Asdf

ବିହାରରେ ନିର୍ମାଣ ହେବ ମାତା ସୀତାଙ୍କ ମନ୍ଦିର, ଭୂମି ପୂଜା କଲେ ଶାହ

ପାଟନା: ଅଯୋଧ୍ୟାରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ପରେ ମାତା ସୀତାଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ କରିବେ କେନ୍ଦ୍ର ସରକାର। ଏଥିପାଇଁ ମୂଳଦୁଆ ପଡ଼ିସାରିଛି। ଶୁକ୍ରବାର ବିହାରର ସୀତାମଢ଼ିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନକୀ ମନ୍ଦିର ପାଇଁ ଭୂମି ପୂଜନ କରିଛନ୍ତି। ସୂଚନା ଅନୁଯାୟୀ, ଭୂମି ପୂଜନ କାର୍ଯ୍ୟକ୍ରମ ଅପରାହ୍ନ ୧ଟାରେ ଆରମ୍ଭ ହୋଇଥିଲା। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ଏହି ମନ୍ଦିରର ନିର୍ମାଣ […]

ସଂପୂର୍ଣ୍ଣ ପଢନ୍ତୁ
Rape

ନାବାଳିକା ଝିଆରିକୁ ଦୁଷ୍କର୍ମ, ଗର୍ଭବତୀ କରିବା ଅଭିଯୋଗରେ ପିଉସା ଗିରଫ

ଜଳେଶ୍ୱର : ନାବାଳିକା ଝିଆରିକୁ ଦୁଷ୍କର୍ମ । ଗର୍ଭବତୀ କରିବା ଅଭିଯୋଗରେ ସମ୍ପର୍କୀୟ ପିଉସା ଗିରଫ । ପିଉସା-ଝିଆରୀ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଭାନୁପୁରରେ ଅଭିଯୁକ୍ତ ପିଉସାକୁ କାବୁ କରି ରାତି ସାରା ବାନ୍ଧି ରଖିଥିଲେ ପରିବାର । ଘଟଣାସ୍ଥଳରେ ସିଂଲା ଥାନା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଥାନାକୁ ନେଇଛି । ଭାନୁପୁରରେ ଜଣେ ୧୩ ବର୍ଷ ବୟସର ନାବାଳିକାକୁ ତାଙ୍କର ସମ୍ପର୍କୀୟ ପିଉସା ଅଦ୍ବୈତ ମଣ୍ତଳ […]

ସଂପୂର୍ଣ୍ଣ ପଢନ୍ତୁ
Hcw

ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗ: ବୟସ ସୀମା ୪ ବର୍ଷ କୋହଳ

ଭୁବନେଶ୍ବର: ପୋଲିସ ଡ୍ରାଇଭର ନିଯୁକ୍ତି ପ୍ରସଙ୍ଗରେ ସର୍ବାଧିକ ବୟସସୀମା ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ହାଇକୋର୍ଟ । ସର୍ବାଧିକ ବୟସ ସୀମା କୋହଳ ନେଇ ହୋଇଥିବା ପିଟିସନ ଉପରେ ଆସିଲା ରାୟ । ସର୍ବାଧିକ ବୟସ ସୀମା ୪ ବର୍ଷ କୋହଳ କଲେ ରାଜ୍ୟ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ହାଇକୋର୍ଟରେ ଆବେଦନ କରିଥିବା ୧୨୪୫ ଜଣଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ । ୪୦୫ଟି ଡ୍ରାଇଭର ପଦ […]

ସଂପୂର୍ଣ୍ଣ ପଢନ୍ତୁ
5708f8a6 1e32 4e45 B643 686d6dd48523

ସ୍ୱାଧୀନତା ସଂଗ୍ରାମୀ ନିଶାମଣି ଖୁଣ୍ଟିଆଙ୍କ ୪୪ତମ ଶ୍ରାଦ୍ଧୋତ୍ସବ ପାଳିତ

ଜଗତସିଂହପୁର/ଝଙ୍କଡ଼ :  ପ୍ରଜାସମାଜବାଦୀ ଦଳର ପୂର୍ବତନ ବିଧାୟକ, ସମାଜ ସଂସ୍କାରକ, ସର୍ବଭାରତୀୟ ହିନ୍ଦ୍ ମଜଦୂର ସଙ୍ଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ଓ କୃଷକ ନେତା ସ୍ବର୍ଗତ ନିଶାମଣି ଖୁଣ୍ଟିଆ ଙ୍କ ୪୪ ତମ ଶ୍ରାଦ୍ଧୋତ୍ସବ ,ଗୋବିନ୍ଦପୁର , ଭଟ୍ଟଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି। ନିଶାମଣି ଖୁଣ୍ଟିଆ ସ୍ମୁତିକମିଟି ର ସମ୍ପାଦକ ରଞ୍ଜନ କୁମାର ଖୁଣ୍ଟିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ଚାରିଧାମ ଯାତ୍ରା ପାଲଟିଲା କାଳ: ୩୫ ବର୍ଷ ପରେ ମିଳନ, ପ୍ରକୃତି କୋଳରେ ହଜିଗଲେ ୨୪ ସ୍କୁଲ ସାଙ୍ଗ

