86689ec6 Bce3 49d5 8244 Aed6ac0020a1

୪୨ ମୌଜା ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବୟାଳିଶମୌଜା : କଟକ ସଦର ୪୨ ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ନିଜର କର୍ମ ଦକ୍ଷତା ପାଇଁ ରାଜ୍ୟରେ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି। ଏ ନେଇ ୪୨ ମୌଜା ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଏଥିରେ ସୁକାନ୍ତ କୁମାର ବେଉରା, ଅନିଲ ଦାସ, ନିରଞ୍ଜନ ଆଚାର୍ଯ୍ୟ, ବିଶ୍ୱରଞ୍ଜନ ଦାସ, ଅଶୋକ ପତି, ଶିବାନୀ ମୁଦୁଲି ଓ ଦିପକ ଆଚାର୍ଯ୍ୟ ପ୍ରମୁଖ ପତ୍ରପତ୍ରିକାର ପ୍ରତିନିଧିମାନେ ଥାନା ଅଧିକାରୀ ଗିରିଶ […]

ସଂପୂର୍ଣ୍ଣ ପଢନ୍ତୁ
63f8a8f5 68b5 44d0 9c55 C0c66a35d71a

ଆର୍ ଡବ୍ଲୁ ଏସଏସର ବେପରୁଆ କାମପାଇଁ, ବିଲକୁ ଖସିପଡିଲା ଲକ୍ଷ୍ମୀବସ

ଜଗତସିଂହପୁର/ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ, ଦେବେନ୍ଦ୍ର ବେଗୁନିଆ ରାସ୍ତା କଡରେ ଅର୍ ଡବ୍ଲୁ ଏସ ଏସ ତତଫରୁ, ପାନୀୟ ଜଳ ଯୋଗାଣ ପାଇପବିଛା କାମ ଚାଲିଥିବା ବେଳେ, ଦୀର୍ଘ ମାସ ମାସ ଧରି, ଠିକାଦାର ସଂସ୍ଥା ର ମନମାନି ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଅଣଦେଖା ଯୋଗୁଁ, ବେଗୁନିଆ ଠାରୁ କଟରା ପର୍ଯ୍ୟନ୍ତ ଜେସିପି ଲଗାଯାଇ ଗଦା ଗଦା ମାଟି ପିଚୁରାସ୍ତା ଉପରେ ପଡ଼ିରହିଛି। ଯାହା ଫଳରେ ରାସ୍ତାରେ ଗଲାବେଳେ ଯାନବାହାନ ଗୁଡ଼ିକ ନାହିଁ ନଥିବା ଅସୁବିଧାର […]

ସଂପୂର୍ଣ୍ଣ ପଢନ୍ତୁ
Last

ଆମେରିକା ଇସାରାରେ ପାକିସ୍ତାନ…ସ୍ବୀକାର କରିବ କି ଡ୍ରାଗନ ?

ନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପାକ୍ ସେନାମୁଖ୍ୟ ଅସିମ ମୁନିରଙ୍କ ବ୍ରୋମାନ୍ସ ଏବେ ସାରା ବିଶ୍ବରେ ଚର୍ଚ୍ଚା ବଢାଇଛି। ଅପରେସନ୍ ସିନ୍ଦୂର ପରେ ଦୁଇ ଥର ଆମେରିକା ଯାଇଛନ୍ତି ମୁନିର। ପାକିସ୍ତାନର ନିର୍ବାଚିତ ସରକାରଙ୍କଠାରୁ ଅଧିକ […]

