ଧରାଳି ଭଗ୍ନାବଶେଷ ତଳୁ ବାହାରିଲା ୪୫ ଫୁଟର କୋଠା, ଉଦ୍ଧାର କାର୍ଯ୍ୟ ଜାରି
ଧରାଳି : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳି ଭୟଙ୍କର ବିପର୍ଯ୍ୟୟ ଘଟିଥିଲା । ଫଳରେ ବିପର୍ଯ୍ୟୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଯାପନରେ ବାଧା ସୃଷ୍ଟି କରିଛି । ବିପର୍ଯ୍ୟୟର ଛଅ ଦିନ ପରେ ଲଗାତାର ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଧ୍ବଂସକାରୀ ବିପର୍ଯ୍ୟୟରେ ପ୍ରାୟ ୪୫ ଫୁଟର ଭଗ୍ନାବଶେଷ ତଳେ ଅନେକ କୋଠା ପୋତି ହୋଇଯାଇଛି । ଯାହାର ଭଗ୍ନାବଶେଷ ହଟାଇବାର କାର୍ଯ୍ୟ ଚାଲିଛି । ଯାହା ଦ୍ବାରା ଶୀଘ୍ର ଜୀବନ୍ତ ଲୋକଙ୍କ […]
ସଂପୂର୍ଣ୍ଣ ପଢନ୍ତୁ