ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଲା କଣ୍ଟେନର, ୧୦ ମୃତ

ରାଜସ୍ଥାନର ଦୌସାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଏକ ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସେହି ସମୟରେ ୨୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ରାଜସ୍ଥାନର ସାଲାସର ବାଲାଜୀ ମନ୍ଦିରରୁ ଫେରୁଥିବା ସମୟରେ ଏକ ପିକ୍ ଅପ୍ ଭ୍ୟାନ୍ ଏକ କଣ୍ଟେନର ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ପିକ୍ ଅପ୍ ଭ୍ୟାନରେ ୨୦ ରୁ ଅଧିକ ଭକ୍ତ ବସିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ
9332c72c 351e 4664 A513 434721a182dd

ଦୟାନିଧି ପ୍ରତିଭାବିକାଶ ପ୍ରତିଷ୍ଠାନରେ ଶ୍ରୀ ଅରବିନ୍ଦ ପାଠଚକ୍ର

ବୟାଳିଶମୌଜା : ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପୂଜ୍ୟପୂଜା କକ୍ଷରେ ମିରାମିକା ପାଠଚକ୍ରର ସମ୍ପାଦିକା ସାରସ୍ଵତ ସାଧିକା ସରୋଜ ନଳିନୀ ପରିଜାଙ୍କ ପୌରୋହିତ୍ୟରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲକ୍ଷ୍ୟ ପ୍ରାପ୍ତି ପାଇଁ କେନ୍ଦ୍ରୀୟ ସଂକଳ୍ପର ଆବଶ୍ୟକତା ଉପରେ ଶଙ୍କର୍ଷଣ ସେନାପତି,ଯୋଷ୍ଣା ରାଣୀ ଦାସ,ସଞ୍ଜୟ ମହାପାତ୍ର,କାଳନ୍ଦୀ ଚରଣ ସେନାପତି ପ୍ରମୁଖ ଆଲୋକପାତ କରିଥିଲେ । ଏହି ଅଧିବେଶନରେ ସ୍ଵପ୍ନା ସାଗରିକା ହୋତା,ସୃଷ୍ଟି ସୃଜନିକା ଦାସ ମହାପାତ୍ର,ରଶ୍ମିତା ପତି,ଧୀରେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ
Pakistan 2

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୯ ସୈନିକ ମୃତ

ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଥରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମଙ୍ଗଳବାର ଦିନ ଅଧିକାରୀମାନେ ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି । ୱାଶୁକ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡଜନ ଡଜନ ଆତଙ୍କବାଦୀ ଏକ ପୋଲିସ ଷ୍ଟେସନ ଏବଂ ଏକ ସୀମା ବଳ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ, ଅଧିକାରୀ […]

ସଂପୂର୍ଣ୍ଣ ପଢନ୍ତୁ
Water

ଭାରତକୁ ପାକିସ୍ତାନର ଧମକ, ସିନ୍ଧୁ ନଦୀ ପାଣି ବନ୍ଦ କଲେ ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ପାଣି ପାଇଁ ବିଳିବିଳି ହେଉଛି ପାକିସ୍ତାନ । ଭାରତକୁ ପୁଣି ପାକିସ୍ତାନର ଧମକ । ସିନ୍ଧୁ ନଦୀ ପାଣି ବନ୍ଦ କଲେ ଭୟଙ୍କର ହେବ ପରିଣାମ । ଏଭଳି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ୍ ମୁନୀରଙ୍କ ଧମକ ପରେ ସରିଫଙ୍କ ବୟାନ ସାମ୍ନାକୁ ଆସିଛି । ସରିଫ୍ କହିଛନ୍ତି, ପାକିସ୍ତାନ ଅଂଶର ବୁନ୍ଦାଏ ବି ପାଣି ଛାଡ଼ିବୁନି । ଲକ୍ଷ ଲକ୍ଷ ଜୀବନକୁ ସଙ୍କଟରେ […]

ସଂପୂର୍ଣ୍ଣ ପଢନ୍ତୁ
Jaunpur 1

ଜୌନପୁରରେ ଦୁର୍ଘଟଣା, ବସ୍-ଟ୍ରକ୍ ଧକ୍କାରେ ଚାଲିଗଲା ୫ ଜୀବନ

ଜୌନପୁର : ଜୌନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁଘର୍ଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ବସ୍ ଏବଂ ଟ୍ରକ୍ ଧକ୍କାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନାନୁଯାୟୀ, […]

ସଂପୂର୍ଣ୍ଣ ପଢନ୍ତୁ
America 2

ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା, ୩୫ ବଗି ଲାଇନଚ୍ୟୁତ

ଆମେରିକା ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା । ୟୁନିଅନ ପ୍ୟାସିଫିକ ଟ୍ରେନର ୩୫ ବଗି ଲାଇନଚ୍ୟୁତ ହେବ । ଦୁର୍ଘଟଣା ଗାର୍ଡନ କସ୍ତବ ପୂର୍ବରେ ହୋଇଛି । ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି । ଦୁର୍ଘଟଣା ପରେ ଭୟଙ୍କର ଫଟୋ ସାମ୍ନାକୁ ଆସିଛି । ଡ୍ରେନ ବଗିଗୁଡିକ ପରସ୍ପର ଉପରେ ଚଢିଯାଇଛି । ଦୁର୍ଘଟଣାକୁ ନେଇ ପେଲୋ ପିଣ୍ଟୋ କାଉଣ୍ଟି ଏମରଜେନ୍ସୀ ସର୍ଭିସେଜ ଡିଷ୍ଟ୍ରିକ୍ଟ ବିପଦପୂର୍ଣ୍ଣ ବୋଲି କହିଛି । ତେବେ ଏହି ଡ୍ରେନ ବଗିରେ […]

ସଂପୂର୍ଣ୍ଣ ପଢନ୍ତୁ
Hydrogen Train

ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ ଟ୍ରେନ, ଭିଡିଓ ସେୟାର କଲା ରେଳ ମନ୍ତ୍ରଣାଳୟ

ନୂଆଦୀଲ୍ଲୀ: ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଥମ ଥର ପାଇଁ ଭାରତର ହରିୟାଣାରେ ଚାଲିବ । ଜିନ୍ଦରୁ ସୋନିପତ ଯାଏଁ ଗଡ଼ିବ ଟ୍ରେନ । ଏହି ଟ୍ରେନକୁ ଇନ୍ଧନ ଯୋଗାଇବା ପାଇଁ ଜିନ୍ଦରେ ଏକ ହାଇଡ୍ରୋଜେନ୍ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି । ଭାରତ ବିଶ୍ୱର ପଞ୍ଚମ ଦେଶ ହେବ ଯେଉଁଠାରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିବ । ଏହି ଟ୍ରେନ୍ ପୂର୍ବରୁ ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ ଏବଂ ଚୀନରେ ଚାଲୁଛି […]

ସଂପୂର୍ଣ୍ଣ ପଢନ୍ତୁ
Trump 1 750x430

ପାକିସ୍ତାନ ଟ୍ରମ୍ପ୍‌ଙ୍କୁ ଦେଖାଉଛି ନୋବେଲ ପୁରସ୍କାର ସ୍ୱପ୍ନ

ଇସଲାମାବାଦ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନୋବେଲ ପୁରସ୍କାର ଦେବାକୁ ପାକିସ୍ତାନ ସମର୍ଥନ କରୁଛି। ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନଙ୍କ ଦୃଷ୍ଟିରେ ଏହି ସମ୍ପୂର୍ଣ୍ଣ ମାମଲା ଠିକ୍ ନୁହେଁ। ସେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଆଧୁନିକ ଓସାମା ବିନ୍ ଲାଡେନ ବୋଲି ବର୍ଣ୍ଣନା କରିଛନ୍ତି। ଜେନେରାଲ ଅସୀମଙ୍କ ପରମାଣୁ ଆକ୍ରମଣର ସମ୍ପ୍ରତିକ ସଙ୍କେତକୁ ଅଣଦେଖା କରିବା ତାଙ୍କ ଦୃଷ୍ଟିରେ ଏକ ବଡ଼ ମୂର୍ଖତା ହେବ। ଏହା ଭବିଷ୍ୟତରେ ବିପଦପୂର୍ଣ୍ଣ ପ୍ରମାଣିତ […]

ସଂପୂର୍ଣ୍ଣ ପଢନ୍ତୁ
Trump 2

ଟାରିଫ୍‌-ଟେନ୍‌ସନ୍‌ ; ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ କରିବାର କାରଣ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ରେ ଅଂଶଗ୍ରହଣ କରିବା । ତେବେ ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Minister

ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ହେବ ‘ସେଫ୍ କ୍ୟାମ୍ପେନ୍’

ଭୁବନେଶ୍ବର: ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ‘ସେଫ୍ କ୍ୟାମ୍ପେନ୍’ କରିବ ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଶକ୍ତିଶ୍ରୀ ସ୍କିମରେ ସେଫ କ୍ୟାମ୍ପନ ଭଳି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ କରିବାକୁ ଯାଉଛି। ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟଜନକ […]

ସଂପୂର୍ଣ୍ଣ ପଢନ୍ତୁ