ସଂପୂର୍ଣ୍ଣ ପଢନ୍ତୁ
Terrorist

କାଶ୍ମୀର ପଣ୍ଡିତ ମହିଳାଙ୍କ ହତ୍ୟା ମାମଲାକୁ ନେଇ ୮ସ୍ଥାନରେ ଚଢାଉ

ଶ୍ରୀନଗର: ୧୯୯୦ ମସିହାରେ କାଶ୍ମୀର ପଣ୍ଡିତ ମହିଳାଙ୍କୁ ଅପହରଣ କରାଯାଇଥିଲା। ଅପହରଣ ପରେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ସରଲା ଭଟ୍ଟଙ୍କ ଅପହରଣ ଏବଂ ହତ୍ୟା ମାମଲାରେ ରାଜ୍ୟ ତଦନ୍ତ ସଂସ୍ଥା (SIA) ମଙ୍ଗଳବାର ଦିନ ଶ୍ରୀନଗରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। SIA ଟିମ୍ ଶ୍ରୀନଗରର ୮ଟି ସ୍ଥାନ ସ୍ଥାନରେ ଚଢାଉ କରୁଛି । ଜେଲରେ ଥିବା JKLF ମୁଖ୍ୟ ୟାସିନ ମାଲିକଙ୍କ ବାସଭବନ ମଧ୍ୟ ସାମିଲ ଅଛି। ଜଣେ ଅଧିକାରୀ କହିଛନ୍ତି ଯେ ପୋଲିସ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Asimmunir

ମୋଦି-ଟ୍ରମ୍ପଙ୍କୁ ନେଇ କହିଦେଲେ ବଡ କଥା ପୂର୍ବତନ ପେଣ୍ଟାଗନ ଅଧିକାରୀ: ଅସୀମ ମୁନିରଙ୍କୁ ଓସାମା ବିନ୍ ଲାଡେନ୍ ସହ କଲେ ତୁଳନା

ନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ, ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ତାତ୍ସଲ୍ୟ କରିବା ସହ ଆମେରିକା ଶୁଳ୍କ ଧମକକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି । ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ଏକ ବଡ଼ ବୟାନ ଦେଇଛନ୍ତି ଏବଂ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଓସାମା ବିନ୍ ଲାଡେନ୍ ବୋଲି କହିଛନ୍ତି। ରୁବିନ୍ କହିଛନ୍ତି, ଅସୀମ […]

ସଂପୂର୍ଣ୍ଣ ପଢନ୍ତୁ

ଜୁଟ୍ ବ୍ୟାଗ ସମେତ ଅନେକ ସାମଗ୍ରୀର ଆମଦାନୀ ଉପରେ ଲଗାଇଲା ରୋକ: ବାଂଲାଦେଶକୁ ଭାରତର ବଡ଼ ଝଟକା

ନୂଆଦିଲ୍ଲୀ: କିଛି ଦିନ ହେବ ବାଂଲାଦେଶ ଏବଂ ଭାରତ ମଧ୍ୟରେ ସମ୍ପର୍କରେ ଉତ୍ତେଜନା ଦେଖାଦେଇଛି। ଶେଖ ହସିନାଙ୍କ କ୍ଷମତାଚ୍ୟୁତ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଏବେ ଏହାର ପ୍ରଭାବ ଆମଦାନୀ ଉପରେ ମଧ୍ୟ ଦେଖାଯାଉଛି। ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁଁ ଭାରତ ପୁଣି ଥରେ ବାଂଲାଦେଶରୁ ସ୍ଥଳପଥ ଦେଇ ଆମଦାନି ହେଉଥିବା କିଛି ଅଧିକ ଜୁଟ୍ ଉତ୍ପାଦ ଆମଦାନି ଉପରେ ନିଷେଧ କରିଛି। ଏହା ପରେ, ନିଷିଦ୍ଧ ସାମଗ୍ରୀ ତାଲିକାରେ ଅଧିକ ଜୁଟ୍ […]

