Bse

ଅଗଷ୍ଟ ୩୧ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ; ଘୋଷଣା ହେବ ନୂଆ ତାରିଖ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ସ୍ଥଗିତ ରଖାଯାଇଛି। ଅନିବାର୍ଯ୍ୟ କାରଣରୁ ଓଟିଇଟି ପରୀକ୍ଷା ସ୍ଥଗିତ କରାଯାଇଥିବା ଦର୍ଶାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷା ପାଇଁ ନୂଆ ତାରିଖ ‌ଖୁବ ଶୀଘ୍ର ଘୋଷଣା କରାଯିବ। ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପେପର-୧ […]

ସଂପୂର୍ଣ୍ଣ ପଢନ୍ତୁ

ବଢୁଛି ନବୀନଙ୍କ କ୍ରେଜ୍ ; ଜାତୀୟ ସ୍ତରର ନେତା କରୁଛନ୍ତି କଲ୍‌

ଭୁବନେଶ୍ବର: ୨୦୨୪ରେ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ୟର ସାହାରା ନେଇ ନିର୍ବାଚନୀ ମଞ୍ଚରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହା ଦ୍ବାରା ରାଜ୍ୟର ଜନସାଧାରଣଙ୍କ ପାଖକୁ ଏକ ନକାରାତ୍ମକ ବାର୍ତ୍ତା ମଧ୍ୟ ଯାଇଥିଲା। ନବୀନଙ୍କ ପ୍ରଚାର ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ।  ନିର୍ବାଚନ ପରେ ବିଜେଡ଼ି ସରକାରଙ୍କ ପତନ ଘଟିଥିଲା। ରାଜ୍ୟ‌ରେ ନୂଆ ଡବଲ ଇଞ୍ଜିନ୍ ସରକାର ଗଠନ ହୋଇଥିଲା। ନିର୍ବାଚନ ଫଳାଫଳ ପରେ […]

ସଂପୂର୍ଣ୍ଣ ପଢନ୍ତୁ
Bbsr G

ରାଜଧାନୀରେ ଦୁର୍ଘଟଣା: ଦୁଇ ବାଇକ ଆରାହୀ ମୃତ

ଭୁବନେଶ୍ବର : ରାଜଧାନୀରେ ଦୁର୍ଘଟଣା, ୨ ମୃତ। ଭୁବନେଶ୍ବର ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁଇ ଜଣ ବାଇକ ଆରୋହୀ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ପରେ ଗଛ ଓ କାରକୁ ଧକ୍କା ଦେଇଥିଲା । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃକମାନେ ହେଲେ ଦେବୀ […]

ସଂପୂର୍ଣ୍ଣ ପଢନ୍ତୁ
Srimandira

ଆଜି ଶ୍ରୀଜୀୟୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ବେସରେ ସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ପଦ୍ମାସନରେ ଉପବେସନ କରିବେ । ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ […]

ସଂପୂର୍ଣ୍ଣ ପଢନ୍ତୁ
20b7bdce F59a 4f43 9b1e D8bab3ad4f4d

ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ

କଟକ: କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତ ର ନରିଲୋ ଗ୍ରାମରେ ବସବାସ କରନ୍ତି ହରିହର ମଳିକଙ୍କ ପରିବାର l ୮ବର୍ଷ ର ପୁଅ, ୫ବର୍ଷ ର ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଆଗକୁ ଚାଲିଥାଏ ତାଙ୍କର ସୁଖୀ ପରିବାର l ହରିହର ମଳିକ ଦିନ ମଜୁରିଆ କାମକରି ତାଙ୍କର ଗୁଜୁରାଣ ମେଣ୍ଟାନ୍ତି l କାହିଁକି କେଜାଣି ଏହି ପରିବାରକୁ କାହାର ନଜର ଲାଗିଯାଏ, ଗତ ଜୁନ ୨୧ ତାରିଖ ରେ ବିଦୁତ୍ […]

ସଂପୂର୍ଣ୍ଣ ପଢନ୍ତୁ
Ahemadabad

ଦଶମ ଶ୍ରେଣୀ ଛାତ୍ରକୁ ଛୁରାମାଡ଼ କଲା ୯ମ ଶ୍ରେଣୀ ଛାତ୍ର, ସ୍କୁଲରେ ତୁମୁଳକାଣ୍ଡ

ଅହମ୍ମଦାବାଦ: ଗୁଜରାଟ ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା । ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର । ଘରୋଇ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ପରେ ତୁମୁଳକାଣ୍ଡ । ଗତକାଲି ପିଲା ଉପରେ ଆକ୍ରମଣ ହୋଇଥିଲା । ଆଉ ଆଜି ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପରେ ସ୍କୁଲରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା, ବସ୍ ଉପରକୁ ଟେକାମାଡ଼ କରିଛନ୍ତି । ସ୍କୁଲ୍ ଭିତରକୁ […]

