95ff88f1 A189 4940 Bd32 2b9348bb8494

୪୨ ମୌଜା ‘ଆନନ୍ଦାଳୟ’ର ବୃଦ୍ଧ ଅନ୍ତେବାସୀଙ୍କ ଦେହାନ୍ତ

ରାଜ୍ୟ
Spread the love

ବୟାଳିଶମୌଜା : ୪୨ ମୌଜା ବେଣ୍ଟକାର ସ୍ଥିତ “ଆନନ୍ଦାଳୟ”ର ଜନୈକ ଅନ୍ତେବାସୀ ବୃଦ୍ଧଙ୍କ ଦେହାନ୍ତ ହୋଇଯାଇଛି।

ତାଙ୍କର ବୟସ ୬୫ ରୁ ୭୦ ମଧ୍ୟରେ ହୋଇଥିବା ବେଳେ ପରିଚୟ ମିଳି ପାରି ନାହିଁ। ଅସୁସ୍ଥ ହୋଇ ପଡିବା କାରଣରୁ ତାଙ୍କୁ କଟକର ବଡ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଦେହାନ୍ତ ହୋଇଯାଇଛି।

Leave a Reply

Your email address will not be published. Required fields are marked *