ସଂପୂର୍ଣ୍ଣ ପଢନ୍ତୁ
Yashwant Verma

ବାଚସ୍ପତି ଜଷ୍ଟିସ ବର୍ମାଙ୍କ ବିରୋଧରେ ତଦନ୍ତ ପାଇଁ କମିଟି ଘୋଷଣା କଲେ

ନୂଆଦିଲ୍ଲୀ : ଘରୁ ଟଙ୍କା ମିଳିବା ଘଟଣାରେ ଜଷ୍ଟିସ ଯଶଓ୍ବନ୍ତ ବର୍ମଙ୍କୁ ହଟାଇବା ଲାଗି ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି। ୧୪୬ ସାଂସଦଙ୍କ ଦସ୍ତଖତ ରହିଥିବା ଏହି ପ୍ରସ୍ତାବକୁ ବାଚସ୍ପତି ଓମ୍‌ ବିର୍ଲା ଗ୍ରହଣ କରିବା ସହିତ ମାମଲାର ତଦନ୍ତ ପାଇଁ ମଙ୍ଗଳବାର ୩ ଜଣିଆ କମିଟି ଗଠନ କରିଛନ୍ତି। କମିଟିରେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଡଭୋକେଟ ପି.ଭି. ଆଚାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
China

ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ

ନୂଆଦିଲ୍ଲୀ:  ସୀମା ନିକଟରେ ଚୀନର ବଡ଼ ଚକ୍ରାନ୍ତ । ବ୍ରହ୍ମପୁତ୍ର ନଦୀରେ ବଡ଼ ଡ୍ୟାମ ପରେ ଏବେ ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ । LAC ନିକଟରେ ୫,୦୦୦ କି.ମି ଲମ୍ବା ସିନଜିଆଙ୍ଗ-ତିବ୍ବତ ରେଳ ଲିଙ୍କ୍ ନିର୍ମାଣ କରିବାକୁ ଯାଉଛି । ଏହି ବୃହତ ରେଳ ପ୍ରକଳ୍ପର କାମ ଚଳିତ ବର୍ଷ ଆରମ୍ଭ ହୋଇପାରେ । ଏହି ରେଳ ଲାଇନ୍ ତିବ୍ବତର ଲାସାକୁ କେନ୍ଦ୍ର କରି ନିର୍ମାଣ କରାଯାଉଛି । ଏହି ରେଳ […]

ସଂପୂର୍ଣ୍ଣ ପଢନ୍ତୁ
Supreme Court

ପୁରୁଣା ଗାଡ଼ି ମାଲିକଙ୍କ ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ଗାଡ଼ି ମାଲିକଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପୁରୁଣା ଗାଡ଼ି ମାଲିକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ନିର୍ଦ୍ଦେଶ ମୁଖ୍ୟ ବିଚାରପତି ବି.ଆର. ଗଭାଇ, ବିଚାରପତି ବିନୋଦ କେ. ଚନ୍ଦ୍ରନ୍ ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଦେଇଛନ୍ତି । ଖଣ୍ଡପୀଠ […]

ସଂପୂର୍ଣ୍ଣ ପଢନ୍ତୁ
Air India 1

ସେପ୍ଟେମ୍ବର ୧ରୁ ଦିଲ୍ଲୀ-ୱାଶିଂଟନ ଉଡ଼ାଣ ବନ୍ଦ କରିବ, କାରଣ ଦର୍ଶାଇଲା ଏୟାର ଇଣ୍ଡିଆ କମ୍ପାନୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ୱାଶିଂଟନକୁ ବିମାନ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଛି ଏୟାର ଇଣ୍ଡିଆ । ଦିଲ୍ଲୀରୁ ୱାଶିଂଟନ ଡିସିକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧ ତାରିଖରୁ ଉଡ଼ାଣ ସେବା ବନ୍ଦ ହେବ । ଯାହାର କାରଣ ଦର୍ଶାଇ ଏୟାର ଇଣ୍ଡିଆ କହିଛି କି, ଏୟାର ଇଣ୍ଡିଆର ୨୬ଟି ବୋଇଂ ୭୮୭-୮ ବିମାନକୁ ଅପଗ୍ରେଡ୍ କରିବା ପାଇଁ କାମ ଚାଲିଛି । ଏହା ଯୋଗୁଁ ଅନେକ […]

ସଂପୂର୍ଣ୍ଣ ପଢନ୍ତୁ