Image 2025 08 25t162133.015

ନେପାଳରେ ୨ ସ୍ଵର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଦେବୀ ପ୍ରସାଦ

ପୁରୀ: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ । ନେପାଳରେ ୨ଟି ସ୍ଵର୍ଣ୍ଣ ପଦକ ଜିତିଲେ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ । ଏସିଆନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗୀତାରେ ବାଜିମାତ କରିଛନ୍ତି ଦେବୀ । ଏସିଆନ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇ ୧୫ ଅଗଷ୍ଟରୁ ୧୭ ଅଗଷ୍ଟ କାଠମାଣ୍ଡୁରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦୁଇ ୨ଟି ପଦକ ଜିତିଛନ୍ତି । ଜୁନିଅର ବିଭାଗର ୧୨୦ କେଜି ବର୍ଗ ଡେଡ୍ ଲଫ୍ଟିଂ ରେ […]

ସଂପୂର୍ଣ୍ଣ ପଢନ୍ତୁ

ଦୁର୍ଗା ପୂଜା ନିର୍ଦ୍ଦେଶନାମା; ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ

କଟକ: ଆସିଲାଣି ପାର୍ବଣ। ଚାରିଆଡେ ଏବେ ଉତ୍ସବ ମୁଖର। ତେବେ ଦୁର୍ଗ ପୂଜାକୁ ଆଉ ମାସେ ବାକି ଥିବା ବେଳେ ଏଥିପାଇଁ ଜାରି ହେଲା ସର୍କୁଲାର। କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ। ବିଶେଷ କରି ସଂକୀର୍ଣ୍ଣ ରାସ୍ତା ପାଇଁ ଏହି ନିୟମ ଲାଗୁ କରାଯାଇଛି। ଆଜି ଆୟୋଜିତ ମହାନଗର ଶାନ୍ତି କମିଟି ବୈଠକରେ ପୂଜା କମିଟିଗୁଡ଼ିକୁ ଏହି […]

ସଂପୂର୍ଣ୍ଣ ପଢନ୍ତୁ
Cm 6

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରିମଣ୍ଡଳ ସମ୍ମିଳନୀ: କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅଙ୍କୁ ପାଇଲଟ୍ ଟ୍ରେନିଂ ଦିଆଯିବ

ଭୁବନେଶ୍ୱର : ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘୋଷଣା କରିଥିଲେଯେ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ B-MAAN (Building and Management of Aviation Assets and Network) ଅଧୀନରେ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ଆଦିବାସୀ କନ୍ୟାମାନଙ୍କୁ ପାଇଲଟ ହେବା ପାଇଁନ ଟ୍ରେନିଂ ଦିଆଯିବ । ଏହି ଅବସରରେ ରାଜ୍ୟ ସରକାର ଆଜି ଦେଶର ପ୍ରମୁଖ ବିମାନ MRO […]

ସଂପୂର୍ଣ୍ଣ ପଢନ୍ତୁ
Fraud Lecture

ନକଲି ଅଧ୍ୟାପକଙ୍କ ଉପରେ ଉଚ୍ଚ ଶିକ୍ଷା ବିଭାଗର ଛାଟ, କାରଣ ଦର୍ଶାଅ ନୋଟିସ ଜାରି

ଉଦଳା: ଯୋଗ୍ୟତା ନ ଥାଇ ବି ପଦବୀ, ତାହା ପୁଣି ଆଉ କିଛି ନୁହେଁ….ଅଧ୍ୟାପକ । ଆଉ ଏହି ଅଧ୍ୟାପକଙ୍କ ଉପରେ ଏବେ ଉଚ୍ଚ ଶିକ୍ଷା ବିଭାଗର ପଡିଛି ଛାଟ । ଅଧ୍ୟାପକଙ୍କୁ ଆସିଛି କାରଣ ଦର୍ଶାଅ ନୋଟିସ । ଅଧ୍ୟାପକ ଜଣକ ହେଲେ କପ୍ତିପଦା ବ୍ଲକ ନୁଦଡିହା ମେଘାସନ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ରୁପେଶ କୁମାର ମହାପାତ୍ର । ୨୦୦୩ ମସିହାରେ ମେଘାସନ କଲେଜରେ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ ରୁପେଶ । ହେଲେ ସେତେବେଳେ […]

ସଂପୂର୍ଣ୍ଣ ପଢନ୍ତୁ
Kv 2

ଦାଦନ ରୋକିବାକୁ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର, କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ

ଭୁବନେଶ୍ୱର : ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ।  ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।  ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ ।  କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାରଣ ଖୋଜିବେ ସରକାର । ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା […]

ସଂପୂର୍ଣ୍ଣ ପଢନ୍ତୁ
Haribabu 2

ନବୀନଙ୍କୁ ଭେଟି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ରାଜ୍ୟପାଳ

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସ ଯାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ୧୦ ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୁଧବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ନବୀନ […]