ସଂପୂର୍ଣ୍ଣ ପଢନ୍ତୁ
720cd6e9 A988 4114 Bb31 9d62da660517

ଓଡିଶା ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନିୟର ସଂଘର ରଜତଜୟନ୍ତୀ ପାଳନ

ଭୁବନେଶ୍ୱର/ କଟକ :  ଓଡିଶା ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନିୟର ସଂଘର ରଜତଜୟନ୍ତୀ ଉତ୍ସବ,ଗତ ୧୭/୮/୨୦୨୫ ତାରିଖ ରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ହିମାଂଶୁ ଶେଖର ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆଇନି ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇ, ଓଡିଶା ର ଉନ୍ନତି ପାଇଁ ଇଞ୍ଜିନିୟର ମାନଙ୍କ ଅବଦାନ ବିସୟରେ ଆଲୋଚନା କରିଥିଲେ। ନିର୍ମାଣ କ୍ଷେତ୍ରରେ […]

ସଂପୂର୍ଣ୍ଣ ପଢନ୍ତୁ
60ae3978 Eff8 4a4c 8bab 871190e936ed

କଟକ ସଦର ୪୨ମୌଜା ଅନ୍ତର୍ଗତ ଝିଙ୍କିରିଆ ବଜାର କମିଟିର ନୂତନ କର୍ମକର୍ତ୍ତା ଚୟନ

ବୟାଳିଶ ମୌଜା :  ୪୨ମୌଜା ଅନ୍ତର୍ଗତ ଝିଙ୍କିରିଆ ବଜାର କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।ଝିଙ୍କିରିଆ ଗ୍ରାମର ଅଧିକାରି ଚିନ୍ମୟ ଦେବତା ଓ ମହନ୍ତ ଦୁଷ୍ମନ୍ତ କୁମାର ନନ୍ଦଙ୍କ ମିଳିତ ଉଦ୍ୟମରେ ଓ ସମସ୍ତ ଦୋକାନୀ ଭାଇମାନଙ୍କ ସହମତିରେ ଝିଙ୍କିରିଆ ବଜାର କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି। ସଭାପତି ଭାବେ ଶ୍ରୀଯୁକ୍ତ ସୁକାନ୍ତ ଦେବତା, ଉପ-ସଭାପତି ପ୍ରମୋଦ ଦେବତା, ସଂପାଦକ ଭାବେ ଅଜୟ କୁମାର ଦେବତା,ସହ ସଂପାଦକ କାହୁ ସେଠୀ, କୋଷାଧ୍ୟକ୍ଷ ଭାବେ ତପନ […]

ସଂପୂର୍ଣ୍ଣ ପଢନ୍ତୁ
New Delhi

ଦିଲ୍ଲୀରେ ଭୁଶୁଡିଲା କୋଠା, ୩ ମୃତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ବିଲିଡିଂ । ଦରିଆଗଞ୍ଜ ଅଞ୍ଚଳରେ ଥିବା ଏକ ବିଲିଡିଂ ଭୁଶୁଡିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ବିଲିଡିଂ ଭୁଶୁଡିବା ପରେ ଏହାତଳେ ଚାପି ହୋଇ ୩ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଏହି ଅଞ୍ଚଳ ପୁରୁଣା ଦିଲ୍ଲୀର ଭିଡ଼ ସ୍ଥାନ । ଖବର ମୁତାବକ, ଦିଲ୍ଲୀ ଦରିଆଗଞ୍ଜ ଅଞ୍ଚଳରେ ଅପରାହ୍ନ ୧୨.୧୪ ମିନିଟରେ ଏକ […]

ସଂପୂର୍ଣ୍ଣ ପଢନ୍ତୁ
F0d0ee67 3429 4750 A6a6 4113d208bef7

ନଦୀ ସଂଲଗ୍ନ ଜୋରରେ ପଶି ୭୨ ମଇଁଷିଙ୍କ ମୃତ୍ୟୁ ପ୍ରସଙ୍ଗ : କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଭେଟିଲା ଯାଦବ ମହାସଭା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମ ଦେଇ ଯାଇଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜୋରରେ ଫସି ୭୨ ଟି ମଇଁଷିଙ୍କର ଅକାଳ ମୃତ୍ୟୁ ହୋଇଛି। ଏହା ରାଜ୍ୟର ଗୋ ମଇଁଷି ପାଳକଙ୍କ ପରିବାର ପାଇଁ ଏକ ହୃଦୟବିଦାରକ ଘଟଣା। ଏହା ଏକ ସୁଚିନ୍ତିତ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ମଇଁଷି ପାଳକଙ୍କ ଅଭିଯୋଗ। ଏତେ ସଂଖ୍ୟକ ମଇଁଷିଙ୍କ ଅକାଳ ମୃତ୍ୟୁରେ ମଇଁଷି ପାଳକ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଏହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା […]

ସଂପୂର୍ଣ୍ଣ ପଢନ୍ତୁ