ପୁଣେ: ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଓ ଭୟଙ୍କର ଭୂସ୍ଖଳନ ଯୋଗୁଁ ସ୍ଥିତି ସଙ୍ଗୀନ ରହିଛି। ଶହ ଶହ ରାସ୍ତା ଭାସିଯାଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି କାରଣରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରବଳ ବାଧା ସୃଷ୍ଟି ହେଉଛି ଏବଂ ନିଖୋଜ ଲୋକଙ୍କୁ ଖୋଜିବା କାର୍ଯ୍ୟ ମନ୍ଥର ହୋଇପଡ଼ିଛି। ଏହି ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି, ଯେଉଁଠି ୩୫ ବର୍ଷ ପରେ ଏକାଠି ହୋଇ […]

ସଂପୂର୍ଣ୍ଣ ପଢନ୍ତୁ
Rahul

ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନର ନୋଟିସ। ଭୋଟର ତାଲିକାରେ ହେରଫେରକୁ ନେଇ ଲଗାଇଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ନୋଟିସ ହୋଇଛି। କର୍ଣ୍ଣାଟକର ଲୋକସଭା ନିର୍ବାଚନ ସମୟରେ ଭୋଟର ତାଲିକାରେ ହେରଫେର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କର୍ଣ୍ଣାଟକ ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଦାବିର ସମର୍ଥନରେ ଏକ ଶପଥପତ୍ର ଦାଖଲ କରିବାକୁ କହିଛନ୍ତି, […]

ସଂପୂର୍ଣ୍ଣ ପଢନ୍ତୁ
Ppp

ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା: ଭାଇ-ଭଉଣୀର ସ୍ନେହ ଓ ସମର୍ପଣର ଅନନ୍ୟ ପରମ୍ପରା

ପୁରୀ : ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା | ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ସମଗ୍ର ଭାରତରେ ପାଳନ ହେଉଥିବା ରାକ୍ଷୀ ପୂର୍ଣ୍ଣିମାର ଏକ ସ୍ୱତନ୍ତ୍ର ଓ ଅନନ୍ୟ ଝଲକ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ର ପୁରୀରେ। ଏଠାରେ ଏହି ପର୍ବକୁ “ଗହ୍ମା ପୂର୍ଣ୍ଣିମା” ଭାବରେ ପାଳନ କରାଯାଏ ଏବଂ ଏହା କେବଳ ଭାଇଭଉଣୀର ସ୍ନେହର ବନ୍ଧନ ନୁହେଁ, ବରଂ ଏହା ସହିତ ଯୋଡି ହୋଇ ରହିଛି ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ | ଏହି ଦିନ ମାନବୀୟ […]

ସଂପୂର୍ଣ୍ଣ ପଢନ୍ତୁ
Sp

ଯୁବତୀ ଜିଅନ୍ତା ଜଳିଯିବା ଘଟଣା, ଆତ୍ମହତ୍ୟା ଭଳି ଲାଗୁଛି କହିଲେ ଏସପି

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏସପି ସିଦ୍ଧାର୍ଥ କାଟାରିଆ । ଏସପି କହିଛନ୍ତି ଯେ ପ୍ରଥମେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛୁ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣାପଡିଛି । କାରଣ ସବୁ ବାଟ ବନ୍ଦ ଥିଲା, ତେଣୁ ଏହା ଆତ୍ମହତ୍ୟା ଭଳି ଲାଗୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଯଦି ଆତ୍ମହତ୍ୟା କରିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
2 1754561550019

‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମାଧୁରୀ ଦୀକ୍ଷିତ

ଭୁବନେଶ୍ବର ୭।୮: ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶାରେ ‘EKTA’ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ । ଭୁବନେଶ୍ବର ଜନତା ମଇଦାନରେ କାର୍ଯ୍ୟକ୍ରମରେ ଯୋଗଦେଲେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । କାର୍ଯ୍ୟକର୍ମର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ସଙ୍କଟରୁ ଉଦ୍ଧାର କରି ତାକୁ ପୁନର୍ଜିବିତ କରିବା ଆମ ଦାୟିତ୍ୱ […]

ସଂପୂର୍ଣ୍ଣ ପଢନ୍ତୁ
2 183 1754570106295

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବା ଚାପାରେ ଚାଲିଗଲା ବାପା-ଝିଅଙ୍କ ଜୀବନ

ପାରାଦୀପ: ବାପା- ଝିଅଙ୍କ ଉପରେ ଚଢ଼ିଗଲା ହାଇଓ୍ବା। ଘଟଣାସ୍ଥଳରେ ଚାଲିଗଲା ଉଭୟଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ କୋଠିଆସାହି ନିକଟରେ। ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ଷଣ୍ଢପୁର ଗ୍ରାମର ରାଜକିଶୋର ବିଶ୍ଵାଳ ନିଜ ଝିଅ ଲୋରି ବିଶ୍ଵାଳଙ୍କୁ ସ୍କୁଲରୁ ଧରି ବାଇକ ଯୋଗେ ଘରକୁ ଫେରୁଥିଲେ। ହେଲେ କୋଠିଆସାହି ନିକଟରେ ଏକ ଦ୍ରୁତଗାମୀ ହାଇୱା ସେମାନଙ୍କୁ ଧକ୍କା ଦେବାରୁ […]

ସଂପୂର୍ଣ୍ଣ ପଢନ୍ତୁ