ସଂପୂର୍ଣ୍ଣ ପଢନ୍ତୁ
Death 3

ରାସ୍ତା ଅବସ୍ଥା ଖରାପ, ୨ କିଲୋମିଟର ଖଟିଆରେ ଶବକୁ କାନ୍ଧରେ ବୋହିଲେ ସମ୍ପର୍କୀୟ

କାମାକ୍ଷାନଗର: ପୁଣି ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ । ମହାବିରୋଡ଼ ଥାନା ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପାକଟମୁଣ୍ଡା ଗାଁ ଢ଼ିପସାହିର ସିଧ ମୁଣ୍ଡା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ଚିକିତ୍ସା ପାଇଁ ସିଧ ମୁଣ୍ଡାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମରଶରୀକୁ ପରିବାର […]

ସଂପୂର୍ଣ୍ଣ ପଢନ୍ତୁ
Hati C

ତୀର ମାଡରେ ହାତୀ ଗୁରୁତର

ମୟୂରଭଞ୍ଜ: ତୀର ମାଡରେ ହାତୀ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବଡାମପୁର ଜଙ୍ଗଲରେ ଏକ ହାତୀକୁ ତୀର ମାଡ଼ ହୋଇଛି । ହାତୀର ଦେହରେ ଗୋଟିଏ ତୀର ବାଜି ଗଭୀର କ୍ଷତ ହୋଇଛି । ପ୍ରାୟ ୭ଦିନ ପୂର୍ବରୁ ବେତନଟୀ ରେଞ୍ଜ ଅଧୀନ ବଡାମପୁର ଜଙ୍ଗଲକୁ ୩୫ଟିକିଆ ହାତୀପଲ ପ୍ରବେଶ କରିଥିଲେ । ଏହି ସମୟ ମଧ୍ୟରେ ଏକ ମଧ୍ୟବୟସ୍କ ହାତୀକୁ ତୀରବିଦ୍ଧ କରାଯାଇଥିବା ଜଣାପଡ଼ିଥିଲା । ଧାରୁଆ ଏବଂ ତୀକ୍ଷ୍ଣ ତୀର ହାତୀ […]

ସଂପୂର୍ଣ୍ଣ ପଢନ୍ତୁ
Player

ଟୁର୍ଣ୍ଣାମେଣ୍ଟ ବେଳେ ପଡ଼ିଆରେ ପଡିଗଲେ ଫୁଟବଲ୍ ଖେଳାଳି, ହସ୍ପିଟାଲରେ ଡାକ୍ତର କଲେ ମୃତ ଘୋଷଣା

ଦେବଗଡ଼: ରବିବାର ଦିନ ଖେଳ ସମୟରେ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳା ଯାଉଥିବା ସମୟରେ ।  ରିପୋର୍ଟ ଅନୁଯାୟୀ, ଆଜି ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ କାଉନସିଲର କପ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ ଖେଳାଯାଉଥିଲା । ଦେବଗଡ଼ ପୌରପାଳିକା ୱାର୍ଡ ନମ୍ବର 2 ଦେବଗଡ଼ ପୌରପାଳିକା ୱାର୍ଡ ନମ୍ବର 7 ବିପକ୍ଷରେ ମ୍ୟାଚ୍ ଖେଳାଯାଉଥିଲା । ମ୍ୟାଚ୍ ସମୟରେ ଦେବଗଡ଼ ପୌରପାଳିକା […]

ସଂପୂର୍ଣ୍ଣ ପଢନ୍ତୁ
7539a649 07eb 41ff A6d2 52ae35ad21ab

ଝଙ୍କଡର ବରପୁତ୍ର ଦୁଇ ସାମ୍ବାଦିକ ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ

ଝଙ୍କଡ : ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ସମର୍ଥ ସମାଚାର ଚାନେଲ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ମାସିକ ଖବର କାଗଜର ଶୁଭ ଉନ୍ମୋଚନ ଉପଲକ୍ଷେ ବିଶେଷ ପ୍ରତିଭା ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରିଥିବାର ଦେଖିବାକୁ ମିଳିଛି । ସମର୍ଥ ସମାଚାର ଚାନେଲ ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଭରତ ଭୂଷଣ ବେହେରା ଙ୍କ ଆମନ୍ତ୍ରଣ କ୍ରମେ ଝଙ୍କଡ଼ ପ୍ରଗଣାର ଦୁଇ ନିର୍ଭିକ ସାମ୍ବାଦିକ ଶରତ କୁମାର ଦାଶ ଏବଂ ରଞ୍ଜନ […]

ସଂପୂର୍ଣ୍ଣ ପଢନ୍ତୁ