଏଏସ ମନୋଜ କୁମାର ମହାନ୍ତି ଗୁରୁବାର ଓପିଏସସି ସଦସ୍ୟ ନିଯୁକ୍ତ ହୋଇଛନ୍ତି। ମନୋଜଙ୍କୁ ୬ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହା ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ମନୋଜ ମହାନ୍ତି।

ସଂପୂର୍ଣ୍ଣ ପଢନ୍ତୁ
Cb

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଏମସିଏଲ ଅଧିକାରୀ

ଭୁବନେଶ୍ବର/ସୁନ୍ଦରଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଗିରଫ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍‌ (ଏମସିଏଲ୍‌)ର ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା କ୍ଷେତ୍ର ମୁଖ୍ୟ ପ୍ରବନ୍ଧକ (ଖଣି) ଅଖିଳେଶ ବର୍ମାଙ୍କୁ ସିବିଆଇ ଜେଲ୍‌ ପଠାଇଦେଇଛି। ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ। ଅଖିଳେଶଙ୍କ ଓକିଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ‌ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ତାରିଖରେ ହେବ। ସୂଚନାଯୋଗ୍ୟ, ଅଖିଳେଶ ବର୍ମା ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ
Db2e4170 7a9b 44d8 9e92 8e21ecb93715

କ୍ରାନ୍ତିକାରୀ ଜନନେତା ସ୍ବର୍ଗତ ମୂରଲୀଧର ରଥଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଦ୍ଵାଦଶାହରେ ସ୍ମୃତିସଭା, ଉନ୍ମୋଚିତ ହେଲା ସ୍ମରଣିକା ‘ମହନୀୟ ମୂରଲୀଧର’ ଜଗତସିଂହପୁର/ଝଙ୍କଡ : କ୍ରାନ୍ତିକାରୀ ଜନନେତା, ପରୋପକାରୀ, ଦୁର୍ବାର ସାହସୀ, ସରଳ ଓ ଅମାୟିକ ବ୍ୟକ୍ତିତ୍ୱ ସ୍ବର୍ଗତ ମୂରଲୀଧର ରଥଙ୍କ ଦ୍ଵାଦଶାହ ଉପଲକ୍ଷେ ପୁରୋହିତପୁରସ୍ଥିତ ବିଣାପାଣି କୋର୍ଟୱାର୍ଡ ପରିସରରେ ଗତ ବୁଧବାର ଦିନ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାଣୀକ୍ଷେତ୍ରର ମୁଦୁପୁର ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସ୍ବର୍ଗତ ରଥ ତିର୍ତ୍ତୋଲ ବ୍ଲକର ପଟିଲୋ ପଞ୍ଚାୟତ ଅନ୍ତର୍ଗତ […]

ସଂପୂର୍ଣ୍ଣ ପଢନ୍ତୁ
C6fc0cc7 9f7d 4233 83de 0a18c9a5

ଓଏସସିଏସଏଲର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ଗଞ୍ଜାମର ଛତ୍ରପୁରରେ ରାଜ୍ୟ ସିଭିଲ୍ ସପ୍ଲାଏ କର୍ପୋରେସନ୍ ଲିମିଟେଡ୍ (ଓଏସସିଏସଏଲ)ର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀ (ସିସିଏସଓ)-କମ୍-ଜିଲ୍ଲା ପରିଚାଳକ ପୁଷା ମୁଣ୍ଡାଙ୍କୁ ଗିରଫ କରିଛି। ବୁଧବାର ଦିନ ପୁଷା ତାଙ୍କ ଭଡ଼ା ଘରୁ ଅଫିସ ଗାଡ଼ିରେ ବ୍ରହ୍ମପୁର ଯାଉଥିବା ସମୟରେ ଛତ୍ରପୁର ବିଜ୍ଞାନ କଲେଜ ନିକଟରେ NH-୧୬ ରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ଯାହାର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିନଥିଲେ। ପରେ ଗାଡ଼ି ସହିତ […]

ସଂପୂର୍ଣ୍ଣ ପଢନ୍ତୁ
Bhawani 750x430

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ

କଳାହାଣ୍ଡି : ଚାଷ ଜମିରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ  l  ମୃତକ ଦୁଇ ଚାଷୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା  ଓ କଛାରପଡା ଗ୍ରାମର ଅନିରୁଦ୍ଧ ନାଏକ l ସେମାନେ ସମ୍ପର୍କରେ ଶଳା ଭେଣେଇ ବୋଲି ସୂଚନା ମିଳିଛି  l ସୂଚନା ଅନୁଯାଇ, ଆଜି ସକାଳେ ଦୁଇ ଜଣ ଚାଷୀ  ମୁଣ୍ଡୁରା ନଦୀ କୂଳରେ ଥିବା ଚାଷଜମିକୁ ମୋଟର ସାହାଯ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
Niti Ayog 664x430

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଗୁଡିକୁ ସୁଦୃଢ଼ କରିବ ନୀତି ଆୟୋଗ ରୋଡମ୍ୟାପ୍

ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦକୁ ସୁଦୃଢ଼ ​​କରିବା ପାଇଁ ଏକ ରୋଡମ୍ୟାପ୍ ଆରମ୍ଭ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ସାରସ୍ୱତଙ୍କ ସହିତ ଏହାକୁ ଆରମ୍ଭ କରିଛନ୍ତି। ଆୟୋଗ ଅନୁଯାୟୀ, ଏହି ରୋଡମ୍ୟାପ୍ ସାରା ଭାରତରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ପରିଷଦର ଭୂମିକା ଏବଂ କାର୍ଯ୍ୟକାରିତାକୁ ସୁଦୃଢ଼ […]

ସଂପୂର୍ଣ୍ଣ ପଢନ୍ତୁ
Silver

ଗାଡି ଚେକିଂ ବେଳେ କାର୍‌ରୁ ମିଳିଲା ଏକ କ୍ୱିଣ୍ଟାଲ ରୂପା ଇଟା

ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର ଚେକିଂ ପରି ରେଙ୍ଗାଲିରେ ଚେକିଂ ଚାଲିଥିଲା । ଏହି ସମୟରେ ଏକ କାର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗଞ୍ଜେଇ ଚାଲାଣ ହେବା ସନ୍ଦେହ କରି ଗାଡିକୁ ଚେକିଂ କରାଯାଇଥିଲା । ରେଙ୍ଗାଲି […]

ସଂପୂର୍ଣ୍ଣ ପଢନ୍ତୁ
Rahul

ଆସନ୍ତାକାଲି ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର : ଷଡଯନ୍ତ୍ର କରୁଛନ୍ତି ସରକାର । ଆନ୍ଦୋଳନର ସମାଧାନ ନକରି ଲୋକଙ୍କୁ ତ ହଇରାଣ କରଛନ୍ତି ତା ସହ କଂଗ୍ରେସର କାର୍ଯ୍ୟକ୍ରମ ମଧ୍ୟ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ପିସିସ ସଭାପତି ଭକ୍ତ ଚରଣ ଦାସ । କାଲି ଓଡ଼ିଶା ଆସିବେ ରାହୁଲ। ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ ଲୋକସଭା ବିରୋଧୀ ଦଳ ନେତା । ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ […]

ସଂପୂର୍ଣ୍ଣ ପଢନ୍ତୁ