Goku

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି

ଭୁବନେଶ୍ୱର: ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀର ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ ଏକ ନିରପେକ୍ଷ ଓ ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ସଂଘୀୟ […]

ସଂପୂର୍ଣ୍ଣ ପଢନ୍ତୁ
9 4

ପ୍ରକୃତିର ତାଣ୍ଡବ ; ହିମାଚଳପ୍ରଦେଶରେ ଏଯାଏଁ ୧୯୯ ମୃତ, ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ଚଳିତ ବର୍ଷ ୨୦ ଜୁନ୍‌ରୁ ୬ ଅଗଷ୍ଟ ମଧ୍ୟରେ ମୌସୁମୀ କାରଣରୁ ପ୍ରବଳ ବର୍ଷା ଫଳରେ ଏଯାଏଁ ପ୍ରାୟ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୧୯୦୫.୫ କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି । ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ପ୍ରାଧିକରଣ ଏହୋର ସଦ୍ୟ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ ବର୍ଷା ସହ ଜଡିତ ଘଟଣା ଯେପରି ଭୂସ୍ଖଳନ, ବାଦଲଫଟା ବର୍ଷା, ବିଦ୍ୟୁତ୍‌ ଆଘାତରେ ୧୦୮ ଜଣଙ୍କ ମୃତ୍ୟୁ […]

ସଂପୂର୍ଣ୍ଣ ପଢନ୍ତୁ
Yashwant Verma

ଜଷ୍ଟିସ ବର୍ମାଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ ବୋଲି ଦର୍ଶାଇଥିବା ତଦନ୍ତ କମିଟିର ରିପୋର୍ଟ ଏବଂ ପ୍ରଧାନ ବିଚାରପତିଙ୍କ ଦ୍ଵାରା ପଦବୀରୁ ତତ୍କାଳ ହଟାଯିବା ଲାଗି ସୁପାରିସକୁ ଚ୍ୟାଲେଞ୍ଜ କରି ବର୍ମା ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ। ତଦନ୍ତ କମିଟି ଧାର୍ଯ୍ୟ ପ୍ରକ୍ରିୟାର ଅନୁପାଳନ କରିଥିବା ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ପିଟିସନକୁ ଖାରଜ କରିଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଦୀପାଙ୍କର ଦତ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Img 5923

ମାଥେରାନରେ ହାତ ଟଣା ରିକ୍ସା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

ମୁମ୍ବାଇ : ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ସରକାରଙ୍କୁ ମାଥେରାନରେ ୬ ମାସ ମଧ୍ୟରେ ହାତ ରିକ୍ସା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ମଣିଷ ମଣିଷକୁ ଭିଡିବା ଅତି ଅମାନବୀୟ । ଭାରତ ଭଳି ଏକ ବିକାଶଶୀଳ ଦେଶରେ ଏଭଳି ଅମାନବୀୟ ପ୍ରଥାକୁ ଅନୁମତି ଦେବା ମାନବୀୟ ଗରିମାର ବିରୁଦ୍ଧ । ମାଥେରାନରେ ପରିବହନ ସମ୍ବନ୍ଧିତ ଅନେକ ଦିନ ଧରି ଚାଲିଥିବା ଏକ ମାମଲାରେ ଏମିତି ନିର୍ଦ୍ଦେଶ ଶୁଣାଇଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Deccanherald 2024 12 14 Reeafvc6 File7xq2yzb8zxz1gnpvmm9o 1068x601

ଟାରିଫ ଲାଗୁ ପରେ ବି ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି । ଡୋଭାଲ କହିଛନ୍ତି, ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି ବର୍ଷ ପରେ ପୁଟିନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ପୁଟିନଙ୍କ ଗସ୍ତର ଖବର ଏପରି ସମୟରେ ଆସୁଛି ଯେତେବେଳେ ଭାରତ, ଋଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା […]

ସଂପୂର୍ଣ୍ଣ ପଢନ୍ତୁ
Booksbannedinkashmir 1754549072694 8b5a5358 4e7e 43ed 9857 9e458c2d7e47 900x600

୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରୟ ଉଭୟ ହେବ ବନ୍ଦ !

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀର ପ୍ରଶାସନ ୨୫ଟି ପୁସ୍ତକର ପ୍ରକାଶନ ଏବଂ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏ ପ୍ରସଙ୍ଗକୁ ନେଇ ସରକାର କହିଛନ୍ତି, ‘ଏହି ପୁସ୍ତକଗୁଡ଼ିକ ମିଥ୍ୟା ଆଲୋଚନାକୁ ପ୍ରୋତ୍ସାହିତ କରିବା ନେଇ ଅଭିଯୋଗ ହୋଇଥିଲା। ଏଥିସହିତ କିଛି ପୁସ୍ତକ ଯୁବପିଢ଼ିଙ୍କୁ ହିଂସା ଦିଗ‌ରେ ଉସୁକାଇବା ଏବଂ ଆତଙ୍କବାଦକୁ ସମର୍ଥନ କରିବା ଭଳି ଥିଲା।’ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ‘ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ […]

