Hasina

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହେଲା ୬ ମାସ ଜେଲ୍

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଝଟକା। ଆଇନ ଅବମାନନା ମାମଲାରେ ଶେଖ ହସିନାଙ୍କୁ ୬ ମାସର ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ-୧ରେ ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଜାରି କରିଛନ୍ତି। ପ୍ରଥମଥର ପାଇଁ କୌଣସି ମାମଲାରେ ଶେଖ ହସିନାଙ୍କୁ ଜେଲ ଦଣ୍ଡ ହୋଇଛି। ହସିନାଙ୍କ ବିରୋଧରେ ଦୁର୍ନୀତି ଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ଗମ୍ଭୀର ଅଭିଯୋଗ ରହିଛି। […]

ସଂପୂର୍ଣ୍ଣ ପଢନ୍ତୁ
Cm Mohan

ରଥ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ଅଗ୍ନିଶମସେବାକୁ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଗକୁ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ।  ଏହି ତିନି ଦିନ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ।  ଭିଡ଼ ପରିଚାଳନା କିମ୍ବା ଭକ୍ତଙ୍କ ସୁରକ୍ଷାରେ ସାମାନ୍ୟତମ ତ୍ରୁଟିକୁ ବରଦାସ୍ତ କରାଯିବନି। ରଥଯାତ୍ରା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ନିର୍ଦ୍ଦେଶ ।  ରଥ ପରିଚାଳନା, ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ଅଗ୍ନିଶମ ସେବାକୁ ଫୋକସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମ କରିବାକୁ କରିବାକୁ କର୍ଡନ ପାସକୁ କାଣ୍ଟଛାଣ୍ଟ କରାଯିବ। […]

ସଂପୂର୍ଣ୍ଣ ପଢନ୍ତୁ
Stampede 750x430

ଶରଧାବାଲି ଦଳାଚକଟା: ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ

ପୁରୀ: ଶରଧାବାଲି ଦଳଚକଟା ଘଟଣାରେ ସିଧା ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ । ଦଳାଚକଟା ଘଟଣାରେ ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମାନବିଧିକାର କମିଶନ । ଏଥିସହିତ ଯେପରି ଘଟଣାର ପୁନରାବୃତ୍ତି ନ ଘଟିବ ସେନେଇ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅପରପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ପୁରୀ ପରିଦର୍ଶନ କରି ମହାପ୍ରଭୁଙ୍କ ରଥଯାତ୍ରା ନିତିକାନ୍ତିର ସମୀକ୍ଷା କରିଛନ୍ତି । ଏବଂ ସ୍ବୀକାର କରିଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ
Dalailama

ନୂଆ ଦଲାଇଲାମା ଚୟନରେ ଆମ ଅନୁମୋଦନ ଆବଶ୍ୟକ : ଚୀନ

ବେଜିଂ : ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତରେ ଥିବା ପ୍ରବାସୀ ତିବ୍ବତୀୟ ସରକାର ଓ ଚୀନ । ତିବ୍ବତୀୟ ପରମ୍ପରା ଅନୁସାରେ ହିଁ ନୂଆ ଦଲାଇଲାମା ଚୟନ ହେବ ବୋଲି ବର୍ତ୍ତମାନର ଦଲାଇଲାମାଙ୍କ ଘୋଷଣା ପରେ କ୍ଷୁବଧ ହୋଇଛି ଚୀନ । ନୂଆ ଦଲଇଲାମା ଚୟନରେ ଚୀନ ସରକାରଙ୍କ ମଞ୍ଜୁରୀ ଜରୁରୀ ବୋଲି ଚୀନ କହିଛି । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଦଲାଇଲାମା, ପାଞ୍ଚେନ ଲାମା […]

ସଂପୂର୍ଣ୍ଣ ପଢନ୍ତୁ
Berhampur

ପ୍ରେମିକା ପିଠିରେ ୨୦ ଛୁରୀ, ହତ୍ୟା ଘଟଣାର ସିନ୍ ରିକ୍ରିଏସନ କଲା ପୋଲିସ

ବ୍ରହ୍ମପୁର : ପ୍ରେମିକାକୁ ଛୁରୀ ଭୁସି ହତ୍ୟା ଘଟଣାରେ ପୋଲିସ କଲା ସିନ୍ ରିକ୍ରିଏସନ ।  ବ୍ରହ୍ମପୁର ଗେଷ୍ଟ ହାଉସରେ ପ୍ରେମିକା ପ୍ରିୟାଙ୍କୁ ପୁରୁଷ ବନ୍ଧୁ ଅଭୟ ୧୬ ଥର ଛୁରି ଭୁସି ହତ୍ୟା କରିଥିଲେ।  ହତ୍ୟା ଘଟଣାରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ବ୍ରହ୍ମପୁର ପୋଲିସ । କିଭଳି ହତ୍ୟା କରିଥିଲା ଡେମୋ ଦେଖାଇଲା ଅଭିଯୁକ୍ତ ।  ବୈଦ୍ୟନାଥପୁର ଥାନା ନୂଆ ବସଷ୍ଟାଣ୍ଡ ନିକଟ ଗେଷ୍ଟହାଉସକୁ ଗତକାଲି ଉଭୟ ଆସିଥିଲେ।  ଉଭୟେ ଉଭୟଙ୍କୁ ଭଲ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 01 110412 750

ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା, ୪ ଓଡ଼ିଆ ମୃତ

ହାଇଦ୍ରାବାଦ\ଭୁବନେଶ୍ୱର: ତେଲେଙ୍ଗାନାର କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ୪ ଓଡ଼ିଆ ମୃତ। ୪ ଜଣ ଆହତ। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି। ୪ ମୃତକ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର। ଏଯାଏଁ ବିସ୍ଫୋରଣ ଘଟଣାରେ ୩୭ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି।  ଏ ନେଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରୀତିଶ ପଣ୍ଡା ସୂଚନା ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦୁଇ ଜଣିଆ ଟିମ୍ ଘଟଣାସ୍ଥଳ ଗସ୍ତ କରିଥିବା […]

ସଂପୂର୍ଣ୍ଣ ପଢନ୍ତୁ
95ff88f1 A189 4940 Bd32 2b9348bb8494

୪୨ ମୌଜା ‘ଆନନ୍ଦାଳୟ’ର ବୃଦ୍ଧ ଅନ୍ତେବାସୀଙ୍କ ଦେହାନ୍ତ

ବୟାଳିଶମୌଜା : ୪୨ ମୌଜା ବେଣ୍ଟକାର ସ୍ଥିତ “ଆନନ୍ଦାଳୟ”ର ଜନୈକ ଅନ୍ତେବାସୀ ବୃଦ୍ଧଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ବୟସ ୬୫ ରୁ ୭୦ ମଧ୍ୟରେ ହୋଇଥିବା ବେଳେ ପରିଚୟ ମିଳି ପାରି ନାହିଁ। ଅସୁସ୍ଥ ହୋଇ ପଡିବା କାରଣରୁ ତାଙ୍କୁ କଟକର ବଡ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଦେହାନ୍ତ ହୋଇଯାଇଛି।

ସଂପୂର୍ଣ୍ଣ ପଢନ୍ତୁ
297f7d11 66b4 4c00 Bf47 2eb8070a1600

ଜାତୀୟ ଡାକ୍ତର ଦିବସରେ ବିଶିଷ୍ଟ ଚିକିତ୍ସକ ଡା. ଅବ୍‌ଦୁଲ ହଲିମ ଖାନ୍ ସମ୍ବର୍ଦ୍ଧିତ

ଓଡ଼ିଶାର ଦୁର୍ଗମ ଅଞ୍ଚଳରୁ ସାଉଦି ଆରବ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବାର ଯାତ୍ରା କଟକ : ଜାତୀୟ ଡାକ୍ତର ଦିବସ ଅବସରରେ ସମାଜ ପ୍ରତି ନିଜର ନିରବଚ୍ଛିନ୍ନ ଓ  ନିସ୍ବାର୍ଥପର ସେବା ପାଇଁ ବିଶିଷ୍ଟ ଚିକିତ୍ସକ ଡାକ୍ତର ଅବ୍‌ଦୁଲ ହଲିମ ଖାନଙ୍କୁ “ନଗର ଖବର” ପରିବାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜୁଲାଇ ୧ ତାରିଖରେ ଡାକ୍ତର ଦିବସ ଅବସରରେ ନଗରଖବରର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପ୍ରଦୀପ ଦାସ ଡା. ଖାନଙ୍କୁ ପୁଷ୍ପ ବୃକ୍ଷ ପ୍ରଦାନ କରି ତାଙ୍କର ଦୀର୍ଘ […]

ସଂପୂର୍ଣ୍ଣ ପଢନ୍ତୁ
Xx

ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ: ଅଧିକାରୀ କହିଲେ- ଆଇନ ମୋତେ ନ୍ୟାୟ ଦେବ

ଭୁବନେଶ୍ବର: ମୋ ବିରୋଧରେ ସ୍ୱଚ୍ଛ ସାଥୀ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମୋତେ ଓ ମୋର ବ୍ୟକ୍ତିତ୍ଵକୁ ଲୋକ ଜାଣିଛନ୍ତି। ବହୁ ଲୋକ ମିଥ୍ୟା ଅଭିଯୋଗ ଆଣିବେ। କିନ୍ତୁ ଆଇନ ତା ବାଟରେ କାମ କରିବ। ଭୁବନେଶ୍ବର ମହାନଗର ନିମଗ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁ ଏହା କହିଛନ୍ତି। ସେ କହିଛନ୍ତି ଯେ ସୋମବାର ଗ୍ରିଭାନ୍ସ ଥିବାରୁ କାର୍ଯ୍ୟାଳୟରେ ମୁଁ ଗ୍ରୀଭାନ୍ସ ଟେକ୍‌ଅଫ୍‌ କରୁଥିଲି। କମିସନର ନଥିବାରୁ ମୁଁ ଦାୟିତ୍ୱ ତୁଲାଉଥିଲି। କାମ […]

ସଂପୂର୍ଣ୍ଣ ପଢନ୍ତୁ
Rains 640x426

ପାଣିପାଗ: ଆହୁରି ୫ ଦିନ ଜାରି ରହିବ ବର୍ଷା, ଏସ୍‌ଆରସି ପକ୍ଷରୁ ପରାମର୍ଶ ଜାରି

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେଲା ବର୍ଷା ଜାରି ଅଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ବୁଧବାର ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ‌ଏନେଇ ସ୍ବତନ୍ତ୍ର ରିଲିଫ କମିସନର(ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏସ୍‌ଆରସି ପକ୍ଷରୁ କୁହାଯାଇଛି ଯେ, ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ […]

ସଂପୂର୍ଣ୍ଣ ପଢନ୍ତୁ