ଗଣେଶ ଭସାଣି ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ
ବାଲେଶ୍ଵର: ଗଣେଶ ବିସର୍ଜନ ପରେ ଘଟିଗଲା ଏତେ ବଡ଼ ଅଘଟଣ । କେଡ଼େ ଖୁସିରେ ଗଣେଣ ଭସାଣି ପାଇଁ ଯାଇଥିଲେ । ଡିଜେର ତାଳେ ତାଳେ ନାଚି ନାଚି ଗଣେଶଙ୍କ ବିସର୍ଜନ କରି ଫେରିଥିଲେ । ହେଲେ ଘରେ ପହଞ୍ଚିବା ପୂର୍ବରୁ ଘଟିଗଲା ଏମିତି କିଛି । ଘରୁ ହସ ଖୁସିରେ ନାଚିକୁଦି ବାହାରିକି ଯାଇଥିବା ମଣିଷଟି ପରିବାର ପାଖକୁ ଶବ ହୋଇ ଫେରିଲେ । ଗଣେଶ ଠାକୁର ଭସାଣିରୁ ଫେରିବା ସମୟରେ ଜେନେରେଟରରୁ ବିଦ୍ୟୁତ ଆଘାତର ଶିକାର […]
ସଂପୂର୍ଣ୍ଣ ପଢନ୍ତୁ