ସଂପୂର୍ଣ୍ଣ ପଢନ୍ତୁ
Rahul

ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ: କହିଲେ ଭୋଟର ତାଲିକାରେ ଅଛି ଗଡ଼ବଡ଼

ନୂଆଦିଲ୍ଲୀ: ରହସ୍ୟମୟ ଭୋଟର ନେଇ ବର୍ଷିଲେ ରାହୁଲ । ମିଛ ଭୋଟର ଏବଂ ମିଛ ଠିକଣା ନେଇ ରାହୁଲ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ଲୋକସଭାର ବିରୋଧୀ ଦଳ ନେତା । ଭୋଟର ତାଲିକାରେ ମିଛ ଭୋଟରଙ୍କୁ ଯୋଡା ହୋଇଥିବା ନେଇ ରାହୁଲ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ସମ୍ବିଧାନର ମୂଳଦୂଆ ହେଉଛି ଭୋଟ୍ । ତେଣୁ ଏପରି ପରିସ୍ଥିତିରେ କେଉଁ ଲୋକ ଭୋଟ୍ ଦେଉଛନ୍ତି ସେ ନେଇ ସଠିକ୍ ଭାବେ ଭାବିବାକୁ ପଡ଼ିବ । ସତରେ […]

ସଂପୂର୍ଣ୍ଣ ପଢନ୍ତୁ
Image 1750819930539 (1)

ଆମେରିକା ଉପରେ ଭାରତ ସରକାର ୫୦% ଶୁଳ୍କ ଲାଗୁ କରନ୍ତୁ: ଶଶି ଥରୁର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ପୂର୍ବରୁ ସେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ, କିନ୍ତୁ ଏବେ ସେ ଏହାକୁ ଦୁଇଗୁଣ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ବରିଷ୍ଠ କଂଗ୍ରେସ ନେତା ଏବଂ ସାଂସଦ ଶଶି ଥରୁରଙ୍କ ବୟାନ ସାମ୍ନାକୁ ଆସିଛି। ଶଶି ଥରୁର କହିଛନ୍ତି ଯେ, ଯଦି ଆମେରିକା ଆମ ଉପରେ ୫୦ପ୍ରତିଶତ ଶୁଳ୍କ ଲଗାଉଛି, ତେବେ ଆମେ ମଧ୍ୟ ସେମାନଙ୍କ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
Dd5807db A885 4989 974e 710d445583ac

ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ନପାଇବାରୁ, ଅସହାୟl ମହିଳାଙ୍କ ଆତ୍ମାହୁତି ପାଇଁ ଚେତାବନୀ

ଜଗତସିଂହପୁର :  ସ୍ୱାମୀ ଗଣେଶ୍ୱର ସାହୁଙ୍କୁ ମେଡ଼ିସିନ ଦେଇ ମୁଣ୍ଡକୁ ଖରାପ କରି ପୈତୃକ ସମ୍ପତ୍ତି ଲୋଭରେ କେଉଁ ଆଡେ ଅପହରଣ କରି ନିଖୋଜ କରେଇ ଦେଇଥିବାର ଏକ ଏତେଲା ତିର୍ତ୍ତୋଲ ଥାନାରେ ଦାଖଲ କରିଛନ୍ତି ଚିନ୍ମୟୀ ସାହୁ ନାମ୍ନୀ ଜଣେ ମହିଳା | ଏତେଲା ର ଅଭିଯୋଗରେ ଆହୁରି ଅନେକ ସଂଗୀନ ମାମଲା ଲିପିବଦ୍ଧ ହୋଇଥିବାର ଦେଖିବାକୁ ମିଳିଛି | ଦୀର୍ଘ ଚାରିବର୍ଷ ହେବ ନିଖୋଜ ସ୍ୱାମୀଙ୍କ ବିନା ଚିନ୍ମୟୀ ସାହୁ ଅସହାୟ ଜୀଵନ କାଟୁଥିବା […]

ସଂପୂର୍ଣ୍ଣ ପଢନ୍ତୁ
Trum

ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଲେ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଦେଇଛନ୍ତି । ବୁଧବାର ଏନେଇ ଏକ ଅର୍ଡର ଉପରେ ସେ ହସ୍ତାକ୍ଷର କରିଛନ୍ତି । ଏହି ନିର୍ଦ୍ଦେଶ ୨୧ ଦିନ ପରଠୁ ଅର୍ଥାତ୍ ୨୭ ଅଗଷ୍ଟରୁ ଲାଗୁ ହେବ । ପୂର୍ବରୁ ୩୦ ଜୁଲାଇରେ ସେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ଘୋଷଣା କରିଥିଲେ । ଅର୍ଥାତ୍ ଏବେ ଭାରତ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